ଜାତୀୟ

ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବାଜିମାତ୍‌ ପରେ ଜନସାଧାରଣଙ୍କୁ ଧନ୍ୟବାଦ ଦେଲେ ମମତା, କହିଲେ ଲୋକଙ୍କ ହୃଦୟରେ ଟିଏମ୍‌ସି

କୋଲକାତା,୧୨।୭: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଗଣନା ଚାଲିଛି। ମଙ୍ଗଳବାର ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚନର ଫଳାଫଳ ପାଇଁ ଜୁଲାଇ ୧୧...

ଭାଜପା ବିପକ୍ଷରେ ଏକଜୁଟ ହେବାରେ ଲାଗିଛନ୍ତି ବିରୋଧୀ, ବାଙ୍ଗାଲୋର ବୈଠକରେ ସାମିଲ ହେବେ ୮ ନୂଆ ଦଳ

ନୂଆଦିଲ୍ଲୀ,୧୨।୭: ଲୋକ ସଭା ନିର୍ବାଚନ ୨୦୨୪ରେ ଭାଜପା ଏବଂ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବା ଲାଗି ବିରୋଧୀମାନେ ଏକଜୁଟ ହେବାରେ ଲାଗିଛନ୍ତି। ଏହି କ୍ରମରେ ଜୁଲାଇ ୧୭-୧୮ରେ କର୍ନାଟକର ରାଜଧାନୀ ବାଙ୍ଗାଲୋରରେ ବିରୋଧୀ ଦଳଙ୍କ ଦ୍ୱିତୀୟ ବୈଠକ ହେବାକୁ ଯାଉଛି।...

କେବେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ? ମୁଖ୍ୟମନ୍ତ୍ରୀ ଶିନ୍ଦେ ଦେଲେ ସୂଚନା

ମୁମ୍ବାଇ,୧୨।୭: ମହାରାଷ୍ଟ୍ର ସରକାରରେ ଏନସିପି ବିଧାୟକଙ୍କୁ ସାମିଲ କରାଯିବା ପରେ ଖୁବଶୀଘ୍ର କ୍ୟାବିନେଟ ସମ୍ପ୍ରସାରଣ ହେବ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଅଜିତ ପାୱାରଙ୍କ ସହ ବିଳମ୍ବିତ ରାତିରେ ସାକ୍ଷାତ କରିଥିଲେ ଏବଂ ଏହା...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୩୦,୦୦୦ ଆସନରେ ଟିଏମ୍‌ସିର ବିଜୟ; ୧,୭୬୭ରେ ଆଗୁଆ

କୋଲକାତା,୧୨।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଛି। ରାଜ୍ୟରେ ଜିଲା ପରିଷଦର ୯୨୮ ଆସନ, ପଞ୍ଚାୟତ ସମିତିର ୯୭୩୦ ଆସନ ଏବଂ ଗ୍ରାମ ପଞ୍ଚାୟତର ୬୩,୨୨୯ ଆସନରେ ଭୋଟ ଗଣତି ଚାଲିଛି। ଏଥିରେ ଟିଏମ୍‌ସି ବହୁ ଆଗରେ...

କେଏନ୍‌ପିରେ ଆଖି ବୁଜିଲା ତେଜସ୍‌

ଭୋପାଳ,୧୨।୭: ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ମଙ୍ଗଳବାରା ତେଜସର ମୃତ୍ୟୁ ଘଟିଛି। ସକାଳ ୧୧ଟାବେଳେ ମନିଟରିଂ ଟିମ୍‌ ତେଜସର ଗଳାରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ। ଏହାପରେ ପାଲପୁର ହେଡ୍‌କ୍ୱାର୍ଟର୍ସରେ ଥିବା...

ଅନ୍‌ଲାଇନ୍‌ ଗେମିଂରେ ଲାଗିବ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ, ୧୨ା୭: ଅନ୍‌ଲାଇନ ଗେମିଂ, କାସିନୋ ଏବଂ ହର୍ସ ରେସିଂରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ପାଇଁ ମଙ୍ଗଳବାର ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ସିନେପ୍ଲେକ୍ସ ଭିତରେ ଥିବା ରେଷ୍ଟୁରାଣ୍ଟରେ...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବାଜିମାତ୍‌

କୋଲକାତା, ୧୨ା୭(ପି.ଟି.): ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମ୍‌ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ୨୩,୩୪୪ ଗ୍ରାମ ପଞ୍ଚାୟତ ଆସନର ଫଳାଫଳ ଘୋଷଣା କରାଯାଇଥିବାବେଳେ ସେଥିରୁ ଟିଏମ୍‌ସି ୧୬,୩୩୦...

୧୦ ବର୍ଷ ପରେ ପ୍ରକୃତି ଦୋହରାଇଲା ସମାନ ଘଟଣା: ଜଳ ପ୍ରଳୟ ମଧ୍ୟରେ ମହାଦେବ ସୁରକ୍ଷିତ…

ଡେରାଡୁନ,୧୧।୭ : ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହେଉଛି। ୧୦ ବର୍ଷ ପୂର୍ବେ ୨୦୧୩ ଜୁନ ୧୫-୧୭ରେ କେଦାରନାଥରେ ହୋଇଥିବା ଘଟଣା ସହିତ ଏହା ସମାନ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରବାହିତ...

ଅଭିଯୋଗ ସମାଧାନରେ ୟୁପି ଶୀର୍ଷରେ, ଉତ୍ତର ପୂର୍ବରେ ସିକ୍କିମ ଆଗୁଆ…

ନୂଆଦିଲ୍ଲୀ,୧୧।୭ : ଜନସାଧାରଣଙ୍କ ଅଭିଯୋଗର ସମାଧାନ ସମ୍ପର୍କରେ କେନ୍ଦ୍ର ସରକାର ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରିଛନ୍ତି ଯେଉଁଥିରେ ସିକ୍କିମ ଉତ୍ତର-ପୂର୍ବ ରାଜ୍ୟ ମଧ୍ୟରେ ଶୀର୍ଷରେ ଥିବାବେଳେ ଉତ୍ତରପ୍ରଦେଶ ବୃହତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। ରିପୋର୍ଟରେ ଦର୍ଶାଯାଇଛି ସିକ୍କିମ...

ଗାନ୍ଧୀ ପରିବାର ଆୟକର ମାମଲା: ସୁପ୍ରିମ୍‌କୋର୍ଟ ପହଞ୍ଚିଲେ ସୋନିଆ-ପ୍ରିୟଙ୍କା…

ନୂଆଦିଲ୍ଲୀ,୧୧।୭ : ଗାନ୍ଧୀ ପରିବାରର ଆୟକର ମୂଲ୍ୟାଙ୍କନ କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି...

ପୁଣି ଗୋଟିଏ ମଞ୍ଚରେ ଦେଖାଦେବେ ଶରଦ ପାଓ୍ବାର-ଅଜିତ…

ମୁମ୍ବାଇ,୧୧।୭ : ଏନସିପିରେ ବିଭାଜନ ପରେ ପରସ୍ପର ବିରୋଧରେ ଫ୍ରଣ୍ଟ ଖୋଲିଥିବା ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ପୁଣି ଥରେ ସମାନ ମଞ୍ଚରେ ଦେଖିବାକୁ ମିଳିବ। ଅଗଷ୍ଟ ୧ ରେ ପୁଣେରେ ଲୋକମାନ୍ୟ ତିଲକ ମେମୋରିଆଲ ମନ୍ଦିର ଟ୍ରଷ୍ଟ...

ବିହାରରେ ନୀତିଶଙ୍କୁ ଘେରିବାକୁ ଭାଜପାର ରଣନୀତି, ଏହି ନେତାଙ୍କୁ ଭେଟିଲେ ଅମିତ ଶାହା

ପାଟନା,୧୧।୭: ୨୪ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଦେଶର ବିଭିନ୍ନ ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ସହ ଘନଘନ ବୈଠକ କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେପଟେ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri