ଜାତୀୟ

ମଣିପୁରରେ ମହିଳାଙ୍କୁ ଗୁଳିକରି ହତ୍ୟା

ଗୁଆହାଟୀ,୬ା୭ ମଣିପୁରରେ ହିଂସା ଯୋଗୁ ଦୁଇ ମାସ ହେଲା ସ୍କୁଲ ବନ୍ଦ ରହିଥିଲା। ହେଲେ ସ୍କୁଲ୍‌ ଖୋଲିବାର ଦିନକ ପରେ ଗୁରୁବାର ଇମ୍ଫାଲ ଇଷ୍ଟ ଜିଲାର ଏକ ସ୍କୁଲ୍‌ ବାହାରେ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶିଶୁ ନିଷ୍ଠା...

ଟମାଟୋ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୬।୭: ଗତ କିଛି ଦିନ ହେବ ଟମାଟୋର ଦର ଆକାଶଛୁଆଁ ହୋଇଛି। ତେଣୁ ଟମାଟୋର ମୁଦ୍ରାସ୍ଫୀତି ଅର୍ଥ ମନ୍ତ୍ରଣାଳୟର ଚିନ୍ତା ବଢାଇ ଦେଇଛ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବିଭାଗ ଦ୍ୱାରା ପ୍ରକାଶିତ ବାର୍ଷିକ...

ତାଞ୍ଜାନିଆରେ ହେବ ଆଇଆଇଟି କ୍ୟାମ୍ପସ୍‌

ନୂଆଦିଲ୍ଲୀ,୬ା୭: ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ରେ ଶିକ୍ଷାର ଅନ୍ତର୍ଜାତୀୟକରଣକୁ ଗୁରୁତ୍ୱ ଦିଆଯିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱିବିଦ୍ୟାଳୟର ବିଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବା ଲାଗି ସୁପାରିସ କରାଯାଇଥିଲା। ଏନେଇ ଆଇଆଇଟି ଭାରତ ବାହାରେ ଏହାର ପ୍ରଥମ କ୍ୟାମ୍ପସ୍‌...

ରାହୁଲଙ୍କୁ ମିଳିବ କି ଆଶ୍ୱସ୍ତି, ଶୁକ୍ରବାର ଆସିବ ରାୟ

ନୂଆଦିଲ୍ଲୀ,୬।୭: ମାନହାନି ମକଦ୍ଦମା ମାମଲାରେ ଗୁଜରାଟ ହାଇକୋର୍ଟ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରାୟ ପ୍ରକାଶ କରିବେ। ତାଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରି ମାର୍ଚ୍ଚ ୨୩ରେ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ। ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ...

‘ମୁଁ ହିଁ ଏନସିପି ଅଧ୍ୟକ୍ଷ’

ମୁମ୍ବାଇ,୬।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ରାଜନୀତିରେ ଉତ୍ତେଜନା ଦେଖାଯାଇଛି। ଏହି ସମୟରେ ଗୁରୁବାର ଦିଲ୍ଲୀରେ ଶରଦ ପାୱାରଙ୍କ ଦଳ ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର କହିଛନ୍ତି...

ଜୁଲାଇ ୧୪ରେ ଲଞ୍ଚ ହେବ ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ,୬।୭: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚନ୍ଦ୍ରାୟନ ୩ର ଲଞ୍ଚିଂ ଡେଟ ଘୋଷଣା କରିଛି। ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି। ଟୁଇଟରେ କୁହାଯାଇଛି କି ଚନ୍ଦ୍ରାୟନ ୩ ଜୁଲାଇ ୧୪ରେ ଦିନ ୨ଟା ୩୫ରେ ଲଞ୍ଚ କରାଯିବ।...

ଚିରାଗ ପାଶଓ୍ବାନ, ଚନ୍ଦ୍ରବାବୁ ନାଇଡୁ , ସୁଖବୀର ବାଦଲଙ୍କ ଦଳ ଏନଡିଏରେ ହେବେ ସାମିଲ? ୧୮ରେ ବୈଠକ କରିବ ଭାଜପା

ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳ ମଧ୍ୟ ଭାଜପା ବିରୋଧରେ ଏକାଠି...

ଶରଦ ପାଓ୍ବାରଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୬।୭: ଏନସିପିରେ ଲାଗି ରହିଥିବା ରାଜନୈତିକ ଲଢେଇ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ଶରଦ ପାଓ୍ବାରଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏନସିପିରେ ବଡ ଧରଣର ଝଗଡା ପରେ ଦୁଇ ନେତାଙ୍କର ଏହା ପ୍ରଥମ ସାକ୍ଷାତକାର। ଏହା...

ଭାରତ ଶାନ୍ତି ପାଇଁ ସମର୍ପିତ: ଏସ ଜୟଶଙ୍କର

ନୂଆଦିଲ୍ଲୀ,୬।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନିଆ ଜାଞ୍ଜିବର ଗସ୍ତରେ ଯାଇଛନ୍ତି। ଜାଞ୍ଜିବରରେ ଏସ ଜୟଙ୍କର ଆଇଏନଏସ ତ୍ରିଶୁଳ ଉପରେ ଆୟୋଜିତ ଡେକ ରିସେପଶନରେ ସାମିଲ ହୋଇଥିଲେ। ଏହି ସମୟରେ ଜାଞ୍ଜିବରର ରାଷ୍ଟ୍ରପତି ଡା. ହୁସେନ ଅଲି ବିନି...

ମହମ୍ମଦ ଶାମିଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ୪ ବର୍ଷ ପୁରୁଣା ମାମଲାର ହେବ ଶୁଣାଣି

କୋଲକାତା,୬।୭: ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କ ଆବେଦନ ଉପରେ ଏକ ମାସ ମଧ୍ୟରେ ଶୁଣାଣି ଏବଂ ସମାଧାନ କରିବାକୁ ପଶ୍ଚିମବଙ୍ଗ ସେସନ୍ସ ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି...

ମାନହାନି ମାମଲା: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ

ନୂଆଦିଲ୍ଲୀ,୬।୭: ମାନହାନି ମାମଲାରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ ପଠାଇଛନ୍ତି। ଅଗଷ୍ଟ ୭ରେ କୋର୍ଟରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାନହାନି ମାମଲା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର...

କଂଗ୍ରେସରେ କୌଣସି ଗୋଷ୍ଠୀ ନାହିଁ, ଆମେ ସମସ୍ତେ ଏକ: ସଚିନ ପାଇଲଟ

ନୂଆଦିଲ୍ଲୀ,୬।୨: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ କଂଗ୍ରେସ ନେତୃତ୍ୱ ଗୁରୁବାର ଏକ ବୈଠକ ବସିଛି। ଏହି ବୈଠକରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କେସି ଭେନୁଗୋପାଲ ଏବଂ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ସଚିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri