ଜାତୀୟ

ସମାନ ନାଗରିକ ସଂହିତା: ମନ୍ତବ୍ୟ ରଖିବାର ଅବଧି ବଢାଇଲେ ଲ କମିଶନ

ନୂଆଦିଲ୍ଲୀ,୧୪।୭: ୟୁନିଫର୍ମ ସିଭିଲ କୋଡ ପର ସମାନ ନାଗରିକ ସଂହିତା(ୟୁସିସି) ଉପରେ ଜନସାଧାରଣଙ୍କ ମନ୍ତବ୍ୟ ରଖିବା ପାଇଁ ସମୟସୀମା ବଢାଇଲେ ଲ କମିଶନ। ଏହାର ଶେଷ ତାରିଖ ଜୁଲାଇ ୧୪ତାୀଖ ପର୍ଯ୍ୟନ୍ତ ଥିଲା ଯାହାକୁ ବୃଦ୍ଧି କରାଯାଇ ଜୁଲାଇ ୨୮...

ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ: ଶିନ୍ଦେ, ଫଡ୍‌ନବିସଙ୍କୁ କେଉଁ ବିଭାଗ

ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ ନେଇ ମାସେ ଧରି ଚାଲିଥିବା କଳ୍ପନାଜଳ୍ପନାର ଶୁକ୍ରବାର ଅନ୍ତ ଘଟିଛି। ଅଜିତ ପାୱାରଙ୍କୁ ଅର୍ଥ ଏବଂ ଯୋଜନା ବିଭାଗର ଦାୟିତ୍ୱ ଦିଆଯାଇଥିବା ବେଳେ ଏନ୍‌ସିପିର ୮ଜଣଙ୍କୁ ମନ୍ତ୍ରୀପଦ ମିଳିଛି। ଛଗନ ଭୁଜବଳଙ୍କୁ ଖାଦ୍ୟ...

ଶିନ୍ଦେ ସରକାରରେ ପ୍ରଥମ ମହିଳା କ୍ୟାବିନେଟ ମନ୍ତ୍ରୀ

ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ଶିନ୍ଦେ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ କରାଯାଇଛି। ଅଜିତ ପାଓ୍ବାରଙ୍କ ଗ୍ରୁପର ବିଧାୟକଙ୍କ ମଧ୍ୟରେ ବିଭାଗ ବଣ୍ଟନ ଶୁକ୍ରବାର କରାଯାଇଛି। ଏଥିରେ ଅଦିତି ତଟକରେ ଶିିନ୍ଦେ ସରକାରଙ୍କ ପ୍ରଥମ ମହିଳା ମନ୍ତ୍ରୀ ହୋଇଛନ୍ତି। ସେହି ବିଭାଗଗୁଡିକ ମଧ୍ୟରେ ମହାରାଷ୍ଟ୍ର...

କଂଗ୍ରେସ ନେତ୍ରୀଙ୍କ ସହ ଦାଉଦ ଇବ୍ରାହିମ୍‌! ଜଣାପଡିଲା ସତ

ନୂଆଦିଲ୍ଲୀ,୧୪।୭: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌। ଆତଙ୍କବାଦୀ ଲିଙ୍କ୍‌ ଠାରୁ ଆରମ୍ଭ କରି ମୁମ୍ବାଇର ତାଜ୍‌ ଆଟାକ୍‌ ଯାଏଁ ସବୁଠି ରହିଛି ଦାଉଦଙ୍କର ହାତ। ଗୁରୁତର ଆପରାଧିକ ମାମଲାର ଅଭିଯୁକ୍ତ ଦାଉଦ କେବଳ ଭାରତ ପାଇଁ ନୁହେଁ...

ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ମାସ ରହିଲା ଜୁନ

ନୂଆଦିଲ୍ଲୀ,୧୪।୭: ସାରା ଦେଶଷର ଏବେ ମୌସୁମୀ ବର୍ଷା ଜାରି ରହିଛି। କିନ୍ତୁ ଗତ ମାସ ଅର୍ଥାତ୍‌ ଜୁନ ଉତ୍ତାପ ଦୃଷ୍ଟିରୁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ନାସା ଏବଂ ଏନଓଏଏର ବୈଜ୍ଞାନିକଙ୍କ ସମେତ ଅନ୍ୟ ବୈଜ୍ଞାନିକମାନେ ବି ଗବେଷଣା...

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଅଜିତ୍‌ଙ୍କୁ ମିଳିଲା ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ

ମୁମ୍ବାଇ, ୧୪।୭: ମହାରାଷ୍ଟ୍ରରେ ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ସେହିପରି ଶରଦ ପାଓ୍ବାରଙ୍କ ହାତ ଛାଡି ଆସିଥିବା ଛଗନ ଭୁଜବଲଙ୍କୁ ଖାଦ୍ୟ ବିଭାଗ, ଦିଲୀପ...

ସମାଜବାଦୀ ପାର୍ଟି ମୁଖ୍ୟ ଆଜାମ ଖାନଙ୍କ ଓ୍ବାଇ କ୍ୟାଟେଗୋରି ସିକ୍ୟୁରିଟିକୁ ପ୍ରତ୍ୟାହାର କଲେ ୟୁପି ସରକାର

ଲକ୍ଷ୍ନୌ,୧୪।୭: ୟୁପି ସରକାର ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବରିଷ୍ଠ ନେତା ଆଜାମ ଖାନଙ୍କୁ ଦିଆଯାଇଥିବା ଓ୍ବାଇ ବର୍ଗ ସିକ୍ୟୁରିଟିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ରାମପୁରର ଅତିରିକ୍ତ ପୋଲିସ ଅଧୀକ୍ଷକ ସାନସର ସିଂ କହିଛନ୍ତି ଯେ, ଲକ୍ଷ୍ନୌ ସୁରକ୍ଷା...

ନା ସୁନା ନା ରୂପା; ଦୋକାନରୁ ହେଉଛି ଟମାଟୋ ଲୁଟ୍‌, ମାମଲା ରୁଜୁ

ଲକ୍ଷ୍ନୌ,୧୪।୭: ନା ସୁନା ନା ରୂପା। ୨୬ କିଲୋ ଟମାଟୋ, ୨୫ କିଲୋ ଲଙ୍କା ଏବଂ ୮ କିଲୋ ଅଦା ଲୁଟି ନେଇଛନ୍ତି ଲୁଟେରା। ଉତ୍ତରପ୍ରଦେଶର ଫତେହପୁର ଜିଲାରେ ଏଭଳି ଏକ ଘଟଣାକୁ ନେଇ ଦୋକାନୀ ଥାନାର ଦ୍ୱାରସ୍ତ ହୋଇଥିଲେ।...

ଆଜାମ ଖାନଙ୍କୁ ପୁଣି ମିଳିଲା Y ସୁରକ୍ଷା

ଲକ୍ଷ୍ନୌ୧୪।୭: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜାମ ଖାନ ପୁଣିଥରେ ଓ୍ବାଇ ବର୍ଗର ସୁରକ୍ଷା ପାଇଛନ୍ତି। ରାମପୁର ଜିଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକଙ୍କ ସୁପାରିଶ କ୍ରମେ Y ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଗୁରୁବାର ଉତ୍ତରପ୍ରଦେଶ ପୋଲିସ ସୁରକ୍ଷା...

ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର

ମୁମ୍ବାଇ,୧୪।୭: ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର ଶୁକ୍ରବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ସର୍ଜରି ହେବ ବୋଲି ଜଣାପଡିଛି। ଇତିମଧ୍ୟରେ ଶରଦ ପାଓ୍ବାର ହସ୍ପିଟାଲରେ ପହଞ୍ଚି ସାରିଛନ୍ତି। ଏନସିପି ପକ୍ଷରୁ...

ଆଫ୍ରିକୀୟ ଚିତା ସୁରଜ ମୃତ, ୪ମାସରେ ଗଲାଣି ୮ଟି ଚିତାର ଜୀବନ

ଭୋପାଳ,୧୪।୭: ମଧ୍ୟପ୍ରଦେଶର କୁନୋ ନାଶନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ହୋଇଛି। ଗତ ଚାରି ମାସ ମଧ୍ୟରେ ଏହାକୁ ମିଶାଇ ୮ଟି ଚିତାଙ୍କର ଜୀବନ ଯାଇଛି। ଶୁକ୍ରବାର ସକାଳେ ନାଶନାଲ ପାର୍କରେ ଆଫ୍ରିକୀୟ ଚିତା ସୁରଜର ମୃତଦେହ ମିଳିଛି।...

‘ନୂଆ ଅଧ୍ୟାୟ…’ ଚନ୍ଦ୍ରୟାନ-୩ ଉତ୍‌ପେକ୍ଷଣ ଉପରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୭: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ଅପରାହ୍ନ ୨.୩୫ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ କେନ୍ଦ୍ରରୁ ତୃତୀୟ ଚନ୍ଦ୍ରୟାନ-୩ ମିଶନ ଉତ୍‌ପେକ୍ଷଣ କରିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri