ଜାତୀୟ

୫ ଦିନରେ ୫ ଥର ବାହାନା କରିସାରିଲେଣି କେଜ୍‌ରିୱାଲ: ଦିଲ୍ଲୀରେ ବନ୍ୟାକୁ ନେଇ କହିଲା କଂଗ୍ରେସ

ନୂଆଦିଲ୍ଲୀ,୧୭।୭: ପ୍ରବଳ ବର୍ଷା ଯୋଗୁ ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଦିଲ୍ଲୀ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥା ସଙ୍କଟାପନ୍ନ ରହିଛି। କୁହାଯାଉଛି ଯେ ଏଥର ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଯାଇଛି। ୧୯୭୮ରେ ଯେତେବେଳେ...

ଏକଛତ୍ରବାଦୀ ସରକାରଙ୍କୁ ଜବାବ ଦେବାକୁ ଏକାଠି ହେଲେ ୨୬ ବିରୋଧୀ ଦଳ, ଗେମ ଚେଞ୍ଜର ହେବ ବୈଠକ: କଂଗ୍ରେସ

ବେଙ୍ଗାଲୁରୁ,୧୭।୭: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ବେଙ୍ଗାଲୁରୁରେ ସୋମବାର ବିରୋଧୀ ଦଳଙ୍କ ବୈଠକ ଚାଲିଛି। ମୁଖ୍ୟ ବୈଠକ ମଙ୍ଗଳବାର ୧୮ ଜୁଲାଇରେ ହେବ। କଂଗ୍ରେସ ନେତାମାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,...

ମମତାଙ୍କୁ ଧମକ ଦେଲେ ଟିଏମସି ବିଧାୟକ ଅବଦୁଲ କରିମ

କୋଲକାତା,୧୭।୭: ତ୍ରୁଣ ମୂଳ କଂଗ୍ରେସ(ଟିଏମସି)ର ଜଣେ ବିଧାୟକ ରବିବାର ନିଜ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ବିରୋଧୀମାନଙ୍କ ଦ୍ୱାରା ତାଙ୍କ ପରିଚିତ ଲୋକଙ୍କ ଉପରେ ଅତ୍ୟାଚାର ଜାରି ରଖନ୍ତି ତେବେ ସେ ଭବିଷ୍ୟତରେ ପଶ୍ଚିମବଙ୍ଗ ବିଧାନସଭାରେ ସରକାରଙ୍କ କୌଣସି...

ରାଜ୍ୟ ସଭା ପାଇଁ ନିର୍ବିରୋଧରେ ନିର୍ବାଚିତ ହେବେ ଜୟଶଙ୍କର, ଡେରେକ ବ୍ରାୟନଙ୍କ ସମେତ ୧୧ ଜଣ

ନୂଆଦିଲ୍ଲୀ,୧୭।୭: ଚଳିତ ମାସରେ ହେବାକୁ ଯାଉଥିବା ରାଜ୍ୟ ସଭା ନିର୍ବାଚନରେ ୧୧ ଜଣ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହେବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ତ୍ରୁଣ ମୂଳ କଂଗ୍ରେସର ଡେରେକ ଓ ବ୍ରାୟନ। ୧୧ଜଣ...

ଏସପି ଛାଡି ଭାଜପାରେ ସାମିଲ ହେଲେ ଦାରା ସିଂ ଚୌହାନ

ଲକ୍ଷ୍ନୌ,୧୭।୭: ସମାଜବାଦୀ ପାର୍ଟି(ଏସପି) ବିଧାୟକ ଦାରା ସିଂ ଚୌହାନ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ର ହାତ ଧରିଛନ୍ତି। ପ୍ରଦେଶ ମୁଖ୍ୟାଳୟରେ ପ୍ରଦେଶ ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଚୌଧୁରୀ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି। ଏହାପୂର୍ବରୁ ସେ ଉତ୍ତରପ୍ରଦେଣ ବିଧାନସଭାର ବାଚସ୍ପତି...

୨୦୨୪ ନିର୍ବାଚନ ପାଇଁ ଏଜେଣ୍ଡା ସ୍ଥିର କରିବେ ବିରୋଧୀ

ବେଙ୍ଗାଲୁରୁ,୧୭।୭: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ପାଟନା ପରେ ସୋମବାର ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ୱିତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ...

ମିଶନ ୨୦୨୪: ଏନଡିଏ ବନାମ ବିରୋଧୀ…

ନୂଆଦିଲ୍ଲୀ,୧୭।୭ : ସୋମବାରଠାରୁ ବିରୋଧୀ ଦଳଗୁଡ଼ିକ ଦୁଇ ଦିନିଆ ବୈଠକ କରିବାକୁ ଯାଉଛନ୍ତି। କର୍ନାଟକର ରାଜଧାନୀରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଭାଜପା ବିରୋଧୀ ସମସ୍ତ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ଯାଉଛନ୍ତି।...

କୁଲୁରେ ବାଦଲ ଫାଟିବାରୁ ଜଣେ ମୃତ ୩ ଆହତ

କୁଲୁ,୧୭।୭: ହିମାଚଳ ପ୍ରଦେଶର କୁଲୁରେ ବାଦଲ ଫାଟିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା କୁଲୁ ଜିଲାର କୟାସ ଗ୍ରାମରେ ସୋମବାର ଭୋର ୪ଟାରେ ହୋଇଥିବା ପ୍ରଶାସନ କହିଛି।...

ଉଦ୍ଧବ ଠାକ୍‌ରେଙ୍କ ହାତ ଛାଡିଲେ ଆଉ ଜଣେ ନେତା

ମୁମ୍ବାଇ,୧୭।୭: ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଚିଞ୍ଚୱାଡର ରାହୁଲ କଲାଟେ ଉଦ୍ଧବଙ୍କ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗଦେବେ। ରାହୁଲଙ୍କ ସହ ଅନେକ ୟୁବିଟି କର୍ମୀ ମଧ୍ୟ ଶିବସେନାରେ ଯୋଗଦେବେ। ରାହୁଲ କାଲାଟେ...

ପଶ୍ଚିମବଙ୍ଗରେ ଧାରା ୩୫୫ ଲାଗୁ ହେବା ଜରୁରୀ, ମମତା ସରକାରଙ୍କ ପତନ ଆସନ୍ତା ୫-୬ ମାସ ମଧ୍ୟରେ: ଭାଜପା…

କୋଲକାତା,୧୭।୭ : ହିଂସା କାରଣରୁ ପଶ୍ଚିମବଙ୍ଗରେ ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ହେଡଲାଇନରେ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟର ଦୁଇ ବରିଷ୍ଠ ଭାଜପା ନେତା ପୂର୍ବାନୁମାନ କରିଛନ୍ତି। ଭାଜପା ନେତା କହିଛନ୍ତି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବର୍ତ୍ତମାନର ଟିଏମସି...

ଶ୍ରାବଣର ଦ୍ୱିତୀୟ ସୋମବାରରେ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଯୋଗୀ

ଗୋରଖପୁର,୧୭।୭: ଉତ୍ତର ପ୍ରଦେଶର ଗୋରଖପୁରରେ ଥିବା ଗୋରଖନାଥ ମନ୍ଦିରରେ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂଜାର୍ଚ୍ଚନା କରିଛନ୍ତି। ଶ୍ରାବଣ ମାସର ଏହା ଦ୍ୱିତୀୟ ସୋମବାର ହୋଇଥିବାରୁ ଯୋଗୀ ସକାଳୁ ସକାଳୁ ମନ୍ଦିର ଯାଇ ପୂଜା କରିଛନ୍ତି। ଆହୁରି ମଧ୍ୟ ସୋମବାର...

ଲୋକସଭା ନିର୍ବାଚନରେ ୬ ଆସନ-ଗୋଟିଏ ରାଜ୍ୟସଭା ଆସନ ଦେଲେ ଏନଡିଏ ବୈଠକରେ ସାମିଲ ହେବି: ଚିରାଗ ପାସୱାନ…

ପାଟନା,୧୭।୭ : ଯଦିଓ ଜୁଲାଇ ୧୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବାକୁ ଚିରାଗ ପାସୱାନଙ୍କ ଲୋକ ଜନତା ପାର୍ଟି (ରାମ ଭିଲାସ) ନିମନ୍ତ୍ରଣ ପାଇଛି। ତଥାପି ଚିରାଗ ପାସୱାନ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri