ଜାତୀୟ

ଚନ୍ଦ୍ରାୟନ-୩ ମିଶନର ସଫଳତା ପାଇଁ ପୂଜାପାଠ କଲେ ବୈଜ୍ଞାନିକ…

ଶ୍ରୀହରିକୋଟା,୧୩।୭ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଇସ୍ରୋ) ଖୁବ ଶୀଘ୍ର ଚନ୍ଦ୍ରାୟଣ -୩ ଲଞ୍ଚ କରିବାକୁ ଯାଉଛି। ଏହାର ସଫଳତା ପାଇଁ ପ୍ରାର୍ଥନା କରିବାକୁ ଇସ୍ରୋ ବୈଜ୍ଞାନିକମାନଙ୍କର ଏକ ଟିମ ତିରୁପତି ଭେଙ୍କଟାଚାଲାପତି ମନ୍ଦିରରେ ଚନ୍ଦ୍ରୟାନ -୩ ର...

ଲଦାଖ: ଭାରତ-ଚାଇନା ସୀମାରେ ପହଞ୍ଚିଲେ ଅନୁରାଗ ଠାକୁର, ବଢ଼ାଇଲେ ଯବାନଙ୍କ ମନୋବଳ

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲଦାଖ ଗସ୍ତ କରି ଆଇଟିବିପି ଯବାନଙ୍କୁ ଭେଟିଛନ୍ତି। ବୁଧବାର ରାତିରେ ସେ ଲେହରେ ଭାରତ-ଚାଇନା ସୀମାର ୧୫୦୦୦ ଫୁଟ୍‌ ଉଚ୍ଚରେ ନିୟୋଜିତ ଥିବା ଏହି ଯବାନମାନଙ୍କୁ ଭେଟିବା ସହ...

ପରିବା ଦରରେ କେନ୍ଦ୍ରର ଲଗାମ ନାହିଁ

ନୂଆଦିଲ୍ଲୀ,୧୩ା୭: ଦେଶରେ ଲଗାଣ ବର୍ଷା ଯୋଗୁ ଟମାଟୋର ଯୋଗାଣ ବାଧାପ୍ରାପ୍ତ ହେବାରୁ ଅନେକ ଭାଗରେ ଏହାର ମୂଲ୍ୟ ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ରୋଷେଇ ଘରର ମୁଖ୍ୟ ପରିବା ଦର ଆକାଶଛୁଅଁା ହେବା ଫଳରେ ଲୋକେ ନାହିଁ ନ...

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ,୧୩ା୭: ଦୁଇଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବୁଧବାର ସୁପ୍ରିମକୋର୍ଟ ବିଚାରପତି ରୂପେ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନବନିଯୁକ୍ତ ବିଚାରପତି ଦ୍ୱୟ ହେଲେ ଜଷ୍ଟିସ୍‌ ଉଜ୍ଜଲ ଭୂୟଁା ଏବଂ...

ଉଛୁଳୁଛି ଯମୁନା, ଦିଲ୍ଲୀରେ ବନ୍ୟା

ନୂଆଦିଲ୍ଲୀ/କୁଲୁ/ଚଣ୍ଡିଗଡ଼,୧୩।୭: ଉତ୍ତର ଭାରତରେ ଲଗାଣ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୁଧବାର ନଦୀ ଜଳସ୍ତର ବୃଦ୍ଧି ଘଟି ୨୦୭.୫୫ ମିଟର ଛୁଇଁଥିବାବେଳେ ରାଜଧାନୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଜଳସ୍ତର ବୃଦ୍ଧି ନେଇ ଯମୁନା ନଦୀ ୪୫...

ସୋନିଆ ଦେବେ ଡିନର ପାର୍ଟି

ନୂଆଦିଲ୍ଲୀ,୧୨ା୭: ଆସନ୍ତା ସପ୍ତାହରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକରେ କଂଗ୍ରେସ ସହ ଆଉ କେତେକ ଦଳ ଯୋଡ଼ି ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୁଲାଇ ୧୭ ଓ ୧୮ରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା...

ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୨।୭: ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯମୁନା ଜଳ ସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିବା ପରେ କେଜ୍‌ରିୱାଲ ଜରୁରୀ ବୈଠକ ଡକାଇ...

ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ‘କଥା’ କାର୍ଯ୍ୟକ୍ରମରେ ଅଘଟଣ

ନୂଆଦିଲ୍ଲୀ,୧୨।୭: ବାଗେଶ୍ୱର ଧାମର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ‘କଥା’ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ବୁଧବାର ଗ୍ରେଟର ନୋଏଡା ଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଏକାଠି ହୋଇଥିବା ଭକ୍ତଙ୍କ ଭିଡ ଅନିୟନ୍ତ୍ରିତ ହୋଇଯାଇଥିଲା। ଦଳଚକଟାରେ ଅନେକ ଲୋକ ଚେତାଶୂନ୍ୟ ହୋଇଯାଇଥିଲେ। କିଛି...

ଗୁଜରାଟ, ପଶ୍ଚିମବଙ୍ଗରୁ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି ବୁଧବାର ଗୁଜରାଟ ଏବଂ ପଶ୍ଚିମବଙ୍ଗରୁ ନିଜର ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଗୁଜରାଟର ବାବୁଭାଇ ଜେସଙ୍ଗବାଇ ଦେଶାଇ ଏବଂ କେସରିଦେବ ସିଂ ଝାଲା ଏବଂ ପଶ୍ଚିମବଙ୍ଗରୁ ଅନନ୍ତ ମହାରାଜଙ୍କୁ ପ୍ରାର୍ଥୀ...

୩ ଆତଙ୍କବାଦୀ ଗିରଫ: ଅମରନାଥ ଯାତ୍ରା ଭଣ୍ଡୁର କରିବାକୁ ରଚିଥିଲେ ଯୋଜନା

ଶ୍ରୀନଗର,୧୨।୭: ଜମ୍ମୁ କଶ୍ମୀର ପୋଲିସ ବଡଗାମରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ସୂଚନାନୁସାରେ, ସମସ୍ତ ପାଞ୍ଚଜଣ ଆତଙ୍କବାଦୀ ଲଶ୍କର-ଏ-ତୋଇବା ସହିତ ଜଡିତ। ଗିରଫ ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଚାହୁଁଥିଲେ।...

ଜୁଲାଇ ୧୩ରୁ ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୩ରୁ ତିନି ଦିନିଆ ଗସ୍ତର ଅଂଶ ଭାବରେ ପ୍ରଥମେ ଫ୍ରାନ୍ସ ଏବଂ ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତ ପାଇଁ ଯିବେ। ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ...

ମହାରାଷ୍ଟ୍ରରେ ପୋର୍ଟଫୋଲିଓ ଆବଣ୍ଟନ ଅଙ୍କ କଷା ଛିଣ୍ଡୁନି: ବରିଷ୍ଠ ମନ୍ତ୍ରୀଙ୍କୁ ହଟାଇପାରେ ଭାଜପା, ଅଜିତଙ୍କ ୪ ସମର୍ଥକଙ୍କୁ ପଦବୀ ମିଳିବା ନେଇ ଚର୍ଚ୍ଚା…

ମୁମ୍ବାଇ,୧୨।୭ : ଅଜିତ ପାୱାର ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରରେ ଯୋଗଦେବାର ୧୦ ଦିନ ପରେ ମଧ୍ୟ ସେ ଏବଂ ତାଙ୍କ ସମର୍ଥକମାନେ ପୋର୍ଟଫୋଲିଓ ପାଇପାରି ନାହାଁନ୍ତି। ପୋର୍ଟଫୋଲିଓ ଆବଣ୍ଟନ ପ୍ରସଙ୍ଗରେ ଭାଜପା, ଶିବସେନା ଶିନ୍ଦେ ଦଳ ଏବଂ ଏନସିପି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri