ଜାତୀୟ

ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ଶେଷ କରିବା ନେଇ ଚିନ୍ତା କରିବା ଏକ ବଡ଼ ଭୁଲ: ଆର୍କବିଶପ କ୍ଲେମିସ…

ଥିରୁଭାନନ୍ତପୁରମ,୯।୭ : ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ କେରଳ କ୍ୟାଥୋଲିକ ବିଶପ ପରିଷଦର ସଭାପତି କାର୍ଡିନାଲ ମାର୍‌ ବାସିଲିଓସ କ୍ଲେମିସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଥି ସହିତ ସେ କହିଛନ୍ତି ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ହଟାଇ ପାରିବେ ବୋଲି...

ଆହୁରି ୨-୩ଟି ବୈଠକ ପରେ ନିଆଯିବ ନିଷ୍ପତ୍ତି: ଚିରାଗ ପାସଓ୍ବାନ

ପାଟନା,୯।୭: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସଓ୍ବାନ ଏନଡିଏରେ ଯୋଗଦେବାକୁ ନେଇ ଯେଉଁ ଆଲୋଚନା ହେଉଛି ତାକୁ ନେଇ ନିଜର ମତ ରଖିଛନ୍ତି ଚିରାଗ। ରବିବାର ସେ କହିଛନ୍ତି...

ଜିଏସଟି ମାମଲାରେ ଇଡି ଦେବ ସିଧାସଳଖ ଦଖଲ, ବ୍ୟବସାୟୀ ସଂଗଠନର ଚିନ୍ତା ବଢ଼ିଲା…

ନୂଆଦିଲ୍ଲୀ,୯।୭ : କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁଲାଇ ୭ ରେ ଏକ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ ପିଏମଏଲଏକୁ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ମାମଲାରେ କାର୍ଯ୍ୟ କରିବାକୁ କ୍ଷମତା ଦିଆଯାଇଛି। ତାହା ହେଉଛି, ଯଦି ଜିଏସଟିରେ କ...

ଲାହୁଲ-ସ୍ପିଟିି ଗାଁରେ ଅଚାନକ ତୁଷାରପାତ

ଲାହୁଲ-ସ୍ପିଟି,୯।୭: ହିମାଚଳ ପ୍ରଦେଶ ଲାହୁଲ-ସ୍ପିଟି ଜିଲାର ଲୋସାର ଗାଁରେ ରବିବାର ଅଚାନକ ତୁଷାରପାତ ହୋଇଛି। ଏପଟେ କିନ୍ତୁ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହେଉଥିବା ବେଳେ ଏଭଳି ତୁଷାରପାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରବିବାର ସକାଳେ ହଠାତ ଏହି...

ନର ହତ୍ୟାକାରୀଙ୍କ ସହିତ ହାତ ମିଳାଉଛନ୍ତି ରାହୁଲ: ସ୍ମୃତି ଇରାନୀ…

ଭୋପାଳ,୯।୭ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି। ଏହି ସମୟ ରାହୁଲ ଗାନ୍ଧୀ ଟିଏମସି ସହିତ ହାତ ମିଳାଇଥିବାରୁ ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ପଞ୍ଚାୟତ...

ଯୁବକଙ୍କୁ ମାଡ଼ ମାରି ପାଦ ଚଟାଇଲେ

ଗ୍ବାଲିୟର,୯ା୭: ମଧ୍ୟପ୍ରଦେଶର ସିଧିରେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ରାଜ୍ୟରେ ଅସନ୍ତୋଷ ଲାଗି ରହିଛି। ଏଭଳିସ୍ଥିତିରେ ମଧ୍ୟପ୍ରଦେଶର ଗ୍ବାଲିୟର ଜିଲାରେ ଏକ ଚଳନ୍ତା କାର୍‌ରେ ଜଣେ ଯୁବକଙ୍କୁ ମାଡ଼ ମରି ପାଦ ଚଟାଇବାର ଭିଡିଓ ସାମନାକୁ...

ଏନଡିଏରେ ସାମିଲ ହେବେ ଜୟନ୍ତ ଚୌଧୁରୀ: ଆରଏଲଡିକୁ ଭାଜପାର ରାଜନୈତିକ ଆମନ୍ତ୍ରଣ, ଚାରଣି ନୁହେଁ ଯେ ଓଲଟି ଯିବୁ ବୋଲି କହିଲେ ଚାରୁ……

ଲକ୍ଷ୍ନୌ,୯।୭ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନର ସମୟ ପାଖେଇ ଆସୁଥିବାରୁ ଭାଜପା ଏହାର ସମୀକରଣକୁ ସୁଧାରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ପଶ୍ଚିମ ଉତ୍ତରପ୍ରଦେଶର ରାଜନୀତିରେ ଜୟନ୍ତ ଚୌଧୁରୀଙ୍କୁ କ୍ରମାଗତ ସଙ୍କେତ ମାଧ୍ୟମରେ ନୂତନ ବାର୍ତ୍ତା...

ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୯।୭: ଗୁଜରାଟ ରାଜ୍ୟ ସଭା ନିର୍ବାଚନ ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ସେ ଜୁଲାଇ ୧୦ରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଚଳିତ ମାସରେ ମୋଟ...

ମୋଦିଙ୍କ ଫ୍ରାନ୍ସ ଗସ୍ତରେ ପୁଣି ରାଫାଲ ଚୁକ୍ତି ହେବା ଆଶା…

ନୂଆଦିଲ୍ଲୀ,୯।୭ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପୁଣି ଥରେ ହେବାକୁ ଯାଉଛି। ଏହା ରାଫେଲର ନୌସେନା ସଂସ୍କରଣ ହେବ। ଯାହାର ଅର୍ଥ ଏହା ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କିଛି ଲୋକଙ୍କ ଉପରେ ବିଶ୍ୱାସ କରି ଭୁଲ କଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୭ : ଏନସିପି ସଭାପତି ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନସିପି ନେତାଙ୍କ ‘ଦୁର୍ନୀତି’ ବିଷୟରେ ଦେଇଥିବା ମନ୍ତବ୍ୟକୁ ମନେ ପକାଇ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ନାଶିକ ଜିଲାର ୟୋଲା ଠାରେ ଏକ ରାଲିକୁ...

୨୦୨୪ରେ କାମ କରିବ କି ଏହି ପ୍ଲାନ, ପ୍ୟାନ ଇଣ୍ଡିଆ ମିଶନରେ ଏକାଠି ହେବେ ଦଳ, ଏନଡିଏ ବୈଠକରେ ଦେଖାଯିବ ଟ୍ରେଲର

ନୂଆଦିଲ୍ଲୀ,୯।୭: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ପୂର୍ବରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଭାଜପାର ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟର ପ୍ରଥମ ଝଲକ ଜୁଲାଇ ୧୮ରେ ହେବାକୁ ଯାଉଥିବା ଏନଡିଏ ବୈଠକରେ ଦେଖିବାକୁ ମିଳିବ। ଏହି ବୈଠକରେ...

ଭାଜପାକୁ ଟାର୍ଗେଟ କଲେ ନୁସରତ

କୋଲକାତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ହୋଇଥିବା ହିଂସାକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ କଥା କଟା କଟି ଆରମ୍ଭ ହୋଇଯାଇଛି। ଟିଏମସି ଅଭିଯୋଗ କରିଛି ଯେ ଭାଜପା ବୁଥ କ୍ୟାପଚରିଂର ଭୁଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri