ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ନୂଆଦିଲ୍ଲୀ,୪।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ୟୁନିଫର୍ମ ସିଭିଲ କୋର୍ଡ ସମେତ ଅନେକ ପ୍ରସଙ୍ଗ...

ଅନେକ ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କଲା ଭାଜପା: ପଞ୍ଜାବର ସୁନୀଲ ଜାଖଡ, ତେଲଙ୍ଗାନାର କିଶନ ରେଡ୍ଡୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏସବୁ ମଧ୍ୟରେ ମଙ୍ଗଳବାର ଭାଜପା ଅନେକ ରାଜ୍ୟରେଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି। ଦଳ ଏକ ବିବୃତ୍ତି ଜାରି କରି...

୭-୮ ଜୁଲାଇରେ ୪ ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୭ ଏବଂ ୮ ତାରିଖରେ ୪ ଟି ରାଜ୍ୟ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଛତିଶଗଡ, ଉତ୍ତରପ୍ରଦେଶ, ତେଲଙ୍ଗାନା ଏବଂ ରାଜସ୍ଥାନକୁ ଗସ୍ତ କରିବେ। ଏହି ଯାତ୍ରା ଶୁକ୍ରବାର ସକାଳେ ରାୟପୁରରେ ଏକ...

ୟୁସିସି ଲାଗୁ ହେବାର ସମୟ ଆସି ଗଲାଣି: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୪।୭ : ଉପରାଷ୍ଟ୍ରପତି ଜଗଦୀପ ଧନଷ୍ଟକର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଧାନକର କହିଛନ୍ତି ୟୁସିସି ଲାଗୁ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଗୁଆହାଟୀର...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ, ୨୦ ଆହତ

ମୁମ୍ବାଇ, ୪।୭: ମହାରାଷ୍ଟ୍ରର ଧୁଲେ ଜିଲାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଅନ୍ୟ ଗାଡି ଏବଂ ହୋଟେଲ ସହ ଧକ୍କା...

ଏସସିଓ ବୈଠକରେ ନାଁ ନ ନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦି, କହିଲେ କେତେକ ଦେଶ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକର ଆୟୋଜନ କରିଛନ୍ତି। ରୁଷିଆ ଏବଂ ଚାଇନା ସମେତ ଏସସିଓ ସଦସ୍ୟ ଦେଶମାନେ ପ୍ରାୟତଃ ଅନୁଷ୍ଠିତ ଏହି ବୈଠକରେ ସାମିଲ ହୋଇଛନ୍ତି। ଏହି ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ...

ସୁପ୍ରିମକୋର୍ଟରୁ ଏଲଜିଙ୍କୁ ବଡ ଝଟକା

ନୂଆଦିଲ୍ଲୀ,୪।୭: ଆମ ଆଦମୀ ପାର୍ଟି ସରକାର ଏବଂ ଦିଲ୍ଲୀର ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଅଧିକାର ଯୁଦ୍ଧରେ ଏଏପି ପୁଣି ଥରେ ଜିତିଛି। ସୁପ୍ରିମକୋର୍ଟଙ୍କଠାରୁ ଉପରାଜ୍ୟପାଳଙ୍କୁ ଏକ ବଡ଼ ଝଟକା ଲାଗିଛି। ମଙ୍ଗଳବାର ଆମ ଆଦମୀ ପାର୍ଟି ଦାଖଲ କରିଥିବା ଆବେଦନ...

ଏନସିପିରେ ବିଦ୍ରୋହ ପରେ ଶିନ୍ଦେଙ୍କ ସାମ୍ନାରେ ସଙ୍କଟ, ଅଯୋଗ୍ୟତାକୁ ନେଇ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ

ନୂଆଦିଲ୍ଲୀ,୪।୭: ଏନସିପିରେ ବିଦ୍ରୋହ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ବିଧାନସଭାରୁ ଅଯୋଗ୍ୟତା ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ଉଦ୍ଧବ ଠାକୁରଙ୍କ ଶିବସେନା ନେତା ସୁନୀଲ ପ୍ରଭୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି।...

ଆଜି ଏସସିଓର ଭର୍ଚୁଆଲ ବୈଠକ: ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସମେତ ପାକ୍‌ ପ୍ରଧାନମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରିବେ। ଏଥିରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସମେତ...

ଆଜି ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀଙ୍କୁ ବଣ୍ଟାଯିବ ବିଭାଗ

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ରାଜନୈତିକ ଅଦଳବଦଳ ଦେଖାଯାଇଛି। ଏସବୁ ମଧ୍ୟରେ ଏନସିପି ନେତା ଅଜିତ ପାୱାର ତାଙ୍କ ଦଳର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ସମ୍ପର୍କରେ ଦେବେନ୍ଦ୍ର ଫଡନ୍‌ବିସଙ୍କୁ ଭେଟିଛନ୍ତି। ତେବେ ମଙ୍ଗଳବାର ସା ସୁଦ୍ଧା ବିଭାଗ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ...

ହଂକଂ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ପରେ ଫେରିଆସିଲା ଦିଲ୍ଲୀ

ନୂଆଦିଲ୍ଲୀ,୪।୭: ହଂକଂ ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ପରେ ଦିଲ୍ଲୀ ଫେରିଆସିଛି। ବିମାନରେ ୨୦୦ ଜଣ ଯାତ୍ରୀ ଥିଲେ। ସନ୍ଦେହଜନକ ବୈଷୟିକ ସମସ୍ୟା ହେତୁ ବିମାନଟି ଫେରିଆସିଥିବା ନେଇ ଅଧିକାରୀମାନେ କହିଛନ୍ତି। ଦୀର୍ଘ...

ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୪।୭: କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ ମଙ୍ଗବଳାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ମାମଲାରେ ଆଣିଥିବା ଅଧ୍ୟାଦେଶର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାରଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri