ଜାତୀୟ

ବିରୋଧୀ ଦଳ ବୈଠକ ପୂର୍ବରୁ ବେଙ୍ଗାଲୁରୁରେ ଲାଗିଲା ନୀତୀଶଙ୍କ ବିରୋଧରେ ପୋଷ୍ଟର

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଶରଦ ପାୱାରଙ୍କ ସମେତ ସମସ୍ତ ପ୍ରମୁଖ ବିରୋଧୀଦଳ ଅଂଶଗ୍ରହଣ କରୁଛନ୍ତି। ଏହି ବୈଠକ ପୂର୍ବରୁ ସମଗ୍ର ବେଙ୍ଗାଲୁରୁରେ ପୋଷ୍ଟର ଲଗାଯାଇଥିଲା ଯେଉଁଥିରେ ବିରୋଧୀଙ୍କୁ ଏକଜୁଟ...

ଏନଡିଏରେ ସାମିଲ ହେବେ ଚିରାଗ ପାସୱାନ, ନଡ୍ଡା କହିଲେ ପରିବାରକୁ ସ୍ବାଗତ

ନୂଆଦିଲ୍ଲୀ,୧୮।୭: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଅନ୍ୟ ଏକ ଦଳ ଏନଡିଏରେ ଯୋଗ ଦେଇଛନ୍ତି। ଚିରାଗ ପାସୱାନ ଏନଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।...

ସୁରକ୍ଷାବାହିନୀକୁ ସଫଳତା: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୭: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ପୁଞ୍ଚର ସିନ୍ଧ୍ରା ଅଞ୍ଚଳରେ ମିଳିତ ଅପରେଶନରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଅଧିକାରୀଙ୍କ ସଚନାନୁସାରେ, ମଙ୍ଗଳବାର ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ...

୮ ଚିତାଙ୍କ ମୃତ୍ୟୁ ପରେ ହଟିଲେ କୁନୋ ଜାତୀୟ ଉଦ୍ୟାନର ବନ ଅଧିକାରୀ

ଭୋପାଳ,୧୮।୭: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୪ ମାସରୁ କମ୍‌ ସମୟ ମଧ୍‌ୟରେ ୫ ବୟସ୍କ ଚିତା ଏବଂ ୩ ଛୁଆ ଚିତାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସୋମବାର ଜଙ୍ଗଲ ମୁଖ୍ୟ ସଂରକ୍ଷଣକାରୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି।...

ହାତରେ ଜୋତା ଧରି ଚାଲୁଛନ୍ତି ଉପମୁଖ୍ୟମନ୍ତ୍ରୀ, ଭାଇରାଲ ହେଉଛି ଫଡନବିଶଙ୍କ ଫଟୋ

ମୁମ୍ବାଇ,୧୮।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କ ସରଳତାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ଭାଇରାଲ ଫଟୋ। ବୁଧବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ପ୍ରସ୍ତାବ ଆଗତ ହେବା...

୫୦ ବର୍ଷ ଧରି ଗୋଟିଏ ଆସନରୁ ଲଗାତର ନିର୍ବାଚନ ଜିତିଆସୁଥିଲେ ଓମେନ ଚାଣ୍ଡି

ଥିରୁଭାନନ୍ତପୁରମ୍‌,୧୮ା୭: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମେନ ଚାଣ୍ଡିଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୭୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। କେରଳର ରାଜନୀତିରେ ଓମାନର ସ୍ଥିତି ବହୁତ...

ଏଠାରେ କଏଦୀ ଶିଖୁଛନ୍ତି ଅର୍ଗାନିକ ଫାର୍ମିଂ, ପଶୁପାଳନ

ଚେନ୍ନାଇ,୧୮।୭: ତାମିଲନାଡୁର ଶିବଗଙ୍ଗାରେ ଥିବା ଏକ ଖୋଲା ଜେଲରେ ପ୍ରାୟ ୫୦ ଜଣ କଏଦୀଙ୍କୁ ରଖାଯାଇଛି। ହେଲେ ସେଠାରେ ସୋମନଙ୍କୁ ଚାଷ କାର୍ଯ୍ୟରେ ଲଗାଯାଇଛି। ଏହାର ସୂଚନା ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି। ଜେଲର ଡିଆଇଜି ପାଲାନି କହିଛନ୍ତି ଯେ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ପରଲୋକରେ ଶୋକବ୍ୟକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୧୮।୭: ଭେଟେରାନ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ମଙ୍ଗଳବାର ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ପରେ କେରଳ କଂଗ୍ରେସ ରାଜ୍ୟ ସଭାପତି କେ ସୁଧାକରନ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି,...

ବିରୋଧୀ ଦଳ ବୈଠକରେ ସାମିଲ ହେବେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୮।୭: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଚାଲିଥିବା ମିଳିତ ବିରୋଧୀ ଦଳର ଦ୍ୱିତୀୟ ଦିନରେ ଏନସିପି ନେତା ଶରଦ ପାଓ୍ବାର ଯୋଗଦେବେ। ଏଥିପାଇଁ ସେ ବେଙ୍ଗାଲୁରୁ ଅଭିମୁଖେ ବାହାରିଛନ୍ତି। ଏନସିପି ବିଭାଜିତ ହେବା ପରେ ଅଜିତ ପାୱାର ଗୋଷ୍ଠୀର ୨୫-୩୦ ବିଧାୟକ...

ଏନଡିଏର ଶକ୍ତି ପ୍ରଦର୍ଶନକୁ ନେଇ ନଡ୍ଡା କହିଲେ କାହିଁକି ହେଉଛି ବୈଠକ

ନୂଆଦିଲ୍ଲୀ,୧୮।୭: ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳଙ୍କୁ ଏକାଠି କରି ରାଜନୈତିକ ରଣନୀତି ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏପଟେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ) ମଙ୍ଗଳବାର ନୂଆଦିଲ୍ଲୀରେ ଯେଉଁ ବୈଠକ ଡାକିଛି ସେଥିରେ ୩୮ ଦଳ ସାମିଲ ହେବାର ସମ୍ଭାବନା...

ଭାରତର ଘଡିଆଲ- କୁମ୍ଭିର କାହିଁକି ନେବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୭: ଆମେରିକାର ସବୁଠାରୁ ବଡ ସରିସୃପ ବ୍ୟାଙ୍କ(ପେଟାଇଳ ବ୍ୟାଙ୍କ) ଭାରତରୁ ଘଡିଆଲ ଓ ‘ମଗର’ କୁମ୍ଭିର ନେବାକୁ ଚାହୁଁଛି। ଏହାକୁ ନେଇ ଆମେରିକା କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି। ବ୍ୟାଙ୍କ ଯୁକ୍ତି କରିଛି ଯେ ଏମିତି ହେଲେ ବିଲୁପ୍ତ ହେବାକୁ...

ଜୟଶଙ୍କରଙ୍କ ସମେତ ୧୧ ନେତା ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ

ନୂଆଦିଲ୍ଲୀ,୧୮ା୭: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓ’ବ୍ରାଏନ୍‌ଙ୍କ ସମେତ ୧୧ ଜଣ ନେତା ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ଶାସକ ଭାଜପା ଗୋଟିଏ ଆସନ ଅଧିକ ପାଇବା ସହ ରାଜ୍ୟ ସଭାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri