ଜାତୀୟ

ମୁଣ୍ଡରେ ପଗଡ଼ି କାହିଁକି ବାନ୍ଧିଛ ନୀତୀଶଙ୍କ ପ୍ରଶ୍ନ ନେଇ ସମ୍ରାଟ ଚୌଧୁରୀ ଦେଲେ ମଜାଦାର ଉତ୍ତର…

ପାଟନା,୧୨।୭ : ବିହାର ବିଧାନସଭାର ମୌସୁମୀ ଅଧିବେଶନରେ ଉତ୍ତେଜନା ଦେଖାଦେଇଛି। ଦୁର୍ନୀତି ଅଭିଯୋଗରେ ଭାଜପା ନେତା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଇସ୍ତଫା ଦାବି କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ସିଏମ ନୀତୀଶ କୁମାରଙ୍କ ଆପୋଷ ବୁଝାମଣା କରୁଥିବା ଭାଜପା ନେତା ଅଭିଯୋଗ...

ରାହୁଲଙ୍କ ସମର୍ଥନରେ ଦେଶବ୍ୟାପୀ କଂଗ୍ରେସର ମୌନ ସତ୍ୟାଗ୍ରହ…

ରାୟପୁର,୧୨।୭ : ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। ଏହା ପରେ କଂଗ୍ରେସ ଏହି ପ୍ରସଙ୍ଗରେ ନିରନ୍ତର ପ୍ରଦର୍ଶନ କରୁଛି। ଏହି ପର୍ଯ୍ୟାୟରେ ବୁଧବାର କଂଗ୍ରେସ ସମଗ୍ର ଦେଶରେ ମୌନ ସତ୍ୟାଗ୍ରହ କରୁଛି। ରାହୁଲ ଗାନ୍ଧୀଙ୍କ...

ପବ୍‌ଜି ନିଶା: ନିଦରେ ଫାୟାର-ଫାୟାର ଚିତ୍କାର କରୁଛନ୍ତି ବାଳକ…

ଜୟପୁର,୧୨।୭ : ଫାୟାର-ଫାୟାର ଜଣେ ୧୪ ବର୍ଷର ବାଳକ ରାତିରେ ନିଦରେ ଶୋଇ ମଧ୍ୟ ଏହିପରି ଚିତ୍କାର କରୁଛନ୍ତି। ଶୋଇବା ସମୟରେ ମଧ୍ୟ ତାଙ୍କ ହାତ ହଲଚଲ ହେବା ସହ ଏପଟ ସେପଟ ହେଉଛି। ସେ ଖାଇବା ପିଇବା ମଧ୍ୟ...

୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏକୁ ପୁନର୍ଜୀବିତ କରୁଛି ଭାଜପା, ବିଜୟ ନୁହେଁ ସହଜ: ଓମାର…

ଶ୍ରୀନଗର,୧୨।୭ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଓମାର ଅବଦୁଲ୍ଲା କହିଛନ୍ତି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି। କାରଣ ନିର୍ବାଚନରେ ଜିତିବା ଯେତିକି ସହଜ ହେବ...

୪୫ ବର୍ଷର ରେକର୍ଡ ଭାଙ୍ଗିଲା ଯମୁନା ଜଳସ୍ତର

ନୂଆଦିଲ୍ଲୀ,୧୨।୭: ଦେଶର ରାଜଧାନୀ ଦିଲ୍ଲୀରେ ଯମୁନା ଜଳ ସ୍ତରର ୪୫ ବର୍ଷ ପୁରୁଣା ରେକର୍ଡ ବୁଧବାର ଭାଙ୍ଗିଛି। ବର୍ତ୍ତମାନ ଯମୁନାର ଜଳ ସ୍ତର ୨୦୭.୫୫ ମିଟରରେ ପହଞ୍ଚିଛି। ଗତ କିଛି ଦିନ ଧରି ଲଗାତାର ବର୍ଷା ଏବଂ ହରିୟାଣାର ହଥିନିକୁଣ୍ଡ...

ରାହୁଲଙ୍କୁ ପୁଣି ଝଟ୍‌କା ଦେବାକୁ ସୁପ୍ରିମକୋର୍ଟ ଗଲେ ପୂର୍ଣ୍ଣେଶ

ନୂଆଦିଲ୍ଲୀ,୧୨।୭: ମୋଦି ଉପନାମ ସହ ଜଡିତ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟରୁ ଝଟ୍‌କା ଲାଗିଥିବା ରାହୁଲ ଗାନ୍ଧୀ ଏବେ ସୁପ୍ରିମକୋର୍ଟଙ୍କ ଭରସା ରଖିଛନ୍ତି। କିନ୍ତୁ ଏଠାରେ ମଧ୍ୟ ଅଭିଯୋଗକାରୀ ତଥା ଭାଜପା ବିଧାୟକ ପୂର୍ଣ୍ଣେଶ ମୋଦି ତାଙ୍କୁ ପୁଣି ଝଟ୍‌କା...

କୋର୍ଟ ନେବା ବାଟରେ ହାର୍ଡକୋର ଅପରାଧୀ କୂଳଦୀପ ଜଘିନା ଉପରେ ଗୁଳିମାଡ: ଘଟଣାସ୍ଥଳରେ ମୃତ୍ୟୁ

ଜୟପୁର,୧୨।୭: ହାର୍ଡକୋର ଅପରାଧୀ କୂଳଦୀପ ଜଘିନାଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ବୁଧବାର କୂଳଦୀପଙ୍କୁ କୋର୍ଟକୁ ନିଆଯାଉଥିବାବେଳେ ଏହି ଘଟଣା ଘଟିଛି। ଜୟପୁରରୁ ଭରତପୁରକୁ କୂଲଦୀପ ଜଗିନା ଏବଂ ତାଙ୍କ ସହଯୋଗୀ ବିଜୟପାଲ ନିଆଯାଉଥିା ବେଳେ ହାଲେନା ପୋଲିସ ଷ୍ଟେଶନ ଅଞ୍ଚଳର...

୨୦୨୪ ନିର୍ବାଚନ ପୂର୍ବରୁ ସୋନିଆଙ୍କ ଯୋଜନା ଚବିଶ…

ନୂଆଦିଲ୍ଲୀ,୧୨।୭ : ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତା ହାସଲ କରିବା ପାଇଁ ଦ୍ୱାର ଦ୍ୱାର ଅଭିଯାନ...

୧୧ ଥର ନୋଟିସ ପରେ ହାଜର ହେଲେନି ପଶ୍ଚିମବଙ୍ଗ ମନ୍ତ୍ରୀ, ଇଡ଼ି ୧୨ ଥର ପାଇଁ ପଠାଇଲା ନୋଟିସ…

କୋଲକାତା,୧୨।୭ : ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଳୟ ଘଟକଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଡକାଯାଇଛି। କୋଇଲା ଦୁର୍ନୀତିରେ ତାଙ୍କୁ ପଚରାଉଚରା ପାଇଁ ସମନ କରାଯାଇଛି। ଅନୁସନ୍ଧାନକାରୀ ଏଜେନ୍ସି ତାଙ୍କୁ ଜୁଲାଇର ତୃତୀୟ ସପ୍ତାହରେ ଦିଲ୍ଲୀ କାର୍ଯ୍ୟାଳୟ ସମ୍ମୁଖରେ ହାଜର ହେବାକୁ...

ବିଳମ୍ବ ହେଲା ଆସିବାରେ ତୁମର: ଫିଲ୍ମ ଷ୍ଟାଇଲରେ ବିଚାରପତିମାନଙ୍କୁ ସ୍ବାଗତ କଲେ ଚନ୍ଦ୍ରଚୂଡ଼…

ନୂଆଦିଲ୍ଲୀ,୧୨।୭ : ସୁପ୍ରିମକୋର୍ଟ ରେ ଦୁଇଜଣ ନୂତନ ବିଚାରପତି ନିଯୁକ୍ତି ପାଇଛନ୍ତି। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଓକିଲ କଲପତି ଭେଙ୍କଟାରମଣ ବିଶ୍ୱନାଥନଙ୍କୁ ନିଯୁକ୍ତି ଦିଆଯାଇଛି। ଉଭୟ ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ...

ଗୁଜରାଟ, ପଶ୍ଚିମବଙ୍ଗ ରାଜ୍ୟ ସଭା ଆସନ ପାଇଁ ଭାଜପା ଜାରି କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି (ଭାଜପା) ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଜ୍ୟ ସଭା ପାଇଁ ହେବାକୁ ଥିବା ଦ୍ୱି ବର୍ଷୀୟ ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକାରେ ମୋଟ...

ସୁପ୍ରିମକୋର୍ଟରେ ପହଞ୍ଚିଲେ ‘ଆଦିପୁରୁଷ’ ନିର୍ମାତା

ନୂଆଦିଲ୍ଲୀ,୧୨।୭: ଆହ୍ଲାବାଦ ହାଇକୋର୍ଟରେ ହାଜର ହେବା ବିରୋଧରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ରଖିବାକୁ ଚେଷ୍ଟା କରିଥିଲେ, ହେଲେ ଆସନ୍ତାକାଲି ତାଙ୍କ ସମ୍ମୁଖରେ ଶୁଣାଣି ରଖିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri