ଜାତୀୟ

ଗୁଜରାଟରେ ଶାହା, କ୍ଷୟକ୍ଷତି କଲେ ସମୀକ୍ଷା…

ଅହମଦାବାଦ,୧୭।୬ : ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୁଜରାଟର କଚ୍ଛରେ ସାଇକ୍ଲୋନ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଛନ୍ତି। ଅମିତ ଶାହା ସିଏମ ପଟେଲ ଏବଂ ଅନ୍ୟ...

କ୍ରିକେଟ ପରେ ଏବେ ରାଜନୀତିରେ ପ୍ରବେଶ କରିବେ ଅମ୍ବାତି! ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ କଲେ ସାକ୍ଷାତ

ଅମରାବତୀ,୧୭।୬: ଆଇପିଏଲ ୨୦୨୩ ସିଜନ ପରେ ଅମ୍ବାତି ରାୟୁଡୁ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଅମ୍ବାତି ଆନ୍ଧ୍ରପ୍ରଦେଶର କୃଷ୍ଣ...

୧୫ ଦିନିଆ ନ୍ୟାୟିକ ହେପାଜତରେ ତାମିଲନାଡୁ ଭାଜପା ସଚିବ, ବିବାଦୀୟ ପୋଷ୍ଟ କରି ହୋଇଥିଲେ ଗିରଫ

ଚେନ୍ନାଇ,୧୭।୬: ତାମିଲନାଡୁ ଭାଜପା ରାଜ୍ୟ ସଚିବ ଏସ. ଜି. ସୂର୍ଯ୍ୟଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇରୁ ଗିରଫ କରାଯାଇଛି। ବର୍ତ୍ତମାନ ତାଙ୍କୁ ସ୍ଥାନୀୟ କୋର୍ଟ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ପୋଲିସର ସୂଚନାନୁସାରେ, ସୁର୍ଯ୍ୟ ନିକଟରେ ମଦୁରାଇ...

ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ନିୟୋଜନ ପାଇଁ ହାଇକୋର୍ଟଙ୍କ ଆଦେଶକୁ ବିରୋଧ: ସୁପ୍ରିମକୋର୍ଟରେ ରାଜ୍ୟ ନିର୍ବାଚନ ଆୟୋଗ…

କୋଲକାତା,୧୭।୬ : ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗ କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଲକାତା ହାଇକୋର୍ଟ ତାଙ୍କ ରାୟରେ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ଜିଲାରେ କେନ୍ଦ୍ରୀୟ ବାହିନୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ ମୋଦିଙ୍କର ପ୍ରଶଂସା କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟ ସଭା ଏମପି ନିରଜ ଶେଖର ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ ପ୍ରଶଂସା କରିଛନ୍ତି। ଅନ୍ୟପଟେ ସେ କଂଗ୍ରେସକୁ...

ଅପରେଶନ ଗଙ୍ଗା ଦେଶର ଅଦମ୍ୟ ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୬ : ଅପରେଶନ ଗଙ୍ଗା ହେଉଛି ଦେଶର ଅଦମ୍ୟ ଭାବନାର ପ୍ରତୀକ। ଏନେଇ ଏକ ଡକ୍ୟୁମେଣ୍ଟାରୀ ଅବସରରେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ବଦେଶ ଆଣିବା ପାଇଁ ‘ଅପରେଶନ ଗଙ୍ଗା’ ଉପରେ ଏକ...

ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ: ଉପରାଷ୍ଟ୍ରପତି ମୁଖ୍ୟ ଅତିଥି…

ନୂଆଦିଲ୍ଲୀ,୧୭।୬ : କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଏଥର ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶର ଜବଲପୁର ସହରରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବ। ଆୟୁଷ ମନ୍ତ୍ରଣାଳୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଏହି କାର୍ଯ୍ୟକ୍ରମରେ...

ହୀନ ରାଜନୀତି ଯୋଗୁ ମା’ ସୀତା ଓ ରାମଙ୍କର ହେଲା ଅପମାନ’, ଆଦିପୁରୁଷ ଫିଲ୍ମକୁ ନେଇ ମତ ରଖିଲା ଏଏପି

ନୂଆଦିଲ୍ଲୀ,୧୭।୬: ବଲିଉଡ ମୁଭି ‘ଆଦିପୁରୁଷ’କୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଅସନ୍ତୁଷ୍ଟ ବ୍ୟକ୍ତ କରିଛି। ଏଏପିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ଶନିବାର ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ଆଜି ମୁଁ ଦୁଃଖର ସହ ଏହି ପିସି କରୁଛି।...

ବିପର୍ଯ୍ୟୟର ତାଣ୍ଡବ ଦେଖିବେ ଶାହା, ଯିବେ ଗୁଜରାଟ…

ଅହମଦାବାଦ,୧୭।୬ : ଦକ୍ଷିଣ ପୂର୍ବ ଆରବ ସାଗରରୁ ଉଠିଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଶୁକ୍ରବାର ଗୁଜରାଟର ଉପକୂଳରେ ମାଡ଼ ହେବାପରେ ଆଗକୁ ବଢ଼ିଥିଲା। କିନ୍ତୁ ପଛରେ ଛାଡି ଦେଇଥିଲା ତାଣ୍ଡବର ଛାପ ଏବଂ ଧ୍ୱଂସାବଶେଷ । କ୍ଷୟକ୍ଷତିର ଆକଳନ କରିବା...

ଭାରତର ଭବିଷ୍ୟତ ପରିବର୍ତ୍ତନ କରିଛି ଭାଜପା: ନଡ୍ଡା…

ଅଗରତାଲା,୧୭।୬ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଦେଶରେ ୭୪ ବିମାନବନ୍ଦର ନିର୍ମାଣ କରାଯାଇଛି। ଏଥି ସହିତ ଉତ୍ତର ପୂର୍ବରେ ଆଉ...

କଂଗ୍ରେସରେ ଯୋଗଦେବା ପରିବର୍ତ୍ତେ କୂଅକୁ ଡେଇଁବାକୁ ଶ୍ରେୟସ୍କର ମଣିବି: ନୀତିନ ଗଡ଼କରୀ…

ନାଗପୁର,୧୭।୬ : କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ନୀତିନ ଗଡକରୀ କଂଗ୍ରେସକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଥରେ ଜଣେ କଂଗ୍ରେସ ନେତା ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରେ ସେ ଉତ୍ତର ଦେଇଥିଲେ ସେହି...

ବିହାରରେ ମହାମେଣ୍ଟକୁ ଝଟ୍‌କା: କଂଗ୍ରେସରୁ ଇସ୍ତଫା ଦେଲେ କୁନ୍ତଲ କୃଷ୍ଣ…

ପାଟନା,୧୭।୬ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର କୁନ୍ତଲ କୃଷ୍ଣ ମଧ୍ୟ ସିଏମ ନୀତୀଶ କୁମାରଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ଫାୟାରବ୍ରାଣ୍ଡ ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri