ଜାତୀୟ

ଉତ୍ତର ଭାରତରେ ବର୍ଷା ବିତ୍ପାତ: ୧୯ ମୃତ

ନୂଆଦିଲ୍ଲୀ, ୧୦ା୭: ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ପବନ ସାଙ୍ଗକୁ ଭୂସ୍ଖଳନ ଯୋଗୁ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଦିଲ୍ଲୀର ଯମୁନା ନଦୀ ସମେତ...

ସ୍କୁଲ ବନ୍ଦ ଘୋଷଣା କଲେ କେଜ୍‌ରିଓ୍ବାଲ

ଦିଲ୍ଲୀ,୯।୭: ଦୁଇଦିନ ହେଲା ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ରାସ୍ତା ଜଳମଗ୍ନ ହୋଇଯାଇଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ସୋମବାର ଦିଲ୍ଲୀର ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ପ୍ରବଳ ବର୍ଷା...

‘ରିଲ୍‌ ଅପେକ୍ଷା ରିଅଲ୍‌ ହୁଅନ୍ତୁ ରାହୁଲ ଗାନ୍ଧୀ’

ଗୁଆହାଟୀ,୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କ୍ଷେତରେ ଚାଷୀଙ୍କ ସହ ଫଟୋ ଉଟାଇବା ହାସ୍ୟାସ୍ପଦ ବୋଲି ସରମା କହିଛନ୍ତି। ରାହୁଲ ଶନିବାର ହରିୟାଣାର ସୋନିପତ ଜିଲାର ମଦିନା ଗ୍ରାମରେ...

ପଡିପାରେ ଶରଦ ପାଓ୍ବାରଙ୍କ ଆଉ ଏକ ଓ୍ବିକେଟ!

ମୁମ୍ବାଇ,୯।୭: ମହାରାଷ୍ଟ୍ର ରାଜନୀତିରେ କିଛି ଦିନ ହେବ ହଲଚଲ ଲାଗି ରହିଛି। ଚାଚା ଶରଦ ପାଓ୍ବାରଙ୍କ ସହ ଗେମ ଖେଳିବା ପରେ ଅଜିତ ପାଓ୍ବାର ଏନଡିଏ ସରକାରରେ ସାମିଲ ହୋଇଯାଇଛନ୍ତି। ଏହାପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଦୁଇ ଭାଗ ହୋଇଯାଇଛି।...

ଟମାଟର ଜଗୁଛନ୍ତି ସୁରକ୍ଷାକର୍ମୀ

ଲକ୍ଷ୍ନୌ,୯।୭: ଆଜିକାଲି ଟମାଟର ମୂଲ୍ୟ ଆକାଶଛୁଆଁ ରହିଛି। ବାରାଣସୀ ସମେତ ଦେଶର ଅନେକ ସହରରେ ଟମାଟର ମୂଲ୍ୟ ପେଟ୍ରୋଲ ତୁଳନାରେ ଅଧିକ ହୋଇଛି। ବାରାଣସୀରେ କିଲୋଗ୍ରାମ ପିଛା ୧୨୦ ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏହାକୁ ଦୃଷ୍ଟିରେ...

ସନ୍ତାନ ନ ହେବାରୁ ପଡ଼ୋଶୀ କରୁଥିଲେ ବିଦ୍ରୁପ: ବ୍ୟକ୍ତି ନେଲେ ଚରମ ପଦକ୍ଷେପ

ଲୁଧିଆନା,୯।୭: ପଞ୍ଜାବର ଲୁଧିଆନାର ସାଲେମ ଟାବରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସନ୍ତାନ ନ ହେବାରୁ ପଡୋଶୀ ବିଦ୍ରୁପ ସହି ନ ପାରି ଜଣେ ବ୍ୟକ୍ତି ଗୋଟିଏ ପରିବାରର ୩ ଜଣଙ୍କ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ...

ଜୁଲାଇ ୨୧ରେ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ/ନୂଆଦିଲ୍ଲୀ,୯।୭ : ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଜୁଲାଇ ୨୧ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।ଅଧିକାରୀଙ୍କ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ଏବେ...

ଆରମ୍ଭ ହେଲା ଶରଦ ପାଓ୍ବାରଙ୍କ ଖରାପ ଦିନ: ଅଠାଓ୍ବଲେ

ନୂଆଦିଲ୍ଲୀ,୯।୭: ମହାରାଷ୍ଟ୍ରରେ ଏନସିପିରେ ଫାଟ ପରେ ରାଜନୀତି ହୋଇଛି ସରଗରମ। ଏହି ରାଜାନୈତିକ ଘଟଣାକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି। ଏବେ ରାଷ୍ଟ୍ରୀୟ ରିପବ୍ଲିକାନ ପାର୍ଟିର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ...

ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ଗଲାଣି ୧୨ ଜୀବନ

ନୂଆଦିଲ୍ଲୀ,୯।୭: ଗତ ଦୁଇଦିନ ହେଲା ଉତ୍ତର ଭାରତର ବିଭିନ୍ନ ଭାଗରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରି କି ଆସନ୍ତା ଦୁଇଦିନ ଅଞ୍ଚଳରେ ବର୍ଷା ଲାଗି...

ଦିଲ୍ଲୀରେ ଲାଗୁ ହେବ ଗୁଜରାଟ ‘ଆଇନ’! ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରସ୍ତାବ ଦେଲେ ଏଲଜି

ନୂଆଦିଲ୍ଲୀ,୯।୭: ଦିଲ୍ଲୀରେ ଖୁବଶୀଘ୍ର ଗୁଜରାଟ ‘ଆଇନ’ ଲାଗୁ ହେବାକୁ ଯାଉଛି। ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ‘ଦ ଗୁଜରାଟ ପ୍ରିଭେନଶନ ଅଫ ଆଣ୍ଟି-ସୋସିଆଲ ଆକ୍ଟିଭିଟିଜ ଆକ୍ଟ(ପିଏଏସଏଏ)୧୯୮୫’କୁ ରାଷ୍ଟ୍ରୀୟ ରାଜଧାନୀରେ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ସ୍ବରାଷ୍ଟ୍ର...

ତିନି ଦିନ ପରେ ପୁଣିଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା, ଖରାପ ପାଗଯୋଗୁ ରହିଥିଲା ସ୍ଥଗିତ

ନୂଆଦିଲ୍ଲୀ,୯।୭: ଜମ୍ମୁ-କଶ୍ମୀରରେ ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ୩ ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା। ତୀର୍ଥଯାତ୍ରୀଙ୍କର ପଂଜତରଣି ଓ ଶେଷନାଗ ଆଧାର ଶିବିରରେ ରହିବାର ବ୍ୟବସ୍ଥା କରାଯାଇଥିଲା। ଏବେ ୩ ଦିନ ପରେ ଅର୍ଥାତ୍‌ ରବିବାର ପୁଣିଥରେ...

ୟୁସିସିକୁ ନେଇ ପ୍ରତିକ୍ରିୟା ଦେଲେ ଶଶି ଥରୁର, କହିଲେ ହିନ୍ଦୁ କୋଡ ବିଲ ଆଶିବାକୁ ବି ଲାଗିଥିଲା ୯ ବର୍ଷ

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ ସମାନ ନାଗରିକ ସଂହିତା ଉପରେ ସାରା ଦେଶରେ ଆଲୋଚନା ଜାରି ରହିଛି। ଅନୁମାନ କରାଯାଉଛି କି ଏହି ମାସରେ ଆରମ୍ଭ ହେବାକୁ ଯାଉଥିବା ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହାକୁ ଉପସ୍ଥାପନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri