ଜାତୀୟ

ମୋଦିଙ୍କ ଗ୍ରାଣ୍ଡ ଓ୍ବେଲକମ ପାଇଁ ଭାଜପାର ପ୍ରସ୍ତୁତି

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ମିଶ୍ର(ଇଜିପ୍ଟ)ର ରାଜକୀୟ ଗସ୍ତ ପରେ ରବିବାର ୨୫ ଜୁନକୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମୋଦିଙ୍କ ବିମାନ ରାତି ପ୍ରାୟ ୧୨ଟା ୩୦ରେ ପାଲମ ଏୟାରପୋର୍ଟରେ ପହଞ୍ଚିବ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ...

କେଉଁଠୁ ଆସୁଛନ୍ତି ଔରଙ୍ଗଜେବଙ୍କ ବଂଶଜ: ଫଡନାଭିସଙ୍କ ପ୍ରଶ୍ନ …

ମୁମ୍ବାଇ୨୫।୬ : ମହାରାଷ୍ଟ୍ରର ବୁଲଡାନା ଜିଲାରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ ସାଧାରଣ ସଭା ଶନିବାର ହୋଇଥିଲା। ଏହି ରାଲିରେ କିଛି ଲୋକେ ଔରଙ୍ଗଜେବ ଅମର ରହେଙ୍କ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନର ଭିଡିଓ...

ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ ନିଷେଧ, ଏହାକୁ ପ୍ରୋତ୍ସାହିତ କରାଯାଇପାରିବ ନାହିଁ, ଲିଭ-ଇନ ପାର୍ଟନରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ …

ଲକ୍ଷ୍ନୌ,୨୫।୬ : ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ଲିଭ-ଇନ ସମ୍ପର୍କ ଉପରେ ଦାଖଲ ହୋଇଥିବା ପିଟିଶନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ଇସଲାମରେ ବିବାହର ନିୟମକୁ ଦର୍ଶାଯାଇଛି। କୋର୍ଟ କହିଛନ୍ତି ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ...

୧୬ ବର୍ଷ ବୟସ୍କ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ: ହାଇକୋର୍ଟଙ୍କ ରାୟ…

ଶିଲଂ,୨୫।୬ : ମେଘାଳୟ ହାଇକୋର୍ଟ କହିଛନ୍ତି ୧୬ ବର୍ଷର ପୁଅ କିମ୍ବା ଝିଅ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ ଅଟନ୍ତି। ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଜଣେ ଯୁବକଙ୍କ ବିରୋଧରେ ଥିବା ପୋକ୍ସା ମାମଲାକୁ ଖାରଜ...

ହିମାଚଳ ପ୍ରଦେଶରେ ଜଳ ପ୍ରଳୟ

ଶିମଲା,୨୫।୬: ସକ୍ରିୟ ହୋଇଛି ମୌସୁମୀ ବାୟୁ। ଫଳରେ ଏହାର ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ହେଲେ ହିମାଚଳ ପ୍ରଦେଶରେ ହୋଇଥିବା ବର୍ଷା ଯୋଗୁ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ...

ନାବାଳିକାଙ୍କ ସହିତ ଆପତ୍ତି ଜନକ ଫଟୋ ଉଠାଇଲେ ଭାଜପା ବିଧାୟକ: କଂଗ୍ରେସ କଲା ବିରୋଧ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର କଂଗ୍ରେସ ପକ୍ଷରୁ ବାଲାଘାଟର ଭାଜପା ବିଧାୟକ ଗୌରୀଶଙ୍କର ବିସେନଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି। ବିଧାୟକ ବିସେନ ନାବାଳିକାଙ୍କ ସହ ଲଜ୍ଜାଜନକ କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଶେୟାର...

ଗାଡ଼ି ଅଟକାଇ ବୃଦ୍ଧ ଦମ୍ପତିଙ୍କ ନିକଟରେ ଭୂମିରେ ବସିଲେ ଶିନ୍ଦେ, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୨୫।୬ : ଏକ ସରକାରୀ ଗାଡିରେ ସତାରାର ନିଜ ଗାଁ ଦରେରୁ ମୁମ୍ବାଇ ଫେରୁଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅଟକି ରହିଥିଲେ। କେହି କିଛି ବୁଝିବା ପୂର୍ବରୁ ସେ କାରରୁ ଓହ୍ଲାଇ ରାସ୍ତାରେ ବସିଥିବା ଏକ ବୃଦ୍ଧ ଦମ୍ପତିଙ୍କ...

ଦିଲ୍ଲୀ ରେଲଓ୍ବେ ଷ୍ଟେଶନ ବର୍ଷା ପାଣିରେ କରେଣ୍ଟ, ମହିଳା ମୃତ

ନୂଆଦିଲ୍ଲୀ,୨୫।୬: ଦେଶରେ ଇତି ମଧ୍ୟରେ ମୌସୁମୀ ପହଞ୍ଚି ସାରିଛି। ଫଳରେ ଗ୍ରୀଷ୍ମ ପ୍ରବାହରୁ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ଏହି ବର୍ଷା କେତେକଙ୍କ ପାଇଁ ଦୁଃଖ ବି ଆଣି ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀର ରେଲଓ୍ବେ...

ଆମେରିକାରୁ ଦାମୀ ଏମକ୍ୟୁ-୯ବି ଡ୍ରୋନ କିଣିବା ଖବର ମିଛ, ମୂଲ୍ୟ ଏପର୍ଯ୍ୟନ୍ତ ହୋଇନାହିଁ ସ୍ଥିର…

ନୂଆଦିଲ୍ଲୀ,୨୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏମକ୍ୟୁ-୯ବି ଡ୍ରୋନ କ୍ରୟ ପାଇଁ ଚୁକ୍ତି ଶେଷ ହୋଇଛି। ତେବେ ସୋସିଆଲ ମିଡିଆରେ କିଛି ରିପୋର୍ଟରେ ଦାବି କରାଯାଇଛି ସରକାର ଏହି ଡ୍ରୋନ କାରବାରକୁ ମହଙ୍ଗା ମୂଲ୍ୟରେ କରିଛନ୍ତି।...

୭୫ ଗାଁ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ହେବ ନାମିତ: ତ୍ରିପୁରା ସରକାରଙ୍କ ନିଷ୍ପତ୍ତି…

ଅଗରତାଲା,୨୫।୬ : ତ୍ରିପୁରା ସରକାର ରାଜ୍ୟର ୭୫ ସୀମାନ୍ତ ଗାଁର ନାମକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ସ୍ବାଧୀନତା ଆନ୍ଦୋଳନ ସମୟରେ ପ୍ରାଣବଳୀ ହରାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଏହି ଗ୍ରାମଗୁଡିକର ନାମକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଣେ ବରିଷ୍ଠ...

ବିରୋଧୀ ମେଣ୍ଟର ନାମ ହେବ ପାଟ୍ରିଓଟିକ୍‌ ଡୋମୋକ୍ରାଟିକ୍‌ ଆଲାଏନ୍ସ: ଶିମଲା ବୈଠକରେ କରାଯିବ ଅନୁମୋଦନ…

ନୂଆଦିଲ୍ଲୀ,୨୫।୬ : ବିରୋଧୀ ଦଳର ପାଟନା ବୈଠକ ପରେ ଏବେ ବିରୋଧୀ ଦଳର ନୂଆ ମେଣ୍ଟର ନାମ ମଧ୍ୟ ଦିଆଯାଇଛି। ଏହାର ନାମ ପାଟ୍ରିଓଟିକ୍‌ ଡୋମୋକ୍ରାଟିକ୍‌ ଆଲାଏନ୍ସ ହେବ। ବିରୋଧୀ ଏକତା ପାଇଁ ମିଳିତ ଦଳର ମିଳିତ ମଞ୍ଚର ନୂତନ...

ଓଓ୍ବାଇସିଙ୍କ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନକୁ ନେଇ ବିବାଦ

ମୁମ୍ବାଇ,୨୫।୬: ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ)ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ବୁଲଡାନାରେ ଓଓ୍ବାଇସିଙ୍କ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନ ଦିଆଯାଇଥିଲା, ଯାହାକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri