ଜାତୀୟ

ମଣିପୁରରେ ତଲାସି ଅଭିଯାନ ଜାରି

ଇମ୍ଫାଲ, ୨୭ା୬: ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ଗିରଫ କରିଥିବା ୧୨ ଜଣ ଉଗ୍ରପନ୍ଥୀଙ୍କୁ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧,୨୦୦ରୁ ଊର୍ଦ୍ଧ୍ୱ ଲୋକେ ଛଡ଼ାଇନେବା ପରେ ଇମ୍ଫାଲ ଇଷ୍ଟ, ବିଷ୍ଣୁପୁର, କଙ୍ଗପୋକ୍‌ପି, କାକ୍‌ଚିଙ୍ଗ ଏବଂ ଚୁରାଚାନ୍ଦପୁର ଜିଲାରେ...

କୋଇଲା ସାମ୍ପଲିଂରେ ୧୩୭ କୋଟିର ଦୁର୍ନୀତି

ନୂଆଦିଲ୍ଲୀ, ୨୭ା୬(ପି.ଟି.): କୋଲ୍‌ ସାମ୍ପଲିଂ ପ୍ରକଳ୍ପ ପାଇଁ ୧୩୭ କୋଟି ଟଙ୍କା ବୌଦ୍ଧିକ ଦେୟ ଆବଣ୍ଟନରେ ଦୁର୍ନୀତିକୁ ନେଇ ସିବିଆଇ ସିଏସ୍‌ଆଇଆର୍‌-କେନ୍ଦ୍ରୀୟ ଖଣି ଓ ଇନ୍ଧନ ଗବେଷଣା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ପି.କେ. ସିଂ ଏବଂ ମୁଖ୍ୟ ବୈଜ୍ଞାନିକ ଏ.କେ. ସିଂଙ୍କ...

ସ୍ବତନ୍ତ୍ର ସହାୟତା ଯୋଜନାରେ ଓଡ଼ିଶାକୁ ୪,୫୨୮ କୋଟି ମଞ୍ଜୁର

ନୂଆଦିଲ୍ଲୀ (କୁଲଦୀପ ସିଂ), ୨୭ା୬: ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପରେ ଅର୍ଥ ବିନିଯୋଗ ସକାଶେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନାରେ ଅର୍ଥ ମଞ୍ଜୁର କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନ ଖର୍ଚ୍ଚ ବିଭାଗ ପକ୍ଷରୁ ଓଡ଼ିଶାକୁ...

ବିହାର ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ୪ ଅଧିକାରୀ ନିଲମ୍ବିତ

କିଶନଗଞ୍ଜ,୨୬।୬:ବିହାର କିଶନଗଞ୍ଜ ଜିଲା ଗୋରଖପୁରରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ନେଇ ଭାରତର ଜାତୀୟ ରାଜପଥ ସଂସ୍ଥା (ଏନ୍‌ଏଚ୍‌ଏଆଇ) ରବିବାର ପ୍ରୋଜେକ୍ଟ ସହ ଜଡ଼ିତ ୪ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ମେଛି ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ୍‌ କିଶନଗଞ୍ଜରୁ କଟିହାରକୁ...

ପ୍ରଧାନମନ୍ତ୍ରୀ ପ୍ରଥମେ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ: ଖାର୍ଗେ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ମଣିପୁରରେ ୫୦ ଦିନରୁ ଊର୍ଦ୍ଧ୍ୱ ହେଲା ହିଂସାକାଣ୍ଡ ଲାଗିରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ପ୍ରଶ୍ନ ଉଠାଇଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପାଇଁ ବାସ୍ତବରେ ଚିନ୍ତିତ...

ହିମାଚଳରେ ଭୂସ୍ଖଳନ: ଫସିଛନ୍ତି ୨୦୦ ପର୍ଯ୍ୟଟକ ୧୫ କିଲୋମିଟର ଯାଏ ଟ୍ରାଫିକ୍‌ ଜାମ୍‌

ନୂଆଦିଲ୍ଲୀ, ୨୬ା୬: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଅନେକ ଭୂସ୍ଖଳନ ଯୋଗୁ ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଅନୂ୍ୟନ ୧୫ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ହୋଇଥିବାବେଳେ ପ୍ରାୟ ୨୦୦ ପର୍ଯ୍ୟଟକ...

ଏଲଜି ଇସ୍ତଫା ଦେଇଦେବା ଉଚିତ୍‌: ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ। ପ୍ରଗତି ମଇଦାନରେ ଟନେଲ ଲୁଟ ଭିତରେ ହୋଇଥିବା ଲୁଟର ସିସିଟିଭି ଫୁଟେଜ ଶେୟାର କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ବ୍ରଜ୍‌ଭୂଷଣଙ୍କ ମାମଲାରେ ଦାୟର ଚାର୍ଜଶିଟର କପି କୁସ୍ତିଯୋଦ୍ଧାଙ୍କୁ ଦିଆଯାଉ: ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬।୬: କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇର ପୂର୍ବତନ ସଭାପତି ବ୍ରଜ୍‌ଭୂଷଣ ସିଂଙ୍କ ବିରୋଧରେ ଦାୟର କରାଯାଇଥିବା ଚାର୍ଜଶିଟ୍‌ର କପି ଦାବି କରି କୋର୍ଟରେ ଏକ ଆବେଦନ କରିଥିଲେ। ଏହି ପ୍ରସଙ୍ଗରେ ସୋମବାର ଶୁଣାଣି ବେଳେ ରୋଜ ଏଭିନ୍ୟୁ କୋର୍ଟ ମହିଳା ରେସଲରଙ୍କୁ ଦିଲ୍ଲୀ...

ପ୍ରଧାନମନ୍ତ୍ରୀଙ୍କ ଭୋପାଳ ରୋଡ ଶୋ’ ବାତିଲ

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗଳବାର ଭୋପାଳରେ ହେବାକୁ ଥିବା ରୋଡ ଶୋ’ର କାର୍ଯ୍ୟକ୍ରମ ବାତିଲ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଖରାପ ପାଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି...

କେସିଆର ସରକାରଙ୍କୁ ଝଟକା: ପୂର୍ବ ଏମ୍‌ପି ପିଏସ୍‌ ରେଡ୍ଡୀଙ୍କ ସମେତ ହାତ ଧରିଲେ ଅନେକ ନେତା

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଏମ୍‌ପି ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଏବଂ ତେଲଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲ୍ଲୀ କୃଷ୍ଣ ରାଓ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳ ସହ...

ଅଧ୍ୟକ୍ଷ ହେବାର ୨୫୦ ଦିନ ପରେ ବି ଗଠନ ହୋଇପାରିଲାନି ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୬।୬: ଆଉ ମାତ୍ର ୪ ମାସ ପରେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବ। ଏହି ୩ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୁରନ୍ତ ସାରା ଦେଶରେ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ...

ଓବାମାଙ୍କୁ ଜବାବ ଦେଲେ ରାଜନାଥ

ଶ୍ରୀନଗର,୨୬।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତର ମୁସଲମାନମାନଙ୍କ ସୁରକ୍ଷା ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏବେ ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାର ଜବାବ ରଖିଛନ୍ତି। ସୋମବାର ସେ କହିଛନ୍ତି, ଓବାମା ଜୀ ଭୁଲିଯିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri