ଜାତୀୟ

ଚନ୍ଦ୍ରାୟନ ୩ର ସଫଳତାକୁ ନେଇ ନିଜକୁ କ୍ରେଡିଟ ଦେଲା କଂଗ୍ରେସ, କହିଲା ନେହେରୁଙ୍କ ସ୍ବପ୍ନ ଥିଲା ଇସ୍ରୋ

ନୂଆଦିଲ୍ଲୀ,୧୫।୭: ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାର ସତିଶ ଧଓ୍ବନ ସ୍ପେଶ ଷ୍ଟେଶନରୁ ଶୁକ୍ରବାର ଚନ୍ଦ୍ରାୟନ ୩ ଲଞ୍ଚ କରାଯାଇଛି। ଇସ୍ରୋର ସୂଚନା ଅନୁଯାୟୀ, ୨୩ ଅଗଷ୍ଟ ସାରେ ଚନ୍ଦ୍ରାୟଣ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସମ୍ଭାବନା ରହିଛି। ଭାରତ ଏବଂ ଭାରତ...

ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା କରିଛନ୍ତି। ଏହାପୂର୍ବରୁ ଶୁକ୍ରବାର ସଫଳ ଦ୍ୱିପାକ୍ଷିକ ଆଲୋଚନା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ...

ବନ୍ୟାରେ ବୁଡିଲାଣି ଦେଶର ଅଧିକାଂଶ ଭାଗ, ରାଜସ୍ଥାନରେ ପାରଦ ଛୁଇଁଲାଣି ୪୦ ଡିଗ୍ରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ ପ୍ରକୃତି ତା’ର କୋପ ଦେଖାଇ ଚାଲିଛି। ରାଜଧାନୀ ଦିଲ୍ଲୀ ବନ୍ୟାରେ ଏକ ପ୍ରକାର ବୁଡି ଗଲାଣି କହିଲେ ଚଳେ। ୧୫ ଜୁଲାଇ ଶନିବାର ଦିଲ୍ଲୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ...

୨୬ ରାଫେଲ ଜେଟ୍‌ କିଣିବା ଉପରେ ମୋହର ଲଗାଇଲା ଭାରତ

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ଲାଗିଛି। ଶନିବାର ଭାରତ ସରକାର ଏହା ଘୋଷଣା କରିଛନ୍ତି। ଏହା ଅଧୀନରେ ଭାରତୀୟ...

ଦିଲ୍ଲୀ ପରେ ଉତ୍ତର ପ୍ରଦେଶବାସୀଙ୍କୁ କନ୍ଦାଇବ ଯମୁନା, ମଥୁରା ସମେତ କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ବହୁଛି ନଦୀ

ଲକ୍ଷ୍ନୌ,୧୫।୭: ପାହାଡ ଉପରେ ହେଉଥିବା ବର୍ଷାର ପ୍ରଭାବ ଏବେ ତଳିଆ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଯମୁନା ନଦୀରେ ଆସିଥିବା ବନ୍ୟାରେ ଦିଲ୍ଲୀ ଉବୁଟୁବୁ ହେବା ପରେ ଏବେ ଉତ୍ତର ପ୍ରଦେଶରେ ଯମୁନାର ଜଳସ୍ତର ବଢିବାରେ ଲାଗିଛି। ହାଥିନି କୁଣ୍ଡ ବ୍ୟାରେଜରୁ...

ସୀମା ପାର୍‌ କରି ଭାରତରେ ପ୍ରବେଶ କଲେ ପାକିସ୍ତାନ ନାଗରିକ

ଚଣ୍ଡଗଡ,୧୫।୭: ସୀମା ସୁରକ୍ଷା ବଳ (ବିଏସଏଫ୍‌) ପଞ୍ଜାବର ଅମୃତସର ନିକଟ ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଧରିଛି। ପାକିସ୍ତାନୀ ନାଗରିକ ଅନ୍ତର୍ଜାତୀୟ ସୀମା ପାର୍‌ କରି ଭାରତ ସୀମାକୁ ପଶି ଆସିଛନ୍ତି। ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ...

ଦେଶରେ ବିପତ୍ତି, ବିଦେଶରେ ମୋଦି

ଇମ୍ଫାଲ/ନୂଆଦିଲ୍ଲୀ/ପ୍ୟାରିସ୍‌,୧୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୨୩ ଏପ୍ରିଲରେ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟର ଲୋକଙ୍କୁ ୪ ସପ୍ତାହ ମଧ୍ୟରେ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇମ୍ଫାଲ ଉପତ୍ୟକାର ସଂଖ୍ୟାଗରିଷ୍ଠ ମେଇତି...

ମହାରାଷ୍ଟ୍ର ବାଚସ୍ପତିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ, ୧୫ା୭: ଗତବର୍ଷ ଜୁନ୍‌ରେ ତତ୍କାଳୀନ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟରୁ ଓହରିଯାଇ ଭାଜପା ସହ ମିଶି ସରକାର ଗଢ଼ିଥିବା ଏକନାଥ ଶିନ୍ଦେ ଓ ଅନ୍ୟ ଶିବସେନା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାଏର ପିଟିଶନ...

ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ୪.୧୨%

ନୂଆଦିଲ୍ଲୀ,୧୫।୭: ଗତ କିଛି ମାସ ହେବ ଭାରତୀୟ ପାଇକାରୀ ମୁଦ୍ରାସ୍ଫୀତିରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ୨୦୨୩ରେ କ୍ରମାଗତ ୩ୟ ଥର ପାଇଁ ପାଇକାରୀ ମୁଦ୍ରାସ୍ଫୀତିର ହାର ହ୍ରାସ ପାଇଛି। ବିଶେଷକରି ଗତ ୮ ବର୍ଷର ସର୍ବନିମ୍ନ ସ୍ତରକୁ ପାଇକାରୀ ମୁଦ୍ରାସ୍ଫୀତି...

ଭାରତର ରପ୍ତାନି ୨୨% ହ୍ରାସ

ନୂଆଦିଲ୍ଲୀ, ୧୫ା୭(ପି.ଟି.): ବିଶ୍ୱ ବଜାର ବିଶେଷ କରି ଆମେରିକା, ୟୁରୋପ ଭଳି ପାଶ୍ଚାତ୍ୟ ବଜାରରେ ଚାହିଦା ହ୍ରାସ କାରଣରୁ ଭାରତର ରପ୍ତାନି ୨୨ ପ୍ରତିଶତ ହ୍ରାସ ପାଇଁ ଜୁନ୍‌ରେ ୩୨.୯୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତ ୩ ବର୍ଷ ମଧ୍ୟରେ...

ସେନଥିଲଙ୍କୁ ମାଦ୍ରାସ ହାଇକୋର୍ଟରୁ ଝଟକା

ଚେନ୍ନାଇ,୧୪।୭: ଚାକିରି ବଦଳରେ ଟଙ୍କା ନେଇଥିବା ଘୋଟାଲାରେ ଡିଏମକେ ମନ୍ତ୍ରୀ ସେନଥିଲ ବାଲାଜୀଙ୍କୁ ମାଦ୍ରାସ ହାଇକୋର୍ଟରୁ ଝଟକା ଲାଗିଛି। ମାଡ୍ରାସ ହାଇକୋର୍ଟ ସେନଥିଲଙ୍କୁ ଇଡି ଦ୍ୱାରା ଗିରଫଦାରୀକୁ ସମର୍ଥନ କରିଛନ୍ତି। ଏଥିସହ ତାଙ୍କୁ ତଳ କୋର୍ଟ ଦ୍ୱାରା ନିର୍ଦ୍ଦେଶ ହୋଇଥିବା...

ମହାରାଷ୍ଟ୍ର ହାଇଡ୍ରାମା: ଶରଦଙ୍କୁ ଭେଟିଲେ ଅଜିତ ପାଓ୍ବାର

ମୁମ୍ବାଇ,୧୪।୭: ମହାରାଷ୍ଟ୍ର ହାଇଡ୍ରାମା ପରେ ମୁଖିଆ ଶଦର ପାଓ୍ବାରଙ୍କୁ ଭେଟିଛନ୍ତି ଅଜିତ ପାଓ୍ବାର। ଦାଦା-ପୁତୁରାଙ୍କ ଏହି କନ୍ଦଳ ଭିତରେ ପ୍ରଥମ ଥର ଶରଦଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଅଜିତ। ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣବେଳେ ଅଜିତଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଉଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri