ଜାତୀୟ

ହାଓଡା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଭୟଙ୍କର ନିଆଁ

ହାଇଦ୍ରାବାଦ,୭।୭: ଫାଲକନୁମା ଏକ୍ସପ୍ରେସରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଟ୍ରେନର ୩ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଖବର ପାଇ ୮ଟି ଦମକଳ ବାହିନୀ...

ଚାନ୍ଦିକୁ ପଛରେ ପକାଇଲା କଶ୍ମୀର କେଶରର ଦାମ

ନୂଆଦିଲ୍ଲୀ,୭।୭: କଶ୍ମୀର କେଶରର ଦାମ ବୃଦ୍ଧି ହେବା ଫଳରେ ଏଠାକାର କୃଷକଙ୍କ ମୁହଁରେ ହସ ଖେଳି ଯାଇଛି। ଏବେ କଶ୍ମୀର କେଶରର ଦାମ ୨-୩ ଲକ୍ଷ ନୁହେଁ ଏହା ଉପରକୁ ଚାଲି ଯାଇଛି। ଏବେ ଏହାର ଦାମ ୩.୨୫ ଲକ୍ଷ...

ରଦ୍ଦ ହେବନି ସିନ୍ଧିଆଙ୍କ ରାଜ୍ୟ ସଭା ସଦ୍ୟସତା ପଦ! ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୭: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏକ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ସିଦ୍ଧିଆଙ୍କ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନପତ୍ରରେ ତଥ୍ୟ...

ନାମ୍ବୁଥିରିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଟୁଇଟ କରି ଲେଖିଛନ୍ତି, ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରି ତାଙ୍କ ଆଇକନିକ ଆର୍ଟଓ୍ବାର୍କ ପାଇଁ ସବୁବେଳେ ମନେ ରହିବେ।...

୨୫୦ ଟଙ୍କାରେ ପହଞ୍ଚିଲା ଟମାଟର

ନୂଆଦିଲ୍ଲୀ,୭।୭: ସମଗ୍ର ଦେଶରେ ଟମାଟର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଟମାଟର ବର୍ତ୍ତମାନ ଉତ୍ତରଖଣ୍ଡର ଗଙ୍ଗୋତ୍ରି ଧାମରେ କିଲୋ ପିଛା ୨୫୦ ଟଙ୍କା ଏବଂ ଉତ୍ତରକାଷୀ ଜିଲାରେ କିଲୋ ପିଛା ୧୮୦ ରୁ ୨୦୦ ଟଙ୍କା ବିକ୍ରି ହେଉଛି।...

ରାହୁଲଙ୍କ ଆବେଦନ ଖାରଜ ପରେ କଂଗ୍ରେସକୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୭।୭: ମାନହାନି ମାମଲାକୁ ନେଇ ଗୁଜରାଟ ହାଇକୋର୍ଟ ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ରାହୁଲଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। ଯାହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। ଦିଲ୍ଲୀ ଭାଜପାରାଜ୍ୟ...

ସୁପ୍ରିମକୋର୍ଟ ଯାଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୭: ମୋଦି ଉପନାମ ସହ ଜଡିତ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ବତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଜଣାପଡିଛି। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର...

ଅବିବାହିତଙ୍କୁ ମିଳିବ ପେନସନ୍‌

ନୂଆଦିଲ୍ଲୀ,୭।୭: ହରିୟାଣା ସରକାର ୪୫ ରୁ ୬୦ ବର୍ଷ ବୟସର ସ୍ବଳ୍ପ ଆୟ ବର୍ଗର ଅବିବାହିତ ବ୍ୟକ୍ତିଙ୍କ ପାଇ ମାସିକ ପେନସନ୍‌ ଦେବାକୁ ଘୋଷଣା କରିଛନ୍ତି। ଏହାସହ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏକ ଯୋଜନା ଆରମ୍ଭ...

ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ମିଳିଲା ୭୫୦୦କୋଟିର ଉପହାର

ରାୟପୁର,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତିଶଗଡର ରାୟପୁର ଗସ୍ତରେ ଅଛନ୍ତି। ସକାଳ ୧୦ଟା ୪୫ରେ ସେ ରାୟପୁରରେ ପହଞ୍ଚିଛନ୍ତି। ଏହାପରେ ସେ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ସାଇନ୍ସ କଲେଜ ଗ୍ରାଉଣ୍ଡ ପହଞ୍ଚିଛନ୍ତି। ଏହି ସମୟରେ ସଡ଼କ ସହ...

୨୦୨୪ ନିର୍ବାଚନ ଲଢିପାରିବେ ନାହିଁ ରାହୁଲ

ନୂଆଦିଲ୍ଲୀ,୭।୭: ମୋଦି ସରନେମ ସହ ଜଡିତ ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଲାଗିଛି। ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ ଟ୍ରାଏଲ...

ଆଜି ରାଜ୍ୟ ବଜେଟ ଉପସ୍ଥାପନ କରିବେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା

ବେଙ୍ଗାଲୁରୁ,୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାାମାୟା ଶୁକ୍ରବାର ରାଜ୍ୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଠିକ ଦିନ ୧୨ଟାରେ ଏହା ଉପସ୍ଥାପନ କରାଯିବ। ମେ ୧୦ ବିଧାନସଭା ନିର୍ବାଚନରେ କଂଗ୍ରେସ କର୍ନାଟକରେ ସରକାର ଗଠନ କରିବା ପରେ ଏହାହେବ କଂଗ୍ରେସର ପ୍ରଥମ...

ରାହୁଲ ଗାନ୍ଧୀଙ୍କୁ ଝଟକା, ଆବେଦନ ଖାରଜ କଲେ ହାଇକୋର୍ଟ

ଅହମ୍ମଦାବାଦ,୭।୭: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝଟକା। ଗୁଜରାଟ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ପୁର୍ନବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। ମାର୍ଚ୍ଚ ୨୦୧୯ରେ ରାହୁଲ ଗାନ୍ଧୀ ‘ମୋଦି’ ଉପନାମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ସଂପର୍କରେ ସୁରଟ କୋର୍ଟ ତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri