ଜାତୀୟ

ଦିଲ୍ଲୀର ମୁଖାର୍ଜୀ ନଗର କୋଚିଂ ସେଣ୍ଟରରେ ଲାଗିଲା ନିଆଁ, ଥିଲେ ୪୦୦ ଛାତ୍ର

ନୂଆଦିଲ୍ଲୀ,୧୫।୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ଏକ ସଂସ୍କୃତ କୋଚିଂ ସେଣ୍ଟରରେ ନିଆଁ ଲାଗିଯିବା ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କୋଚିଂ ସେଣ୍ଟରରେ ଥିବା ଛାତ୍ରମାନେ ସେଠାରୁ ଡେଇଁ ଜୀବନ ବଞ୍ଚାଇଛନ୍ତି। ଖବର ପାଇଁ ୧୧ ଦମକଳ ଗାଡି...

ଜାନୁୟାରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ କରିଛନ୍ତି ଘରୋଇ ବିମାନ ଯାତ୍ରା: ଡିଜିସିଏ…

ନୂଆଦିଲ୍ଲୀ,୧୫।୬ : ଜାନୁଆରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ ଲୋକ ଘରୋଇ ବିମାନରେ ଯାତ୍ରା କରିଛନ୍ତି। ଗତ ବର୍ଷ ୨୦୨୨ରେ ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୪୬୭.୩୭ ଲକ୍ଷ ଥିଲା। ପୂର୍ବ ବର୍ଷ ତୁଳନାରେ ଜାନୁଆରୀରୁ ମେ ମାସରେ...

ଜେଡିୟୁ ଏକ ଛୋଟ ଦୋକାନ, କେତେବେଳେ ଆରଜେଡିରେ ହୋଇଯିବ ବିଲୟ: ଭାଜପା…

ନୂଆଦିଲ୍ଲୀ,୧୫।୬ : ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ବିହାର ଭାଜପାର ବରିଷ୍ଠ ନେତାଙ୍କ ଏକ ବୈଠକରେ ପୂର୍ବତନ ରାଜ୍ୟସଭା ଏମପି ସଞ୍ଜୟ ଜୈସୱାଲ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ସମ୍ପର୍କରେ...

ମୋଦିଙ୍କ ପିତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ, କଂଗ୍ରେସ ସଂସ୍କାରହୀନ ପାର୍ଟି ବୋଲି କହିଲା ଭାଜପା…

ଭୋପାଳ,୧୫।୬ : ମଧ୍ୟପ୍ରଦେଶରେ ପୂର୍ବତନ କଂଗ୍ରେସ ସଭାପତି ଅରୁଣ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପିତା ସ୍ବର୍ଗତ ଦାମୋଦର ଦାସ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏନେଇ ଭାଜପା କଂଗ୍ରେସକୁ ଘେରିଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଅରୁଣ ଯାଦବଙ୍କୁ...

ମୋଦିଙ୍କ ପିତାଙ୍କୁ ନେଇ ମନ୍ତବ୍ୟ, ଭାଜପା କହିଲା ଜବାବ ଦେବେ ଜନତା…

ଭୋପାଳ,୧୫।୬ : ମଧ୍ୟପ୍ରଦେଶରେ ପୂର୍ବତନ କଂଗ୍ରେସ ସଭାପତି ଅରୁଣ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତା ସ୍ବର୍ଗତ ଦାମୋଦର ଦାସ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅରୁଣ ଯାଦବଙ୍କ ଏହି ବିବୃତ୍ତିରେ ଭାଜପା ନେତାମାନେ କ୍ରୋଧିତ ହୋଇଛନ୍ତି। ମଧ୍ୟପ୍ରଦେଶ...

୨୦୨୪ରେ ବିରୋଧୀ ଏକତାକୁ ମିଳିବନି କିଛି ଲାଭ: ଗୁଲାମନବୀ…

ଶ୍ରୀନଗର,୧୫।୬ : ୫୦ ବର୍ଷ ଧରି କଂଗ୍ରେସରେ ଗାନ୍ଧୀ ପରିବାରର ନିକଟତର ରହିବା ପରେ ଡେମୋକ୍ରାଟିକ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) ଗଠନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କହିଛନ୍ତି ସେ ୨୦୨୪ ପୂର୍ବରୁ କୌଣସି ବିରୋଧୀ...

ଆଗୁଆ ହେବ ଲୋକସଭା ନିର୍ବାଚନ: ନୀତୀଶ କୁମାର…

ପଟନା,୧୫।୬ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଭାଜପା କ୍ଷମତାରେ ହ୍ୟାଟ୍ରିକ ଦାବି କରୁଥିବାବେଳେ ବିରୋଧୀ ଦଳ ପୁଣି ଥରେ ମହାମେଣ୍ଟ ପାଇଁ...

ୟୁନିଫର୍ମ ସିଭିଲ କୋଡ ଲାଗୁ ପାଇଁ ଦେଶବାସୀଙ୍କଠାରୁ ମତାମତ ଲୋଡିଲେ ଆଇନ ଆୟୋଗ…

ନୂଆଦିଲ୍ଲୀ,୧୫।୬ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ପୁଣି ଥରେ ଦେଶବାସୀଙ୍କଠାରୁ ମତାମତ ଲୋଡିଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ଜ୍ଞାନୀ ବ୍ୟକ୍ତି ତଥା ସମସ୍ତ ଧର୍ମର ପ୍ରମୁଖ ଧାର୍ମିକ ସଂଗଠନ ମାନଙ୍କୁ ମତାମତ ଦେବାକୁ କୁହାଯାଇଛି।...

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ବ୍ରେକ୍‌ …

ନୂଆଦିଲ୍ଲୀ, ୧୫।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

ବ୍ରିଜ ଭୂଷଣଙ୍କୁୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ପୋଲିସ ୧ହଜାର ପୃଷ୍ଠାର ଚାର୍ଜସିଟ ପଟିଆଲା ହାଉଓ କୋର୍ଟରେ ଦାଖଲ କରିଛି। ନାବାଳିକା...

ମାୟାବତୀଙ୍କ ସରକାର ସମୟରେ ତାଙ୍କ ଭାଇ-ଭାଉଜଙ୍କୁ ୪୬ ପ୍ରତିଶତ ରିହାତିରେ ମିଳିଥିଲା ୨୬୧ ଫ୍ଲାଟ…

ଲକ୍ଷ୍ନୌ,୧୫।୬ : ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ଭାଇ ଓ ଭାଉଜଙ୍କୁ ନୋଏଡାସ୍ଥିତ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ୪୬ ପ୍ରତିଶତ ରିହାତିରେ୨୬୧ ଫ୍ଲାଟ ବଣ୍ଟନ କରାଯାଇଥିଲା। ଆପାର୍ଟମେଣ୍ଟଟି...

ନୀତୀଶଙ୍କ ସୁରକ୍ଷାାରେ ତ୍ରୁଟି

ପାଟନା,୧୫।୬: ଗୁରୁବାର ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ନୀତୀଶ କୁମାର ସକାଳେ ମର୍ନିଂ ଓ୍ବାକରେ ଯାଇଥିଲେ। ସେ ଅଣେ ମାର୍ଗରେ ଥିବା ତାଙ୍କ ବାସଭବନ ନିକଟରେ ସକାଳେ ବୁଲୁଥିଲେ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri