ଜାତୀୟ

ସଂସଦରେ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରାଯାଇଛି, ଏବେଠାରୁ ଏତେ ପ୍ରଚାର କାହିଁକି? କେଜ୍‌ରିଓ୍ବାଲଙ୍କ ସର୍ତ୍ତ ଉପରେ ଖାର୍ଗେଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୬: ବିରୋଧୀ ଏକତା ସମ୍ପର୍କରେ ଶୁକ୍ରବାର ବିହାରରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସ ସମେତ ବିରୋଧୀ ଦଳ ଭାଜପା ବିରୋଧରେ ରଣନୀତି ଉପରେ ଆଲୋଚନା କରିବାକୁ ଯାଉଛନ୍ତି। ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଧ୍ୟ...

୭୯ ଥର ତାଳି ମାରିଲେ, ୧୫ ଥର ଠିଆହେଲେ, ସେଲ୍‌ଫି ନେବାକୁ ଲାଗିଲା ଭିଡ଼

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୬: ଆମେରିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ମଧ୍ୟ ଅକ୍ଷୁଣ୍ଣ ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅନେକ ବଡ଼ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆମେରିକା ସଂସଦର ମିଳିତ ଅଧିବେଶନରେ...

‘ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୀତିର ବିଜୟ’ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତକୁ ନେଇ କହିଲେ ଶାହା

ନୂଆଦିଲ୍ଲୀ,୨୩।୬: ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେଠାରେ ଥିବା ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତକୁ ନେଇ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ...

ଆସାମ ବନ୍ୟାରେ ୫ ଲକ୍ଷ ପ୍ରଭାବିତ

ଗୁଆହାଟୀ,୨୩ା୬: ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାଯୋଗୁ ୧୨ ଜିଲାର ପାଖାପାଖି ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଉଦାଲଗୁରି ଜିଲା ଟାମୁଲପୁରର ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଦେଇଛି। ବକ୍ସା, ବାରପେଟା,...

ଅଜାଣତରେ କୋଟିପତି ପାଲଟିଲେ ୨୨ ଶ୍ରମିକ

ଜବଲପୁର,୨୩ା୬: ମଧ୍ୟପ୍ରଦେଶର ବାଲାଘାଟ ଜିଲା ଓ୍ବାରାସେଓନିର ୨୨ ଜଣ ଆଦିବାସୀ ଶ୍ରମିକ ଅଜାଣତରେ ରାତାରାତି କୋଟିପତି ପାଲଟିଯାଇଛନ୍ତି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୮୦ କୋଟି ଟଙ୍କା ଜମା ହୋଇଛି। ତଦନ୍ତ ପାଇଁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ୟୁନିଟ୍‌ ଶ୍ରମିକମାନଙ୍କ ଘରେ ପହଞ୍ଚତ୍ବା...

ଭାରତରେ ଖବରଦାତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହେଉ

ଚେନ୍ନାଇ, ୨୩ା୬: ଭାରତୀୟ ଗଣମାଧ୍ୟମ ଆକ୍ରମଣର ସମ୍ମୁଖୀନ ହୋଇଥିବା କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟସ୍‌ (ସିପିଜେ) କହିଛି। ଭାରତରେ ଖବରଦାତାମାନଙ୍କୁ ଧମକ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେବା ନିମନ୍ତେ ସିପିଜେ ଆମେରିକା ରାଷ୍ଟ୍ରପତି ଜୋ...

ଗୁଜରାଟରେ ସେମିକଣ୍ଡକ୍ଟର ଉତ୍ପାଦନ କରିବ ମାଇକ୍ରନ୍‌

ନୂଆଦିଲ୍ଲୀ, ୨୩ା୬: ଆମେରିକାର କମ୍ପ୍ୟୁଟର ଷ୍ଟୋରେଜ୍‌ ଚିପ୍‌ ନିର୍ମାତା ମାଇକ୍ରନ୍‌ ୨.୭୫ ବିଲିୟନ ଡଲାର (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗରେ ଗୁଜରାଟରେ ଏକ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷା କାରଖାନା ବସାଇବ। ଦୁଇ ପର୍ଯ୍ୟାୟରେ ପ୍ଲାଣ୍ଟ ନିର୍ମାଣରେ ୮୨୫...

ବିରୋଧୀ ମଞ୍ଚ ପ୍ରସ୍ତୁତ

ପାଟନା/ନୂଆଦିଲ୍ଲୀ,୨୩ା୬ (ପ୍ରସ୍ତୁତିି: ଦୁର୍ଯ୍ୟୋଧନ ମିଶ୍ର): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ରେ ଲଗାତର ଦୁଇଥର ଭାଜପା ପାଇଁ ଅଭୂତପୂର୍ବ ସଫଳତା ଆଣିଦେଇ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି। ମୋଦିଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ...

ଲାଲୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମମତା

ପାଟନା,୨୨।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ବିରୋଧୀ ଦଳର ଏକ ବୈଠକ ହେବାକୁ ଯାଉଛି। ଅନେକ ଦଳର ନେତା ଏହି ବୈଠକରେ ସାମିଲ ହେବେ। ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ନେତା ଅଭିଷେକ...

ମଣିପୁର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅମିତ ଶାହା ଯଥେଷ୍ଟ, ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ…

ମୁମ୍ବାଇ,୨୨।୬: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର କହିଛନ୍ତି, ଜାତି ହିଂସା ପ୍ରଭାବିତ ମଣିପୁରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯଥେଷ୍ଟ। ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଆବଶ୍ୟକତା...

ମହିଳାଙ୍କୁ ଗେହଲୋଟଙ୍କ ଉପହାର

ଜୟପୁର,୨୨।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏବେ ରାଜସ୍ଥାନ ରୋଡଓ୍ବେଜର ସମସ୍ତ ଶ୍ରେଣୀର ବସରେ ମହିଳା ଯାତ୍ରୀ ଅଧା ଦାମରେ ଯାତ୍ରା କରିବେ। ରାଜ୍ୟ ସରକାର ସେମାନଙ୍କୁ ରୋଡଓ୍ବେଜର ସମସ୍ତ ବସରେ ଭଡା...

ବିଶ୍ୱରେ ବଢୁଛି ମୋଦିଙ୍କ ଲୋକପ୍ରିୟତା, କାରଣ ଜାଣିଲେ…

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ରେ ୮୯.୫ ମିଲିୟନ ଫଲୋଅର୍ସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା। କିନ୍ତୁ ଆପଣ ଲୋକପ୍ରିୟତାର ରହସ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri