ଜାତୀୟ

ରାତ୍ରୀ ଭୋଜନ ପାଇଁ ବିରୋଧୀ ଦଳଙ୍କୁ ଡକାଇଛନ୍ତି ସୋନିଆ, ଏଏପିକୁ ମଧ୍ୟ କରାଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୨।୭: କଂଗ୍ରେସ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକ ପାଇଁ ଆମ ଆଦମୀ ପାର୍ଟି(ଏଏପି)ସମେତ ୨୪ ଟି ଦଳ ନିମନ୍ତ୍ରଣ କରାଯାଇଛି। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ବୈଠକର ଗୋଟିଏ ଦିନ ପୂର୍ବରୁ ରାତ୍ରୀ ଭୋଜନର ଆୟୋଜନ...

ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…

ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ...

ଖୁବ୍‌ଶୀଘ୍ର ନୂଆ ଘରକୁ ସିଫ୍ଟ ହେବେ ରାହୁଲ

ନୂଆଦିଲ୍ଲୀ,୧୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୀଘ୍ର ଏକ ନୂଆ ଘର ମିଳିପାରେ। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ପାଇଁ ଏକ ନୂଆ ଘର ଖୋଜିବା ଶେଷ ହୋଇଛି। ଖୁବ୍‌ଶୀଘ୍ର ସେ ନୂଆ ଘରକୁ ସିଫ୍ଟ କରିବେ। ଯେଉଁ ଘରକୁ ରାହୁଲ...

ଏନସିପିରେ ବିଦ୍ରୋହ ପରେ ଅମୋଲ କୋହ୍ଲେଙ୍କୁ ବଡ଼ ଦାୟିତ୍ୱ ଦେଲେ ଶରଦ ପାୱାର

ମୁମ୍ବାଇ.୧୨।୭: ଏନସିପିରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ବର୍ତ୍ତମାନ ଦଳ ଦୁଇ ଭାଗରେ ବିଭକ୍ତ ହୋଇଛି। ଉଭୟ ଦଳର ବରିଷ୍ଠ ନେତାମାନେ ସେମାନଙ୍କ ସହ ଉପସ୍ଥିତ ଥିବା ବିଧାୟକ, ଏମ୍‌ପି ଏବଂ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ଏବଂ ପଦବୀ...

ରାହୁଲ ହେବେ ବର, ଅନ୍ୟମାନେ ହେବେ ବରଯାତ୍ରୀ: ୨୦୨୪ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ତାରିକ ଅନଓ୍ବରଙ୍କ ସୂଚନା…

ନୂଆଦିଲ୍ଲୀ,୧୨।୭ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଜୁନ ମାସରେ ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ପ୍ରଥମ ପର୍ଯ୍ୟାୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।...

ଭାରତୀୟ ନୌସେନାକୁ ମିଳିବ ରାଫାଲ-ଏମ୍‌…

ନୂଆଦିଲ୍ଲୀ,୧୨।୭ : ଅନ୍ୟ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇପାରେ। ଏହା ଅନ୍ତର୍ଗତ ଭାରତୀୟ ନୌସେନାକୁ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏଶନରୁ ୨୬ ରାଫାଲ-ମେରାଇନ (ରାଫାଲ-ଏମ) ଯୁଦ୍ଧ ବିମାନ ମିଳିବ। ଚଳିତ ମାସ ଶେଷରେ...

ଲୋକ ସଭା ନିର୍ବାଚନରେ ରାହୁଲଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେଇପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୭: କର୍ନାଟକ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ୨୯୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମିଶନ ମୋଡରେ କାମ କରୁଛି। କର୍ନାଟକରେ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କିଛି ରାଲି କରିଥିଲେ। ଏହି ସମାବେଶ କଂଗ୍ରେସ ସପକ୍ଷରେ ଏକ...

ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ…

ପ୍ରୟାଗରାଜ,୧୨।୭ : ୨୫ ସପ୍ତାହ ଭୃଣର ଗର୍ଭପାତ କରିବାକୁ ଦାବି କରି ବୁଲନ୍ଦସହର ଜିଲାର ଜଣେ ୧୨ ବର୍ଷ ବୟସ୍କା ଦିବ୍ୟାଙ୍ଗ ବଳାତ୍କାର ପୀଡିତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...

ବିବାହରେ ଉପୁଜିଲା ବାଧା, ଶେଷରେ ଅନ୍‌ଲାଇନରେ କଲେ ବିବାହ

ଶିମଲା,୧୨।୭: ଶିମଲାର କୋଟଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ବିବହାରେ ବର୍ଷା ବାଧକ ସାଜିବାରୁ ଅନଲାଇନରେ କଲେ ବିବାହ। ସୂଚନାଯୋଗ୍ୟ, କୋଟଗଡ଼ର ବାସିନ୍ଦା ଆଶିଷ ସିଙ୍ଗା କୁଲୁର ଭୁଣ୍ଟର ନିବାସୀ ଶିବାନୀ ଠାକୁରଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ନେଇ...

ବିମାନରେ କ୍ରୁ ସଦସ୍ୟଙ୍କୁ ଅସଦାଚରଣ: ନେପାଳ ନାଗରିକଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୧୨।୭: ଏୟାର ଇଣ୍ଡିଆ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିବା ଏବଂ ଶୌଚାଳୟର କବାଟ ଭାଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏକ ନେପାଳ ନାଗରିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁଯାୟୀ, କ୍ୟାବିନ ସୁପରଭାଇଜର ଆଦିତ୍ୟ...

ଗୁପ୍‌ଚୁପ୍‌କୁ ସ୍ବତନ୍ତ୍ର ଭାବେ ସେଲିବ୍ରେଟ୍‌ କରୁଛି ଗୁଗୁଲ ଡୁଡୁଲ୍‌

ନୂଆଦିଲ୍ଲୀ,୧୨।୭: ଗୁପ୍‌ଚୁପ୍‌ ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଥାଏ। ଭାରତରେ ଗୁପ୍‌ଚୁପ୍‌ ପ୍ରତି ଥିବା ଭଲପାଇବା କାହିଁରେ କେତେ। ପ୍ରତିଦିନ ଅପରାହ୍ନରେ ବଜାରରେ ଗୁପ୍‌ଚୁପ୍‌ ଦୋକାନୀଙ୍କ ନିକଟରେ ଥିବା ଭିଡ ତାର ପ୍ରମାଣ କହିଲେ ଚଳେ। ବୁଧବାର ଗୁଗୁଲ ସ୍ବତନ୍ତ୍ର...

ଜମି ବଦଳରେ ଚାକିରି ମାମଲା: ସିବିଆଇ ଚାର୍ଜଶିଟ ଉପରେ ଆଜି କୋର୍ଟରେ ହେବ ଶୁଣାଣି

ପାଟନା,୧୨।୭: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ ସମ୍ପର୍କରେ ବୁଧବାର କୋର୍ଟରେ ଶୁଣାଣି ହେବ। ଏହି ଶୁଣାଣି ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ଅନୁଷ୍ଠିତ ହେବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri