ଜାତୀୟ

ପୁଣି ପ୍ରଧାନମନ୍ତ୍ରୀ ହେବେ ମୋଦି, ଅଧାରୁ ଇସ୍ତଫା ଦେଇ ହେବେ ରାଷ୍ଟ୍ରପତି: ଟିକାଏତ…

ନୂଆଦିଲ୍ଲୀ,୧୦।୬ : ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ଦଳଗୁଡିକ ସେମାନଙ୍କ ସଂଗଠନର ପରିବର୍ତ୍ତନରୁ କାର୍ଯ୍ୟ କରିବାର ପଥରେ ଆଗେଇଛନ୍ତି । ଏହି ସମୟରେ କୃଷକ ନେତା ରାକେଶ ଟିକାଏତ ମଧ୍ୟ ଏହି...

ଆସନ୍ତା ୧୨ ଘଣ୍ଟାରେ ଭୟଙ୍କର ହେବ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ: ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୬ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଅଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଦିଗରେ ଧୀରେ ଧୀରେ ଗତି...

ରାହୁଲଙ୍କ ଦାଢ଼ି ଲାଡେନ ଭଳି , ନୀତୀଶ ବିହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ: ସମ୍ରାଟ ଚୌଧୁରୀ…

ପାଟନା,୧୦।୬ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ସମେତ ଅନ୍ୟ ଦଳର ନେତାମାନେ ନେଶର ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ଏହି କ୍ରମରେ ବିହାର ଭାଜପା ସଭାପତି ସମ୍ରାଟ ଚୌଧୁରୀ ମଧ୍ୟ...

ରାଜସ୍ଥାନରେ ପୁଣି କ୍ଷମତାକୁ ଫେରିବ କଂଗ୍ରେସ: ଅଶୋକ ଗେହଲୋଟ…

ଜୟପୁର,୧୦।୬ : ରାଜସ୍ଥାନରେ କଂଗ୍ରେସର ଘର କଳି ପଦାରେ ପଡ଼ିଛି। କିନ୍ତୁ ଏସବୁ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପୁଣି ଥରେ ଭାାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଗେହଲୋଟ କହିଛନ୍ତି ନିର୍ବାଚନକୁ ଭାଜପା ସାମ୍ପ୍ରଦାୟିକ ରଙ୍ଗ ଦେଇଥାଏ, କିନ୍ତୁ...

ଗର୍ଭବତୀଙ୍କୁ ପଢ଼ିବାକୁ କୁହାଯିବ ରାମାୟଣ-ଗୀତା: ରାଷ୍ଟ୍ରୀୟ ସେବିକା ସଂଘ…

ନୂଆଦିଲ୍ଲୀ,୧୦।୬ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ରାଷ୍ଟ୍ରୀୟ ସେବିକା ସଂଘ ପକ୍ଷରୁ ରବିବାର ଏକ ନୂତନ ଅଭିଯାନ ଆରମ୍ଭ ହେବ। ଏହା ଅନ୍ତର୍ଗତ ସଂଘ ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାରେ ଧାର୍ମିକ ପୁସ୍ତକ ପାଠ କରିିବାକୁ ଉତ୍ସାହିତ କରିବ। ସେବିକା ସଂଘର...

ଧାରା ୩୭୦ ଉଚ୍ଛେଦ ସମୟରେ କେନ୍ଦ୍ର ସହ ଥିଲେ, ଏବେ ବିରୋଧୀଙ୍କ ସମର୍ଥନ ଲୋଡୁଛନ୍ତି, କେଜରିଓ୍ବାଲଙ୍କୁ ଓମାରଙ୍କ ସମାଲୋଚନା …

ଶ୍ରୀନଗର,୧୦।୬ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ...

ଶାହିଦା ବିକଶିତ କଲେ ସ୍ମାର୍ଟ ଚାବି,ଛୋଟ ପିଲା ଚଳାଇ ପାରିବେନି ଗାଡ଼ି…

ଶ୍ରୀନଗର,୧୦।୬ : ବାରମୁଳାର ଶାହିଦା ବାନୋ ଅଳ୍ପ ବୟସର ଚାଳକଙ୍କ ଦ୍ୱାରା ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ସ୍ମାର୍ଟ ଚାବି ବିକଶିତ କରିଛନ୍ତି। ଶାହିଦା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ, ଫତେହଗଡ ଏବଂ ଶେରି ନରଭା...

ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଅବା ନାପସନ୍ଦ କରିବା ଭିନ୍ନ କଥା, ଅପମାନଜନକ ବିବୃତ୍ତି ଦଣ୍ଡନୀୟ: କୋର୍ଟ…

ଅହମଦାବାଦ,୧୦।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମୃତ ମାତା ହୀରାବେନ ମୋଦିଙ୍କ ବିରୋଧରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ସିଙ୍ଗଲ ଜଜ ଜଷ୍ଟିସ ନିର୍ଜର ଦେଶାଇ କହିଛନ୍ତି ଜଣେ...

ଲିଭ୍‌ ଇନ୍‌ ହତ୍ୟା: ସରସ୍ବତୀଙ୍କୁ ହତ୍ୟା କରିଥିବା ମନୋଜ ଏଚଆଇଭି ପଜିଟିଭ୍‌…

ମୁମ୍ବାଇ,୧୦।୬ : ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ନିଜ ଲିଭ ଇନ ପାର୍ଟନର ସରସ୍ବତୀ ବୈଦଙ୍କୁ ହତ୍ୟା କରିଥିବା ମନୋଜ ସାନେ ଜଣେ ଏଚଆଇଭି ପଜିଟିଭ ବୋଲି ଜଣାପଡ଼ିଛି। ସରସ୍ବତୀ ତାଙ୍କ ସ୍ତ୍ରୀ ଥିଲେ ବୋଲି ସେ...

କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସ୍ଥିର ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ବିଚାର...

ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍‌-ରିଲେ ପ୍ୟାନେଲ ଜବତ…

ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିବା ପରେ ଷ୍ଟେଶନକୁ ସିଲ କରିଛି। ଫଳରେ ଏଣିକି ବାହାନଗା...

୩୦୦୦ ରୋଗୀଙ୍କୁ ମାଗଣା ଚିକିତ୍ସା କଲେ ୨୦୦ ସ୍ବାସ୍ଥ୍ୟ ବିଶେଷଜ୍ଞ

ଦେଓଘର,୧୦ା୬: ସତ୍‌ସଙ୍ଗର ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ୫୬ତମ ଜନ୍ମଦିବସ ଅବସରରେ ଦେଓଘର ସତ୍‌ସଙ୍ଗ ଆଶ୍ରମରେ ଏକ ମେଗା ସ୍ବାସ୍ଥ୍ୟ କ୍ୟାମ୍ପ୍‌ର ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପ୍‌ରେ ଭାରତର ବିଭିନ୍ନ ପ୍ରାନ୍ତରରୁ ୨୦୦ ସ୍ବାସ୍ଥ୍ୟ ବିଶେଷଜ୍ଞ ଅଂଶଗ୍ରହଣ କରି ପ୍ରାୟ ୩୦୦୦ରୋଗୀଙ୍କୁ ମାଗଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri