ଜାତୀୟ

ମଣିପୁରକୁ ସର୍ବଦଳୀୟ ପ୍ରତିନିଧି ପଠାଅ: କଂଗ୍ରେସ

ନୂଆଦିଲ୍ଲୀ, ୧୩ା୬: ହିଂସା ପ୍ରବଣ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ହେଲେ ସେଠାକୁ ସର୍ବଦଳୀୟ ପ୍ରତିନିଧି ପଠାଇବାକୁ ସୋମବାର କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ମାସରେ ମନ୍‌ କୀ ବାତ୍‌ କରୁଥିବାବେଳେ ଅନ୍ତତଃ ଥରେ ‘ମଣିପୁର...

କର୍ନାଟକରେ ଭାଜପା-ଜେଡିଏସ ମଧ୍ୟରେ ହୋଇପାରେ ମେଣ୍ଟ, ଜାଣନ୍ତୁ କ’ଣ କହିଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୧୨।୬: ସମସ୍ତ ମୁଖ୍ୟ ଦଳ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳର ବଡ ନେତାମାନେ ସମସ୍ତ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ...

ରାପିଡୋ, ଉବରକୁ ସୁପ୍ରିମକୋର୍ଟର ଝଟକା, ବାଇକ-ଟ୍ୟାକ୍ସି ଉପରେ ଲାଗୁରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୨।୬: ବାଇକ-ଟ୍ୟାକ୍ସି ଏଗ୍ରିଗେଟର୍ସ ରାପିଡୋ ଏବଂ ଉବରକୁ ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସିକୁ...

କର୍ନାଟକ ପରେ ମଧ୍ୟପ୍ରଦେଶରେ ୫ ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ, ସରକାରକୁ ଆସିଲେ ମିଳିବ ଏହି ସୁବିଧା

ଭୋପାଳ,୧୨।୬: କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଚଳିତ ବର୍ଷ ଶେଷରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଭିଯାନ କରିଛନ୍ତି। ପ୍ରିୟଙ୍କା ସୋମବାର ଜବଲପୁରରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରିୟଙ୍କା...

ଜୁଲାଇ ୪ରେ ହେବ ଭାରତୀୟ କୁସ୍ତି ସଂଘର ନିର୍ବାଚନ

ନୂଆଦିଲ୍ଲୀ,୧୨।୬: କୁସ୍ତିଯୋଦ୍ଧାଙ୍କ ଦ୍ୱାରା କୁସ୍ତି ମହାସଂଘ ଉପରେ କରାଯାଇଥିବା ଗୁରୁତର ଅଭିଯୋଗ ପରେ ଅଲିମ୍ପିକ ଆସୋସିଏଶନ ସୋମବାର ଡବ୍ଲୁଏଫଆଇର ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଆସନ୍ତା ଜୁଲାଇ ୪ ରେ ନିର୍ବାଚନ ହେବ ବୋଲି ଜଣାପଡିଛି। ସୂଚନାନୁସାରେ,...

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୨।୬: ସୋମବାର ବମ୍ବେ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ମାମଲାରେ ଗୁଜରାଟ କୋର୍ଟରେ ହାଜର ହେବା ପାଇଁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଅବଧିକୁ କୋର୍ଟ ଅଗଷ୍ଟ ୨ ପର୍ଯ୍ୟନ୍ତ ବୃଦ୍ଧି...

ମଙ୍ଗଳବାର ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଯୁକ୍ତି ମେଳା ଅଧୀନରେ ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନିଯୁକ୍ତି ମେଳାର କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଥିରେ...

ଭୀଷଣ ହେଉଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’: ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷୟକ୍ଷତି ହେଲେ ତୁରନ୍ତ ସହାୟତା ପାଇଁ ପ୍ରସ୍ତୁତ ହେବା ସହିତ ଜରୁରୀ ସେବା ଯେପରି ଲୋକଙ୍କ ନିକଟରେ ପହଞ୍ଚି...

ନେଶନାଲ ହାଇଓ୍ବେ କଡରୁ ମିଳିଲା ଭାଜପା ମହିଳା ନେତାଙ୍କ ମୃତ ଶରୀର

ଗୁଆହାଟି,୧୨।୬: ଆସାମ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ମହିଳା ନେତାଙ୍କୁ ହତ୍ୟା କରିବା ପରେ ଅଜ୍ଞାତ ବ୍ୟକ୍ତିମାନେ ତାଙ୍କ ମୃତଦେହକୁ ଗୋଲପାଡା ଜିଲ୍ଲାର ଜାତୀୟ ରାଜପଥ ୧୭ କଡରେ ପକାଇ ଦେଇଥିବା ସୂଚନା ମିଳିଛି। ସୋମବାର ଏହି ଘଟଣା ଘଟିଛି।...

ମୁହଁ ଦେଖାଇବାକୁ ଯୋଗ୍ୟ ନାହାନ୍ତି ରାହୁଲ ଗାନ୍ଧୀ ସେଥିପାଇଁ ଭଉଣିଙ୍କୁ ପଠାଇଛନ୍ତି, ପ୍ରୟଙ୍କାଙ୍କ ଗସ୍ତକୁ ନେଇ ବର୍ଷିଲେ ଅନୁରାଗ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶର ଜବଲପୁର ଗସ୍ତରେ ଅଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଯେ ୨୦୧୮ରେ ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀ ଦେଇଥିବା ପ୍ରତିଶ୍ରୁତି ପୂରଣ...

ଡରାଉଛି ‘ବିପର୍ଯ୍ୟୟ’, ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ସମୁଦ୍ରରେ ଉଠୁଛି ଉଚ୍ଚ ଲହଡି

ମୁମ୍ବାଇ,୧୨।୬: ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଦେଶର ପଶ୍ଚିମ ଉପକୂଳରେ ଏହାର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି। ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ଉପକୂଳରେ ପ୍ରବଳ ପବନ ବହୁଛି। ସମୁଦ୍ରର ମଧ୍ୟଭାଗରୁ ଉଚ୍ଚ ଉଚ୍ଚ ଲହଡି ଉପରକୁ ଉଠି କୂଳକୁ ଲଂଘୁଛି।...

ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲଲା! ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରାଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୨।୬: ୨୦୨୪ ଜାନୁୟାରୀ ୨୨ ରେ ଅଯୋଧ୍ୟାରେ ରାମଲାଲାଙ୍କ ବିରାଜମାନର ପୂଜା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଛି। ଯାହା ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସିି ପ୍ରତିକ୍ରିୟା ମିଳିନାହିଁ। ଏହି ସୂଚନା ରାମ ମାଣ୍ଡିର ଟ୍ରଷ୍ଟ ଦ୍ୱାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri