ଜାତୀୟ

ଭୂକମ୍ପରେ ଥରିଲା ଆସାମ

ନୂଆଦିଲ୍ଲୀ, ୧୬।୬: ଆସାମର ଗୌହାଟୀରେ ଭୂମିକମ୍ପ ହୋଇଛି। ଗୌହାଟୀ ସହ ପୂର୍ବୋତ୍ତରର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବାଙ୍ଗଂଦେଶରେ ରହିଛି। ଭୂକମ୍ପ ଝଟକା...

ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’: ୧ ହଜାର ଗାଁରେ ବିଦ୍ୟୁତ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୧୬ା୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବପର୍ଯ୍ୟୟ’ ଗୁଜରାଟର କଚ୍ଛ ଜିଲା ଅଧୀନ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ବ୍ୟାତ୍ୟାର ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୨୫ କିଲୋମିଟରରୁ ୧୪୦ କିଲୋମିଟର ମଧ୍ୟରେ ରହିଥିବା ଜଣାପଡିଛି। ଭାରତ...

ସାଇକ୍ଲୋନ ବିପର୍ଯ୍ୟୟ: ୨ଜଣଙ୍କର ମୃତ୍ୟୁ, ୯୪୦ରୁ ଅଧିକ ଗାଁ ଅନ୍ଧାରରେ ବୁଡିଛି

ଗାନ୍ଧୀନଗର,୧୬।୬: ଆରବସାଗରରେ ସୃଷ୍ଟି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ ଗୁରୁବାର ରାତିସାରା ନିଜର କରାଳ ରୂପ ଦେଖାଇଛି। ଦ୍ୱାରକା ଏବଂ ମୋର୍ବିରେ ବହୁ ସଂଖ୍ୟକ ଗଛ ଉପୁଡି ପଡିଛି। ବହୁ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଡ ଭାଙ୍ଗିଯିବା ଯୋଗୁ ଗୁଜରାଟରେ ୯୪୦ରୁ...

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ, ପକାଇଲେ ପେଟ୍ରୋଲ ବୋମା

ଇମ୍ଫାଲ,୧୬।୬: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ହିଂସା ଘଟଣାରେ କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦିଆଯାଇଛି। ମଣିପୁର ସରକାର କହିଛନ୍ତି ଯେ ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ କଙ୍ଗବା ବାସଭବନରେ ଉଗ୍ରବାଦୀମାନେ ନିଆଁ...

ମିଜୋରାମରେ ଭୂସ୍ଖଳନ

ଆଇଜଲ,୧୬ା୬: ପ୍ରବଳ ବର୍ଷା ଯୋଗୁ ମିଜୋରାମରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥ-୬ରେ ଭୂସ୍ଖଳନ ହେବାରୁ ରାସ୍ତା ଧସିଯାଇଛି। ଉକ୍ତ ରାସ୍ତାଟି ମିଜୋରାମକୁ ଦେଶର ଅନ୍ୟ ଦେଶ ସହିତ ସଂଯୋଗ କରିଥାଏ ବୋଲି ଅଧିକାରୀମାନେ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଆଇଜଲର...

ଆମେରିକା ଯିବେ ମୋଦି

ନୂଆଦିଲ୍ଲୀ,୧୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଆମେରିକା ଏବଂ ଇଜିପ୍ଟ ଗସ୍ତରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ...

କୁପଓ୍ବାଡା ଏନକାଉଣ୍ଟର: ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୧୬।୬: ଉତ୍ତର କଶ୍ମୀରର ଏଲଓସିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଉତ୍ତର କଶ୍ମୀରରେ ଏଲଓସିରେ...

ମଣିପୁର ଜଳିବା ପଛରେ ଭାଜପାର ଘୃଣା ରାଜନୀତି: ରାହୁଲ

ନୂଆଦିଲ୍ଲୀ, ୧୬ା୬: ମଣିପୁରରେ ସାମ୍ପ୍ରଦାୟିକ ହିଂସାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ସମାଲୋଚନା କରିଛନ୍ତି। ଏହାର ହିଂସା ରାଜନୀତି ପୂର୍ବାଞ୍ଚଳ ରାଜ୍ୟକୁ ଜାଳିଦେବା ସହ ବହୁ ଲୋକଙ୍କ ଜୀବନ ଯାଇଛି ବୋଲି ରାହୁଲ କହିଛନ୍ତି। ପ୍ରତ୍ୟେକ ମଣିପୁର...

ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଉତ୍ତରାଖଣ୍ଡକୁ ହାଇକୋର୍ଟ ନିର୍ଦ୍ଦେଶ

ନୈନିତାଲ, ୧୬ା୬: ଉତ୍ତରାଖଣ୍ଡର ପାରୋଲା ସହରରେ ସାମ୍ପ୍ରଦାୟିକ ହିଂସା ଘଟଣାର ଶୁଣାଣି କରି ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ସ୍ଥିତି ସୁନିଶ୍ଚିତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଜିଲାରେ ଜଣେ ମୁସଲମାନ ଦୁଇଜଣ ନାବାଳିକାଙ୍କୁ ଅପହରଣ...

୧.୬୦ କୋଟି ଠକେଇର ଶିକାର: କୋର୍ଟରେ ଫିନାଇଲ୍‌ ପିଇଦେଲେ

ଅହମଦାବାଦ, ୧୬।୬: ଗୁଜରାଟ ହାଇକୋର୍ଟ ପରିସରରେ ୪ ଜଣ ବ୍ୟକ୍ତି ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନେ ହେଲେ ଜୟଶ୍ରୀ ପାଞ୍ଚାଲ, ଶୈଳେଶ ପାଞ୍ଚାଲ, ହାର୍ଦ୍ଦିକ ପଟେଲ ଏବଂ ମନୋଜ ବୈଷ୍ଣବ। ଘଟଣାସ୍ଥଳରେ ଉପସ୍ଥିତ ଲୋକ ସେମାନଙ୍କୁ ଉଦ୍ଧର...

ଓସ୍କାର ବିଜୟିନୀ ଗ୍ଲେଣ୍ଡାଙ୍କ ପରଲୋକ

ଲଣ୍ଡନ,୧୬।୬: ୨ ଥର ମନୋରଞ୍ଜନ ଜଗତର ସବୁଠୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଜିତିଥିବା ଅଭିନେତ୍ରୀ ତଥା ବ୍ରିଟିଶ ରାଜନେତ୍ରୀ ଗ୍ଲେଣ୍ଡା ଜ୍ୟାକ୍‌ଶନଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଅସୁସ୍ଥାତା ଅନୁଭବ କରିବା ଯୋଗୁ ଗୁରୁବାର ଗ୍ଲେଣ୍ଡା...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ନିୟୋଜିତ କର: ହାଇକୋର୍ଟ

କୋଲକାତା, ୧୬ା୬ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଜିଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବାକୁ ଗୁରୁବାର କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ଉକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri