ଜାତୀୟ

ଇଣ୍ଟରନେଟ ଚାଲୁ କରିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ମଣିପୁର ସରକାର

ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସେବା ପୁଣି ଯୋଗାଇଦେବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ରାଜ୍ୟ ସରକାର କହିଛନ୍ତି ସ୍ଥିତିରେ ବାରମ୍ବାର ପରିବର୍ତ୍ତନ ହେଉଛି। ଏବେ ଏହି ନିର୍ଦ୍ଦେଶ ପରେ ଭିନ୍ନ...

ରାଜ୍ୟ ସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ଟିଏମସି

କୋଲକାତା,୧୦।୭: ପଶ୍ଚିମବଙ୍ଗର ତ୍ରୁଣ ମୂଳ କଂଗ୍ରେସ ରାଜ୍ୟ ସଭା ନିର୍ବାଚନ ଲାଗି ସୋମବାର ତା’ର ପ୍ରାର୍ଥି ଘୋଷଣା କରିଛି। ଦଳ ପକ୍ଷରୁ ଟୁଇଟ କରି ଲେଖାଯାଇଛି କି ଆଗାମୀ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ଖୁସି...

ସାବଧାନ ! ଫାଇଲ ମ୍ୟାନେଜର ଚାଇନାକୁ ପଠାଉଛି ୟୁଜରଙ୍କ ଗୋପନୀୟ ତଥ୍ୟ…

ନୂଆଦିଲ୍ଲୀ,୧୦।୭ : ଲୋକଙ୍କୁ ସମସ୍ୟାରେ ପକାଇବା ପାଇଁ ସାଇବର ଅପରାଧୀମାନେ ହ୍ୟାକିଂର ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଏହି ଠକମାନେ ସୁରକ୍ଷା ଯାଞ୍ଚରୁ ଦୂରେଇ ରହିବା ଏବଂ ଆଣ୍ଡ୍ରଏଡ ଫୋନରେ ସେମାନଙ୍କର ଆପ ସନ୍ନିବେଶ କରିବାକୁ ସମସ୍ତ ପ୍ରୟାସ କରୁଛନ୍ତି।...

ଆରଜେଡି-ଜେଡିୟୁ ମଧ୍ୟରେ ସବୁକିଛି ଚାଲିଛି ଠିକ୍‌: ଗୋଟିଏ ଗାଡ଼ିରେ ବିଧାନସଭା ଆସିଲେ ନୀତୀଶ-ତେଜସ୍ବୀ

ପାଟନା,୧୦।୭: ବିହାର ବିଧାନସଭା ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ବିଧାନସଭାରେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏକାଠି ଗୋଟିଏ ଗାଡିରେ ଆସି ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ସେହି ଗାଡିରେ...

ଅର୍ଥ ମନ୍ତ୍ରଣାଳୟକୁ ନେଇ ଟ୍ରିପଲ ଇଞ୍ଜିନ ସରକାରରେ ଟଣାଓଟରା…

ମୁମ୍ବାଇ,୧୦।୭ : ମହାରାଷ୍ଟ୍ରରେ ଚାଲିଥିବା ବିବାଦ ପରେ ପାଓ୍ବାର ଗେମ ରାଜନୀତି ଆରମ୍ଭ ହୋଇଛି। ଏନସିପିର ଅଜିତ ପାୱାର ସରକାରରେ ଯୋଗ ଦେବାପରେ ବର୍ତ୍ତମାନ ବିଭାଗକୁ ବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଷୟରେ ବିଭିନ୍ନ...

ଦିଗବିଜୟଙ୍କ ବିରୋଧରେ ତୃତୀୟ ଏଫଆଇଆର

ଇନ୍ଦୋର,୧୦।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ଇନ୍ଦୋରରେ ମାମଲା ଦାୟର ହେବା ପରେ ଉଜ୍ଜୟିନିର ଅଜାକ ଥାନରେ ବି ଏଫଆଇଆର ଦିଆଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବାକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲୱଲକରଙ୍କ ବିରୋଧରେ...

ହୃଦୟ ଜିତିଲେ କୋହଲି

ଡୋମିନିକା,୧୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯିବ। ଭାରତୀୟ ଖେଳାଳିମାନେ ଏହି ମ୍ୟାଚ ପୂର୍ବରୁ ସୋମବାର ଅଭ୍ୟାସ କରିଥିଲେ। ବିରାଟ କୋହଲି ମଧ୍ୟ ନେଟ୍ସରେ ବହୁତ ପ୍ରାକ୍ଟିସ କରିଲେ। ଏହି ସମୟରେ ସେ...

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ୧୪ ଜୁଲାଇରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଜାମିନ ଆବେଦନର ପରବର୍ତ୍ତି ଶୁଣାଣି ସୁପ୍ରିମକୋର୍ଟରେ ୧୪ ଜୁଲାଇରେ ହେବ।ବରିଷ୍ଠ ଆଇନଜୀବି ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୂଡଙ୍କ ନିକଟରେ ରଖିଥିଲେ ଯାହା ଉପରେ...

ଚୋରି ସମ୍ପତ୍ତିରେ ନିଜ ଘର ଭରୁଛି ଭାଜପା: ସାମନା…

ମୁମ୍ବାଇ,୧୦।୭ : ମହାରାଷ୍ଟ୍ରରେ ଶକ୍ତି ଖେଳ କ୍ରମାଗତ ଭାବେ ବଦଳୁଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ମିଳିତ ମଞ୍ଚରେ ଏନସିପି ଅଜିତ ପାୱାରଙ୍କ ହଠାତ ପ୍ରବେଶ ରାଜନୈତିକ ପରିବେଶକୁ ଆହୁରି ଉଷ୍ଣ କରିଛି। ଏହି ସମୟରେ ଉଦ୍ଧବ...

କଂଗ୍ରେସ-ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କଲେ ଶିନ୍ଦେ

ମୁମ୍ବାଇ,୧୦।୭: ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତୃତୀୟ ଇଞ୍ଜିନକୁ ଭୁଲି ଯାଇଥିବା ନଜର ଆସିଛି। କାରଣ ସେ ତାଙ୍କ ସମ୍ବୋଧନ ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଏହା...

ପିଏମ କେୟାର୍ସ ପାଣ୍ଠିରୁ କରାଯାଉ ବନ୍ୟା ପୀଡ଼ିତଙ୍କ ସହାୟତା: କଂଗ୍ରେସ…

ନୂଆଦିଲ୍ଲୀ,୧୦।୭ : ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ହେତୁ ପରିସ୍ଥିତି ବିଗିଡି ଯାଇଛି। ଏହି ସମୟରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ପାଇଁ...

ଆଜି ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ଏସ ଜୟଶଙ୍କର

ଗାନ୍ଧିନଗର,୧୦।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁଜରାଟର ରାଜ୍ୟ ସଭା ଆସନ ଲାଗି ହେବାକୁ ଥିବା ନିର୍ବାଚନ ପାଇଁ ସୋମବାର ୧୦ ଜୁଲାଇରେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ସେ ସେଠାରେ ପହଞ୍ଚିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri