ଜାତୀୟ

ରାୟପୁରରେ ଚାଞ୍ଚଲ୍ୟ: ଜାଲ୍‌ ଏସ୍‌ବିଆଇ ଶାଖା ଖୋଲି ଠକିନେଲେ…

ରାୟପୁର,୩ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍‌ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ ନିକଟରେ ହୋଇଥିବା ଏକ ଠକେଇ ସମ୍ପୂର୍ଣ୍ଣ ନିଆରା। ଅପରାଧୀମାନେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌...

ଦିପାବଳୀ ପୂର୍ବରୁ ରେଲଓ୍ବେ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୩।୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ଦିନର ବୋନସ ଦେବାକୁ ଘୋଷଣା କରାଯାଇଛି। ରେଳ କର୍ମଚାରୀଙ୍କୁ ବୋନସ ଦଶହାରା ଏବଂ...

ମରାଠୀ, ବେଙ୍ଗଲୀ ସମେତ ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା

ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଥିବା ପାଞ୍ଚଟି ଭାଷା ହେଉଛି ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ...

କୋଲକାତା ମାମଲା: କଲେଜ ପରିସରରେ ପୀଡ଼ିତା ଡାକ୍ତରଙ୍କ ଷ୍ଟାଚ୍ୟୁକୁ ନେଇ ବଢିଲା ଉତ୍ତେଜନା

କୋଲକାତା,୩।୧୦: ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ନିର୍ମମ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ କୋଲକାତାର ଆରଜି କର ମେଡିକାଲ କଲେଜରେ ଏବେ ଏକ ନୂଆ ବିବାଦ ଦେଖାଦେଇଛି। ଏହି ଘଟଣା ପରେ ଦୀର୍ଘ ଦିନ ଧରି ଏହାକୁ...

ବୈବାହିକ ବଳାତ୍କାରର ଅପରାଧୀକରଣକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୧୦: ସୁପ୍ରିମକୋର୍ଟରେ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଅନ୍ୟାନ୍ୟ “ଉପଯୁକ୍ତ ପରିକଳ୍ପିତ ଦଣ୍ଡବିଧାନ ବ୍ୟବସ୍ଥା” ଥିବାରୁ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। କେନ୍ଦ୍ର କହିଛି...

କେକ୍‌ ଖାଇଲେ ହୋଇପାରେ କ୍ୟାନ୍ସର: ସତର୍କ କରାଇଲା ଫୁଡ୍ ସେଫ୍‌ଟି ଅଥରିଟି

ବେଙ୍ଗାଲୁରୁ,୩।୧୦: ବଜାରରେ ମିଳୁଥିବା ଭଳିକି ଭଳି କେକ୍‌ ଖାଇଲେ ହୋଇପାରେ କ୍ୟାନ୍ସର। ବିଶେଷ କରି ସ୍ଥାନୀୟ ବେକେରୀ ମାନଙ୍କରେ ପ୍ରସ୍ତୁତ କେକ୍‌ରେ ଏହି ବିପଦ ଅଧିକ ରହିଛି। ନିକଟରେ କର୍ଣ୍ଣାଟକର ଖାଦ୍ୟ ନିୟାମକ ଦ୍ୱାରା କେକ୍ ନମୁନାରେ କର୍କଟ ସୃଷ୍ଟି...

ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେଙ୍କୁ ବଡ ଝଟ୍‌କା, ବାଜି ମାରିଲେ ଠାକରେ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଶିବସେନା ଏବଂ ଏହାର ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ବଡ ଝଟ୍‌କା ଲାଗିଛି। ଅପରପକ୍ଷେ, ଶିବସେନାର ଉଦ୍ଧବ ଦଳଟ୍ର ଭାଗ୍ୟ ଫଇଟିବା ପରି ମନେ ହେଉଛି। ଉଦ୍ଧବ ଠାକରେଙ୍କ ଶିବସେନା...

ମହାରାଷ୍ଟ୍ରରେ ପୁଣି ପାଲା ବଦଳାଇବା ଚକ୍କରରେ ପୂର୍ବତନ ମନ୍ତ୍ରୀ, ଭାଜପା ଛାଡି…

ମୁମ୍ବାଇ,୩।୧୦: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ର୍ନିିାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଭାଜପାର ବରିଷ୍ଠ ନେତା ହର୍ଷବର୍ଦ୍ଧନ ପାଟିଲ ଭାଜପା ଛାଡିବେ ବୋଲି ଅନୁମାନ କରାଯାଉଛି। ସେ ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଇ ପାରନ୍ତି ବୋଲି ଅନୁମାନ...

ଭାଜପାକୁ ଝଟ୍‌କା, ଗିରଫ ହେଲେ ଦ୍ରୌପଦୀ!

ନୂଆଦିଲ୍ଲୀ,୩।୧୦: ବିଆର ଚୋପ୍ରାଙ୍କ ଟେଲିଭିଜନ ସିରିଏଲ ‘ମହାଭାରତ’ରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭାଜପା ନେତା ରୂପା ଗାଙ୍ଗୁଲିଙ୍କୁ ଗିରଫ କରାଯାଇଛି। ବୁଧବାର ରାତିରୁ ସେ ସ୍ଥାନୀୟ ମହିଳା ଭାଜପା ନେତା ରୁବି...

କୋର୍ଟ ଭିତରେ ଓକିଲଙ୍କୁ କାହିଁକି ଗାଳି ଦେଲେ ସିଜେଆଇ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୩।୧୦: ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଜଣେ ଓକିଲଙ୍କୁ ତାଗିଦ କରିଛନ୍ତି। ଯେତେବେଳେ ଓକିଲ ବେଞ୍ଚକୁ କହିଥିଲେ ଯେ କୋର୍ଟରେ ଲିଖିତ ଆଦେଶର ବିବରଣୀ ବିଷୟରେ ସେ କୋର୍ଟ ମାଷ୍ଟରଙ୍କ ସହ କ୍ରସ-ଚେକ କରିଛନ୍ତି। ଓକିଲଙ୍କ ଏହି...

ନିର୍ବାଚନର ଦୁଇ ଦିନ ପୂର୍ବରୁ ହରିୟାଣାରେ ବଡ ଧରଣର ଅଦଳବଦଳ

ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସମୟରେ ଭାଜପାକୁ ବଡ଼ ଝଟକା ଲାଗିଛି। ଅଶୋକ ତନୱର ଦଳ ଛାଡି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଅଶୋକ ତନୱାର ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପାର୍ଟିକୁ ଫେରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ହାଇକମିଶନର, ବାଣିଜ୍ୟ କମିଶନର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri