ଜାତୀୟ

ଭାଜପାକୁ ମିଳିଛି ସର୍ବାଧିକ ଚାନ୍ଦା: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୧।୭ : ଥିଙ୍କ ଟ୍ୟାଙ୍କ ’ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ର ଏକ ରିପୋର୍ଟରେ କୁହାଯାଇଛି ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ସମସ୍ତ ଦାନର ଅଧାରୁ ଅଧିକ ନିର୍ବାଚନ ବଣ୍ଡ ମାଧ୍ୟମରେ ହୋଇଥିଲା...

ସିମ୍ବଲ ଲୋଣ୍ଡିଂ ପ୍ରକ୍ରିୟାରେ ନୂଆ ବୈଶିଷ୍ଟ୍ୟ ଆଣିବେ ନିର୍ବାଚନ ଆୟୋଗ…

ନୂଆଦିଲ୍ଲୀ,୧୧।୭ : ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବାକୁ ନିର୍ବାଚନ ଆୟୋଗ କାଗଜ ଟ୍ରେଲ ମେସିନର ସିମ୍ବଲ ଲୋଡିଂ ପ୍ରକ୍ରିୟାରେ ଏକ ନୂତନ ବୈଶିଷ୍ଟ୍ୟ ଆଣିଛନ୍ତି। ଆଇନ ମନ୍ତ୍ରଣାଳୟର ଦଲିଲ ଅନୁଯାୟୀ, ନୂତନ ବୈଶିଷ୍ଟ୍ୟରେ ଭୋଟର ଭେରିଫାଏବଲ ପେପର ଅଡିଟ...

ଆଶାରାମ ବାପୁଙ୍କ ଉପରେ ଲାଗୁ ହେବ ୬୫ବର୍ଷ ପୁରୁଣା ପେ ରୋଲ ଆଇନ୍‌

ଜୟପୁର,୧୧।୭: ଆଶରାମ ବାପୁଙ୍କ ପେ ରୋଲକୁ ୬୫ବର୍ଷ ପୁରୁଣା ଆଇନ ଅନୁଯାୟୀ ବିଚାର କରାଯିବ। ବଳାତ୍କାର ମାମଲାରେ ଯୋଧପୁର ଜେଲରେ ବନ୍ଦୀ ଜୀବନ କାଟୁଥିବା ଆଶରାମ ୨୦ ଦିନ ପାଇଁ ପେ ରୋଲ ମାଗିଛନ୍ତି। କିନ୍ତୁ ଜିଲ୍ଲା ପରାମର୍ଶଦାତା ପେ...

ଇଡ଼ିର କାମ ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରିବା, ପୋଲିସ ହେପାଜତ ଦାବି କରିବା ନୁହେଁ: ସିବଲ…

ଚେନ୍ନାଇ,୧୧।୭ : ତାମିଲନାଡୁର ସରକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀଙ୍କ ତରଫରୁ ମାଡ୍ରାସ ହାଇକୋର୍ଟରେ ଏକ ହାବିସ କର୍ପସ ଆବେଦନ କରାଯାଇଛି। ମଙ୍ଗଳବାର ଦିନ ଏହି ପିଟିଶନର ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ ସୂଚନା ଦେଇଛନ୍ତି,...

୧୫୫ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର…

ଡେରାଡୁନ,୧୧।୭ : ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡରର କ୍ରମାଗତ ବୃଦ୍ଧି ମୂଲ୍ୟ ସାଧାରଣ ଲୋକଙ୍କ ଆଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଗିଡ଼ି ଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ବର୍ତ୍ତମାନ ପେଟ୍ରୋଲିୟମ କମ୍ପାନୀ ୨ କିଲୋଗ୍ରାମ ସିଲିଣ୍ଡର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି।...

ଉଦ୍ଧବ ଠାକରେ ପୁରୁଷତ୍ୱ ପାଇଁ ଏକ କଳଙ୍କ: ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ…

ମୁମ୍ବାଇ,୧୧।୭ : ମହାରାଷ୍ଟ୍ରର ଭାଜପା ବିଧାୟକ ନୀତେଶ ରାଣେ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଉଦ୍ଧବ ଠାକରେଙ୍କୁ ନପୁଂସକମାନଙ୍କର ନେତା ବୋଲି କହିଛନ୍ତି। ଉଦ୍ଧବ ତାଙ୍କ ପିତା ବାଲାସାହେବ ଠାକରେଙ୍କୁ ତାଙ୍କର...

ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!

ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରାଯାଇଛି। ପ୍ରାୟ ତିନି ବର୍ଷ ପୂର୍ବେ ଚାଇନା ଦାବି କରିଥିଲା...

ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ସଫଳତା : ୧୫ ବର୍ଷରେ ୪୧ କୋଟିରୁ ଅଧିକ ଦାରିଦ୍ର୍ୟ ରେଖାରୁ ବାହାର…

ନୂଆଦିଲ୍ଲୀ,୧୧।୭ : ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ପ୍ରମୁଖ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ସୂଚନା ଦେଇଛି ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ୍ୟ ସୀମାରୁ ବାହାରି ଆସିଛନ୍ତି।...

ଭାରତ ବିବିଧତାର ଭୂମି, ଇସଲାମ ଦେଶର ଧାର୍ମିକ ଗୋଷ୍ଠୀ ମଧ୍ୟରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି…

ନୂଆଦିଲ୍ଲୀ,୧୧।୭ : ମଙ୍ଗଳବାର ଦିନ ଭାରତ ଇସଲାମିକ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସୁଥିବା ମୁସଲିମ ୱାଲର୍‌ଡ ଲିଗର ସେକ୍ରେଟେରୀ ଜେନେରାଲ ଶେଖ...

କୁକି ଜନଜାତିଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ମୁତୟନ ଦାବି: ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ମଣିପୁର ଆଦିବାସୀ ଫୋରମର ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। କୁକି ଜନଜାତିର ସୁରକ୍ଷା ପାଇଁ ଭାରତୀୟ ସେନା ମୁତୟନ କରିବାକୁ ଫୋରମ ନିର୍ଦ୍ଦେଶ ମାଗିଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ସେନା ଏବଂ ସାମରିକ ବାହିନୀକୁ କୋର୍ଟ...

ମମତା ଜଣେ ନିର୍ଦ୍ଦୟ ମୁଖ୍ୟମନ୍ତ୍ରୀ: ଭାଜପା…

ନୂଆଦିଲ୍ଲୀ,୧୧।୭ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବିଭିନ୍ନ ଜିଲାରେ ହିଂସା ମଧ୍ୟରେ ଶେଷ ହୋଇଛି। ହିଂସାକୁ ନେଇ ଭାଜପା ଟିଏମସି ସରକାରକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାଜପା ନିର୍ଦ୍ଦୟ ବୋଲି କହିଛି। ମଙ୍ଗଳବାର ଭାଜପା କହିଛି...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଟିଏମସିମ ୮୨୩୨- ଭାଜପା ୧୭୧୪ ଆସନରେ ବିଜୟୀ…

କୋଲକାତା,୧୧।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣନା ଅନୁସାରେ ଟିଏମସି ୮୨୩୨ ଆସନରେ ବିଜୟୀ ହୋଇଥିବା ଭାଜପା ୧୭୧୪ ଆସନରେ ବିଜୟୀ ହୋଇଛି। ଅନ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri