ଜାତୀୟ

ରାଜସ୍ତାନରେ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣା: ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ନିଲମ୍ବିତ

ଜୟପୁର,୧୫।୬: ରାଜସ୍ଥାନର ଅଜମେର ଜିଲାରେ ଜନୈକ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଜଣେ ଆଇଏଏସ୍‌ ଏବଂ ଜଣେ ଆଇପିଏସ୍‌ ଅଧୀକାରୀଙ୍କୁ ନିଲମ୍ବନ କରାଯାଇଛି। ଦୁହିଁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଆଇଏଏସ୍‌ ଗିରିଧର ବେନିବାଲ...

ତିସ୍ତାଙ୍କୁ ୩୦ ଲକ୍ଷ ଦେଇଥିଲେ ଅହମ୍ମଦ ପଟେଲ, ଗୁଜରାଟ ସରକାରଙ୍କୁ ଅସ୍ଥିର କରିବା ଥିଲା ଉଦ୍ଦେଶ୍ୟ…

ଅହମଦାବାଦ,୧୫।୬ : ତିସ୍ତା ସେଟାଲଭାଡର ଜାମିନ ଆବେଦନକୁ ବିରୋଧ କରି ଗୁଜରାଟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ସେ ଜଣେ ରାଜନେତାଙ୍କ ପାଇଁ ସାଧନ ଭାବରେ କାର୍ଯ୍ୟ କରୁଥିଲେ। ସରକାର କରିଛନ୍ତି ଯଦି ତିସ୍ତା ସେଟାଲଭାଡ ଜାମିନ ପାଆନ୍ତି, ତେବେ ସେ...

ବିହାରରେ ସକ୍ରିୟ ପିଲା ଚାଲାଣ ର଼୍ୟାକେଟ୍‌

ପାଟନା,୧୫।୬: ଦେଶରେ ଗୋଲାପୀ ସହର ଭାବେ ପରିଚିତ ଜୟପୁରରେ ଏକ ଅଭାବନୀୟ ଘଯଣା ଘଟିଛି। ବାହାର ରାଜ୍ୟରୁ ପିଲାଙ୍କୁ କିଣି ଜୟପୁରସ୍ଥିତ ଭଟ୍ଟା ବସ୍ତିରେ କାମ କରାଯାଉଛି। ସୂଚନାମୁତାବକ, ଏଠାରେ ୨୨ଜଣ ପିଲାଙ୍କୁ ଜବରଦସ୍ତି ଗହଣା ତିଆରି କରିବା କାମରେ...

ମୋଦି ସରକାରଙ୍କ ‘ନାଲି ଆଖି’ରେ ଲାଗିଛି ଚାଇନା ଚଷମା: ଖାର୍ଗେ

ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ନିକଟରେ ଗଲଓ୍ବାନ ଖାଟିରେ ୩ ବର୍ଷ ପୂର୍ବେ ଅନେକେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନା ସେନାଙ୍କ ଅନୁପ୍ରବେଶକୁ ରୋକିବା ସମୟରେ ଏହି ଘଟଣାରେ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିଲା।ଏଥିରେ ୨୦...

ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ସିଂଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୫।୬: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ଅବତାର ସିଂଙ୍କ ମୃତ୍ୟୁ ହୋଇଛି। ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ...

ରାହୁଲଙ୍କ ହ୍ବିଲ ଯୋଜନା: ଆଗକୁ ବଢ଼ିବ କଂଗ୍ରେସ…

ନୂଆଦିଲ୍ଲୀ,୧୫।୬ : ରାହୁଲ ଗାନ୍ଧୀ ୱାଶିଂଟନ ଡିସିରୁ ଆମେରିକାର ନ୍ୟୁୟର୍କକୁ ଟ୍ରକ ଯୋଗେ ଯାତ୍ରା କରିଥିଲେ। ଏହାପୂର୍ବରୁ ରାହୁଲ ଏକ ଟ୍ରକରେ ଦିଲ୍ଲୀରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପରେ ଦଳ ଏହି...

ଅନୁରାଗ ଗୋଏଲ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ…

ଗୁଆହାଟୀ,୧୫।୬ : ଆସାମର ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅନୁରାଗ ଗୋଏଲଙ୍କୁ ନିଯୁକ୍ତ କରାଯାଇଛି। ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୦ (୧୯୫୦ ର ୪୩) ର ଧାରା ୧୩-ଏ ର ଉପ-ଧାରା...

ରାତିରେ ଉଡୁଥିବା ଝିଟିପିଟିର ମିଳିଲା ସନ୍ଧାନ…

ଆଇଜଲ,୧୫।୬ : ମିଜୋରାମ ୟୁନିଭରସିଟି ଏବଂ ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜି ଗବେଷକମାନେ ମିଜୋରାମର ଲଙ୍ଗଟଲାଇ ସହର ନିକଟରେ ଏକ ଉଡ଼ନ୍ତା ଝିଟିପିଟି ସନ୍ଧାନ ପାଇଛନ୍ତି। ଗବେଷକମାନେ ଏହାର ନାମ ଗେକୋ ମିଜର୍ମେନସିସ ବୋଲି ନାମକରଣ କରିଛନ୍ତି।...

ଭାରତରେ ବନ୍ଦ କରିଦେବୁ ଫେସବୁକ୍‌: କର୍ନାଟକ ହାଇକୋର୍ଟଙ୍କ ଚେତାବନୀ…

ବେଙ୍ଗାଲୁରୁ,୧୫।୬ : କର୍ନାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ଫେସବୁକ ରାଜ୍ୟ ପୋଲିସ ସହ ସହଯୋଗ କରିବାରେ ସକ୍ଷମ ନୁହେଁ, ତେବେ ଏହା ସମଗ୍ର ଭାରତରେ ଏହାର ସେବା ବନ୍ଦ କରିବାକୁ...

ଭାରତ ସୀମାରେ ପାକିସ୍ତାନ ଡ୍ରୋନ୍‌, ୨୫ରାଉଣ୍ଡ ଗୁଳି ଚଳାଇଲେ ଯବାନ

ଜୟପୁର,୧୫।୬: ପାକିସ୍ତାନର ଏକ ଡ୍ରୋନ୍‌ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଅନୁପଗଡ଼ରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ କୈଳାସ ପୋଷ୍ଟ ନିକଟରେ ଡ୍ରୋନର ଶବ୍ଦ ହୋଇଥିଲା। ଶଦ୍ଦ ଶୁଣିବା ପରେ ଭାରତୀୟ ଯବାନମାନେ ଏହା ଉପରେ ୨୫...

ମୋଦିଙ୍କ ଗସ୍ତ ପୂର୍ବରୁ ଏମକ୍ୟୁ-୯ବି ଡ୍ରୋନ ଚୁକ୍ତି କରିବାକୁ ଚାହୁଁଛି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଚାରି ଦିନିଆ ଗସ୍ତରେ ଆମେରିକା ଯିବେ। ସେ ଜୁନ ୨୧ ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ। ଏହି ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ...

ଆର୍‌ବିଆଇ ନିର୍ଦ୍ଦେଶକୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ,୧୫।୬(କୁଲ୍‌ଦୀପ୍‌ ସିଂ): ଜାଣିଶୁଣି ଋଣ ଖିଲାପ କରିଥିବା ବ୍ୟକ୍ତି ଓ ସଂସ୍ଥା ସହ ବୁଝାମଣା କରି ସେମାନଙ୍କ ଋଣକୁ ଫଇସଲା କରିବାକୁ ଗତ ୮ ତାରିଖରେ ଆର୍‌ବିଆଇ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ବିରୋଧରେ କଂଗ୍ରେସ କେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri