ଜାତୀୟ

ଏନସିପି ମନ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛି ଭାଜପା: ରୋହିତ ପାଓ୍ବାର…

ମୁମ୍ବାଇ,୧୫।୭ : ମହାରାଷ୍ଟ୍ରରେ ସମ୍ପ୍ରତି ଆରୋପ ପ୍ରତ୍ୟାରୋପର ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏଥିରେ ଅଜିତ ପାଓ୍ବାରଙ୍କ ସମର୍ଥକଙ୍କୁ ସ୍ଥାନ ମିଳିଛି। ଏନେଇ ଶରଦ ପାଓ୍ବାରଙ୍କ ନାତି ରୋହିତ ପାଓ୍ବାର ଭାଜପାକୁ ଟାର୍ଗେଟ...

ମୋଦି ସରନେମ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ…

ନୂଆଦିଲ୍ଲୀ,୧୫।୭ : ମୋଦି ସରନେମ୍‌ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ୨ ବର୍ଷ ଦଣ୍ଡ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ନେତା ଶନିବାର ସର୍ବୋଚ୍ଚ କୋର୍ଟରେ...

୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ, ବିଗ୍‌ ବିଙ୍କ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା…

ମୁମ୍ବାଇ,୧୫।୭ : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଭିଷେକ ବଚ୍ଚନ ମଧ୍ୟ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।...

ନିର୍ବାଚନ କାହା ନେତୃତ୍ୱରେ ଲଢ଼ାଯିବ କହିବେ ଜେପି ନଡ୍ଡା: ଉମା ଭାରତୀ…

ଭୋପାଳ,୧୫।୭ : ମଧ୍ୟପ୍ରଦେଶର ସେହୋରରେ ପୂର୍ବତନ ସିଏମ ଉମା ଭାରତୀ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଆମେ ଭୋଟ ସହ ନିର୍ବାଚନରେ ଜିତିବୁ। ଆମେ ହାରିବା ପାଇଁ ନିର୍ବାଚନ ଲଢୁ ନାହୁଁ। ସେ କହିଛନ୍ତି ଆମେ ଜିତିବା ପାଇଁ...

ଦେଶର ୫୪ ସହରରେ ଟମାଟୋ କିଲୋପିଛା ଦାମ ୧୫୦, ଆଗାମୀ ଦିନରେ ଛୁଇଁପାରେ ୩୦୦ ଟଙ୍କା…

ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି। ଦାମ କମିବାର ନା ନେଉ ନାହ। ଚଣ୍ଡିଗଡ଼ରେ ଏହାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏଥିସହିତ ଗାଜିଆବାଦରେ ଟମାଟୋ ୨୫୦ ଟଙ୍କାରେ...

କେନ୍ଦ୍ରର ଯୋଜନା: ଅବସର ପରେ ବି ବାହାରେ କିଛି କହି ପାରିବେନି ଆଇଏଏସ-ଆଇପିଏସ-ଆଏଫଏସ ଅଫିସର: ପେନସନ ହେବ ବନ୍ଦ…

ନୂଆଦିଲ୍ଲୀ,୧୫।୭ : ଅଲ ଇଣ୍ଡିଆ ସର୍ଭିସେସ ଅଧୀନରେ ଥିବା ଆଇଏଏସ, ଆଇପିଏସ, ଆଇଏଫଏସ ଏବଂ ଅନ୍ୟାନ୍ୟ ସେବା ଉପରେ କେନ୍ଦ୍ର ସରକାର ପୂର୍ବରୁ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଅବସରପ୍ରାପ୍ତ ଅଫିସରଙ୍କ ପାଇଁ ସେମାନଙ୍କ ଅଭିବ୍ୟକ୍ତି ବିଷୟରେ ସରକାର ଅନେକ...

ରାହୁଲଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ, କହିଲେ ଜଣେ ‘କୁଣ୍ଠିତ ବଂଶବାଦୀ’

ନୂଆଦିଲ୍ଲୀ,୧୫।୭: ଦେଶରେ ବିପତ୍ତି, ବିଦେଶରେ ମୋଦି। ଏହି ପ୍ରସଙ୍ଗକୁ ନେଇ ପପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ। ମଣିପୁର ଜଳୁଛି ଏଥିସହ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଥିବାବେଳେ ବୋଦିଙ୍କ ଫ୍ରାନ୍ସ ଗସ୍ତକୁ ସମାଲୋଚନା କରିଛନ୍ତି ରାହୁଲ। ତେବେ...

ମାଗଣା ସବୁ ଦେବାର ରାଜନୀତି କରି ଏଏପି ଦିଲ୍ଲୀରେ ଆଣିଛି ବନ୍ୟା: ଗୌତମ ଗମ୍ଭୀର…

ନୂଆଦିଲ୍ଲୀ,୧୫।୭ : ବିକାଶ ପାଇଁ ନୁହେଁ ଯଦି ମାଗଣା ଦେବାର ରାଜନୀତି କରାଯିବ ତେବେ, ଦିଲ୍ଲୀରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ରାଜଧାନୀର ବନ୍ୟା ସ୍ଥିତି ଉପରେ ଭାଜପା ନେତା ଗୌତମ ଗମ୍ଭୀର ଏଭଳି ମନ୍ତବ୍ୟ ଦେଇ ସିଏମ...

ଦିଲ୍ଲୀ ଜନସାଧାରଣଙ୍କୁ ପାଣିରେ ବୁଡ଼ାଇ ମାରିବାକୁ ଚାହୁଁଛି ଭାଜପା: ଏଏପି…

ନୂଆଦିଲ୍ଲୀ,୧୫।୭ : ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ଯମୁନା ନଦୀ ଦ୍ୱାରା ବିପର୍ଯ୍ୟୟର ଶିକାର ହେଉଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବର୍ଷା ଓ ବନ୍ୟା ଯୋଗୁଁ ରାଜଧାନୀର ଗତି ସ୍ଥିର ହୋଇଛି। କିନ୍ତୁ, ଆମ ଆଦମୀ...

ଘୃଣା ମନ୍ତବ୍ୟ ମାମଲା: ଆଜମ୍‌ ଖାଁଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ, ୨୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ,୧୫।୭: ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାଁଙ୍କୁ ପୁଣିଥରେ ଝଟ୍‌କା ଲାଗିଛି। ଘୃଣା ମନ୍ତବ୍ୟ ମାମଲାରେ ତାଙ୍କୁ ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ତାଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୨୫୦୦ ଟଙ୍କା...

ଅଭିଯୁକ୍ତଙ୍କର ଚୁପ ରହିବାର ସମ୍ପୂର୍ଣ୍ଣ ଅଧିକାର ଅଛି, ତାଙ୍କୁ କହିବାକୁ ବାଧ୍ୟ କରିହେବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୫।୭ : ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିମ୍‌ ଜଣେ ଅଭିଯୁକ୍ତର ନୀରବ ରହିବାର ସମସ୍ତ ଅଧିକାର ଅଛି ଏବଂ ଅନୁସନ୍ଧାନକାରୀମାନେ ତାଙ୍କୁ ନିଜ ଦୋଷ ସ୍ବୀକାର କରିବାକୁ ବାଧ୍ୟ...

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ପରିବର୍ତ୍ତନ

ରାୟପୁର,୧୫ା୭: ଚଳିତ ବର୍ଷ ଶେଷ ସୁଦ୍ଧା ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ କରିଛନ୍ତି। କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ମୋହନ ମାର୍କମଙ୍କୁ ମନ୍ତ୍ରୀ କରାଯାଇଛି। ସରକାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri