ଜାତୀୟ

ମିଶନ ୨୦୨୪: କଂଗ୍ରେସ-ଭାଜପା ଅନଲାଇନ ଲଢ଼େଇ…

ନୂଆଦିଲ୍ଲୀ,୨୭।୬ : ମିଶନ ୨୦୨୪ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ମଧ୍ୟରେ ଅନଲାଇନ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଭାଜପାକୁ ସମାଲୋଚନା କରି କଂଗ୍ରେସ ମଙ୍ଗଳବାର ଏକ ଆନିମେଟେଡ ଭିଡିଓ ଜାରି କରି ରାହୁଲ ଗାନ୍ଧୀ...

ଏଭଳି ନାଟକ କଲେ ତେଲେଙ୍ଗାନା ବି ହାତରୁ ଯିବ: କେସିଆରଙ୍କୁ ସଞ୍ଜୟ ରାଉତଙ୍କ ପରାମର୍ଶ…

ମୁମ୍ବାଇ,୨୭।୬ : ମହାରାଷ୍ଟ୍ରର ପନ୍ଦରପୁରର ଭିଥାଲ ରୁକ୍ମିଣୀ ମନ୍ଦିରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ମଙ୍ଗଳବାର ପୂଜାର୍ଚ୍ଚନା କରିଛନ୍ତି। ରାଓଙ୍କର ଏହି ତୀର୍ଥଯାତ୍ରା ଆଷାଢ଼ୀ ଏକାଦଶୀର ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଛି। ଭାରତ ରାଷ୍ଟ୍ର ସମିତି...

ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସ୍ବତନ୍ତ୍ର ଅପରେଶନ: ୧୫ ଦିନରେ ୧୧ ବିଦେଶୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୨୭।୬ : ଗୁପ୍ତଚର ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଇଥିବା ଇନପୁଟ ଆଧାରରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅପରେଶନରେ ଜମ୍ମୁ-କଶ୍ମୀରର କୁପୱାରା ସେକ୍ଟରରେ ନିଶା, ଅସ୍ତ୍ରଶସ୍ତ୍ର ଏବଂ ଗୁଳିର ବିପୁଳ ପରିମାଣର ଗୋଳା ବାରୁଦ ଜବତ ହୋଇପାରିଛି।...

କେଜରିଓ୍ବାଲଙ୍କ ସମସ୍ୟା ବଢ଼ିଲା: ସରକାରୀ ବାସଭବନର ନବୀକରଣ ଅଡିଟ କରିବେ ସିଏଜି…

ନୂଆଦିଲ୍ଲୀ,୨୭।୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କ ସରକାରୀ ବାସଭବନର ନବୀକରଣରେ ହୋଇଥିବା ‘ଅନିୟମିତତା ଏବଂ ନିୟମ ଉଲ୍ଲଂଘନ’ ଅଭିଯୋଗର ଅଡିଟ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) କରିବେ। ରାଜ ନିବାସର ଅଧିକାରୀମାନେ...

ହିମାଚଳ ପ୍ରଦେଶରେ ବର୍ଷା: ୯ ମୃତ, ଆଗାମୀ ୫ ଦିନ ବର୍ଷା ନେଇ ପୂର୍ବାନୁମାନ

ଶିମଲା,୨୭।୬: ଜୁନ ୨୪ରେ ମୌସୁମୀ ହିମାଚଳ ପ୍ରଦେଶରେ ପହଞ୍ଚିଛିା। ପ୍ରବଳ ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଚାରିଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୨୮ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି।...

ପୂର୍ବତନ ଭାଜପା ସରକାରଙ୍କ ଦୁର୍ନୀତିର ହେବ ଯାଞ୍ଚ୍‌: ସିଦ୍ଦରାମାୟା…

ବେଙ୍ଗାଲୁରୁ,୨୭।୬ : କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ମଙ୍ଗଳବାର କହିଛନ୍ତି ତାଙ୍କ ସରକାର ପୂର୍ବ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସମସ୍ତ ଦୁର୍ନୀତି ଏବଂ ଅନିୟମିତତାର ଯାଞ୍ଚ କରିବେ ଏବଂ ଦୋଷୀଙ୍କୁ ଦଣ୍ଡିତ କରିବେ। ଏହରା ସହିତ କଂଗ୍ରେସ ପକ୍ଷରୁ...

ଆସାମରେ ପରସିମନକୁ ବିରୋଧ: ୩୦୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ…

ଗୁଆହାଟୀ,୨୭।୬ : ଆସାମରେ ପରସିମନକୁ ବିରୋଧ କରି ରାଜନୈତିକ ଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ମଙ୍ଗଳବାର ବାରକ ଘାଟିର ତିନୋଟି ଜିଲାରେ ୩୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ବାରକ ଡେମୋକ୍ରାଟିକ ଫ୍ରଣ୍ଟ...

ଛତିଶଗଡରେ ଏନକାଉଣ୍ଟର: ଜଣେ ନକ୍ସଲ ନିହତ

ରାୟପୁର,୨୭।୬: ଛତିଶଗଡର ସୁକମା ଜିଲା ଜଙ୍ଗଲରେ ପୋଲିସ -ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏରାବୋର ପୋଲିସ ଷ୍ଟେଶନ ପରିସରରେ ଏଡି ଘଟଣା ଘଟିଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି।  

ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର-ବିସ୍ଫୋରକ ଜବତ କଲା ଆସାମ ରାଇଫଲ୍ସ…

ଇମ୍ଫାଲ,୨୭।୬ : ଆସାମ ରାଇଫଲ୍ସ ଏବଂ କୋହିମା ପୋଲିସ ଏକ ବଡ଼ ସଫଳତା ମିଳିଛି। ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଆସାମ ରାଇଫଲ୍ସ ନାଗାଲାଣ୍ଡ ପୋଲିସ ସହିତ ସମନ୍ବୟ ରକ୍ଷା କରି ଏହି ଅପରେଶନ କରିଥିଲା।...

ଦୈନିକ ସଂକ୍ରମଣ ୩୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ, ୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ, ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ହୋଇପାରେ ଲୋକସଭା ନିର୍ବାଚନ: ମମତା…

କୋଲକାତା,୨୭।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ। ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଲୋକସଭା ନିର୍ବାଚନ ହୋଇପାରେ।  ଜଲପାଇଗୁଡିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ ଏହି ଦାବି...

ନୀତୀଶଙ୍କ କ୍ୟାବିନେଟରେ ନିଷ୍ପତ୍ତି: ଏଣିକି ଶିକ୍ଷକ ହେବା ପାଇଁ ବିହାରି ହେବା ଜରୁରୀ ନୁହେଁ, ନିୟମରେ ବଡ଼ ପରିବର୍ତ୍ତନ

ପାଟନା,୨୭।୬: ବିହାରରେ ଶିକ୍ଷକ ନିଯୁକ୍ତି ନିୟମରେ ଏକ ବଡ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ସଂଶୋଧନ କରି କୁହାଯାଇଛି ଯେ ବର୍ତ୍ତମାନ ଶିକ୍ଷକ ହେବା ପାଇଁ ବିହାରର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ ନୁହେଁ। ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri