ଜାତୀୟ

କୋର୍ଟ ପରିସରରେ ଗୁଳିକାଣ୍ଡ…

ନୂଆଦିଲ୍ଲୀ,୫।୭ : ଦେଶର ରାଜଧାନୀ ଦିଲ୍ଲୀର ତିସ ହାଜାରି କୋର୍ଟ କମ୍ପ୍ଲେକ୍ସରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ କେହି ଆହତ ହୋଇନାହାଁନ୍ତି। ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ସୂଚନା ଅନୁଯାୟୀ, ବୁଧବାର...

ଶରଦଙ୍କୁ ଝଟ୍‌କା, ଅଜିତଙ୍କ ବୈଠକରେ ୫୩ରୁ ୩୫ ବିଧାୟକ…

ମୁମ୍ବାଇ,୫।୭ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଶରଦ ପାଓ୍ବାର ଏବଂ ଅଜିତ ପାଓ୍ବାରଙ୍କ ସମର୍ଥକ ଉଭୟ ଦଳ ବୁଧବାର ଶକ୍ତି ପ୍ରଦର୍ଶନ କରିଛନ୍ତି। ବୈଠକରେ ଯୋଗଦେବା ପାଇଁ ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ...

ଗଣମାଧ୍ୟମକୁ ଭୟଭୀତ କରାଉଛନ୍ତି କେରଳ ସରକାର: ଭାଜପା…

ନୂଆଦିଲ୍ଲୀ,୫।୭ : କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସିପିଏମ ସରକାର ଗୋଟିଏ ପରେ ଗୋଟିଏ ଅନେକ ସ୍କାମ ଦ୍ୱାରା ଘେରି ରହିଛନ୍ତି। ରାଜ୍ୟ ସରକାର...

ଶରଦଙ୍କ ପରେ ନିଜ ପରିବାରର ଆଉ ଜଣଙ୍କ ସହ କଡା ମୁକାବିଲା କରିବେ ଅଜିତ ପାଓ୍ବାର! ଆପତ୍ତିଜନକ ଟ୍ବିଟ୍‌ କରି ବର୍ଷିଲେ ରାହୁଲ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତି ଦିିନକୁ ଦିନ ନୂଆ ମୋଡ ନେଉଛି। ଅଜିତ ପାଓ୍ବାର ଶରଦ ପାଓ୍ବାରଙ୍କ ଦଳ ଛାଡିବା ପରେ ତାଙ୍କୁ ନେଇ ଶରଦଙ୍କ ପକ୍ଷରୁ ବିଭିନ୍ନ ବୟାନ ବାଜି ଜାରି ରହିଛି। ଏହିକ୍ରମରେ ସୁପ୍ରିୟା ସୁଲେ ମଧ୍ୟ ଅଜିତଙ୍କୁ...

ୟୁସିସିକୁ ବିରୋଧ କଲା ଅକାଳୀ ଦଳ, ଭାଜପାକୁ ଆଇନା ଦେଖାଇବାକୁ କହିଲା…

ନୂଆଦିଲ୍ଲୀ,୫।୭ : କେନ୍ଦ୍ରରେ ଭାଜପାର ସହଯୋଗୀ ଥିବା ଅକାଳୀ ଦଳର ଦିଲ୍ଲୀ ୟୁନିଟ କେବଳ ୟୁସିସିକୁ ବିରୋଧ କରି ଭବିଷ୍ୟତର ସହଯୋଗ ପୂର୍ବରୁ ଭାଜପାକୁ ଦର୍ପଣ ଦେଖାଇବାକୁ କହିଛି। ଶିଖମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅକାଲୀ ଦଳ...

ମାନ୍‌ଙ୍କ ନୂଆ ଘୋଷଣା: ସିଙ୍ଗୱାଲା ଟୋଲ ପ୍ଲାଜା ବନ୍ଦ…

ଚଣ୍ଡିଗଡ଼,୫।୭ : ପଞ୍ଜାବ ସରକାର ବୁଧବାର ମୋଗା-କୋଟକାପୁରା ରାସ୍ତାରେ ଥିବା ସିଙ୍ଗୱାଲା ଟୋଲ ପ୍ଲାଜାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏହା ହେଉଛି ଦଶମ ଟୋଲ ପ୍ଲାଜା, ଯାହା ପଞ୍ଜାବ ସରକାର ବନ୍ଦ କରିବାକୁ ଯାଉଛନ୍ତି। ଏହି ଟୋଲ ପ୍ଲାଜା...

ଅଜିତ ଗୋଷ୍ଠୀଙ୍କ ପକ୍ଷରୁ ବିଧାୟକଙ୍କୁ କରାଯାଉଛି ଫୋନ୍‌! ଶରଦ ପାଓ୍ବାରଙ୍କୁ ସମ୍ମାନ କରନ୍ତୁ କିନ୍ତୁ…

ମୁମ୍ବାଇ,୫।୭:ଏନସିପି ଦଳର ମାଲିକାନା କାହା ହାତକୁ ଯିବ ଏବଂ କାହା ପାଖରେ ଅଧିକ ବିଧାୟକ ରହିବ ଏନେଇ ମହାରାଷ୍ଟ୍ର ରାଜନୀତିରେ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହାରି ଭିତରେ ଅଜିତଙ୍କ ପାଓ୍ବାର ବୈଠକ ଡାକିଥିବାବେଳେ ବୁଧବାର ଦିନ ୧ଟାରେ ବୈଠକ...

ଇସ୍ରୋକୁ ପ୍ରଶଂସା କଲା ନ୍ୟୁୟର୍କ ଟାଇମ୍ସ…

ହାଇଦ୍ରାବାଦ,୫।୭ : ଆମେରିକାର ସବୁଠାରୁ ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ୍‌ଭାରତର ମହାକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛି। ଖବରକାଗଜ କହିଛି ବର୍ତ୍ତମାନ ଭାରତରେ ପ୍ରାୟ ୧୪୦ ଷ୍ଟାର୍ଟଅପ ରହିଛି। ଯାହାଦ୍ୱାରା ଭାରତ ଖୁବ ଶୀଘ୍ର ଚାଇନେ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ।...

ବିଧାୟକଙ୍କୁ କିଣି ସରକାର ଗଠନ କରୁଛନ୍ତି ମୋଦି: ଲାଲୁ ଯାଦବ

ପାଟନା,୫।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି। ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟ କାର୍ଯ୍ୟାଳୟରେ ସମାବେଶକୁ ସମ୍ବୋଧିତ କରି ଲାଲୁ କହିଛନ୍ତି, ଆଜି ଆରଜେଡି ୨୭ ବର୍ଷ ପୂରଣ...

ପେଟ୍ରୋଲ ଲିଟର ପିଛା ହେବ ୧୫ ଟଙ୍କା: ନୀତିନ ଗଡକରୀ…

ଜୟପୁର,୫।୭ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ରାଜସ୍ଥାନର ପ୍ରତାପଗଡରେ କହିଛନ୍ତି ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୧୫ ଟଙ୍କା ହୋଇପାରେ। ମୁଁ ଅଗଷ୍ଟରେ ଟୟୋଟା କମ୍ପାନୀ ଯାନ ଲଞ୍ଚ କରିବାକୁ ଯାଉଛି। ଏବେ ସମସ୍ତ ଯାନ ଚାଷୀଙ୍କ ଦ୍ୱାରା...

କ୍ୟାବିନେଟ ବୈଠକରେ ସାମିଲ ହେଲେନି କିଷନ ରେଡ୍ଡୀ, କିଛି ସମୟ ପରେ ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଡକାଯାଇଥିଲା। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଜି କିଷନ ରେଡ୍ଡୀ ସାମିଲ ହୋଇନାହାନ୍ତି। ଏହି ସମୟରେ ଖବର ସାମ୍ନାକୁ ଆସିଛି ଯେ, କିଷନ ରେଡ୍ଡୀ କିଛି ସମୟ ପରେ...

ଅଜିତ ପାଓ୍ବାରଙ୍କ ଏଣ୍ଟ୍ରି ପରେ ସିନ୍ଦେ ଶିବିରରେ ହଟଚମଟ, ଏନସିପିକୁ ସରକାରରେ ସାମିଲ କରିବା ନେଇ ନା ଖୁସ କିଛି ବିଧାୟକ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୂହୁର୍ତ୍ତରେ ଘଡିକରେ ଘୋଡା ଛୁଟୁଛି। ପୁତୁରା ଅଜିତ ପାୱାର ଶରଦ ପାୱାରଙ୍କ ଦଳ ଛାଡି ଭାଜପା-ସିନ୍ଦେ(ଶିବସେନା)ମେଣ୍ଟରେ ଯୋଗ ଦେଇଛନ୍ତି। ଏବଂ ଏକାଥରକେ ଉପ ମୁଖ୍ୟମନ୍ତ୍ରୀର ପଦ ହାତେଇଛନ୍ତି। ଦୁଇ ପାଓ୍ବାରଙ୍କ ମଧ୍ୟରେ ଦଳର ମାଲିକାନାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri