ଜାତୀୟ

ଭାରତରେ ବ୍ୟାନ୍‌ ହେବ ଅନ୍‌ଲାଇନ ଗେମ୍‌!

ନୂଆଦିଲ୍ଲୀ,୧୨।୬: ମୋବାଇଲ ଭିଡିଓ କିମ୍ବା ଅନ୍‌ଲାଇନ ଗେମ୍‌ ସମ୍ବନ୍ଧରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ତିନି ପ୍ରକାରର ଖେଳ ଯାହା ଉପଭୋକ୍ତାଙ୍କୁ କ୍ଷତି ପହଞ୍ଚାଇପାରେ କିମ୍ବା କ୍ଷତି ପହଞ୍ଚାଇଛି, ସେହି ଭଳି ଗେମ୍‌କୁ ଅନୁମତି ଦିଆଯିବ ନାହିଁ ବୋଲି...

‘ଅନେକ ପ୍ରମାଣ ଅଛି, ଏବେ କ’ଣ ଚାହୁଁଛନ୍ତି’, ଦିଲ୍ଲୀ ପୋଲିସକୁ ବଜରଙ୍ଗ ପୁନିଆଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୨।୬: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ଜାରି ରହିଛି। ବର୍ତ୍ତମାନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ଉପରେ ପ୍ରଶ୍ନ କରିଛନ୍ତି। ପୁନିଆ କହିଛନ୍ତି...

କୋଓ୍ବିନ ପ୍ଲାଟଫର୍ମରୁ ଲିକ୍‌ ହୋଇଛି ଆଧାର ତଥ୍ୟ: ଟିଏମସି…

କୋଲକାତା,୧୨।୬ : ସୋସିଆଲ ମିଡିଆ ଆପ୍ଲିକେଶନ ଟେଲିଗ୍ରାମରେ ଉପଲବ୍ଧ କୋଭିଡ -୧୯ ଟିକାକରଣ ଟ୍ରାକିଂ ପ୍ଲାଟଫର୍ମ କୋୱିନ ମାଧ୍ୟମରେ ଆଧାର ତଥ୍ୟ ଲିକ୍‌ ହୋଇଛି। ବରିଷ୍ଠ ରାଜନୈତିକ ନେତାଙ୍କ ବିବରଣୀ ଚୋରି କରାଯାଇଛି ବୋଲି ଟିଏମସି ସୋମବାର ଅଭିଯୋଗ କରିଛି।...

ଲଭ ଜିହାଦ ନେଇ ଇନ୍ଦ୍ରେଶ-ପଙ୍କଜା ମୁହାଁମୁହିଁ…

ଭୋପାଳ,୧୨।୬ : ଲଭ-ଜିହାଦ ପ୍ରସଙ୍ଗରେ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ଜବଲପୁରରେ ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଲଭ ଜିହାଦ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପ୍ରେମ ହେଉଛି ପ୍ରେମ। ଏହାକୁ ସମ୍ମାନ ଦେବା ଉଚିତ।...

ଶହେ ତଳେ ଦୈନିକ ସଂକ୍ରମଣ …

ନୂଆଦିଲ୍ଲୀ, ୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

‘ବିପର୍ଯ୍ୟୟ’ଯୋଗୁ ବିଗିଡିଲା ପାଗ, ବିମାନ ଉଡାଣ ବିଳମ୍ବ ଯୋଗୁ ମୁମ୍ବାଇ ଏୟାରପୋର୍ଟରେ ବିଶୃଙ୍ଖଳା

ମୁମ୍ବାଇ,୧୨।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ପାଇଁ ବଦଳିଯାଇଛି ମୁମ୍ବାଇର ପାଣିପାଗ। ଏଥିପାଇଁ ରବିବାର ରାତିରେ ଅନେକ ବିମାନରେ ବିଳମ୍ବ ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ହୋଇଥିଲା। ବିମାନ ଉଡ଼ାଣରେ ବିଳମ୍ବ ହେତୁ ଯାତ୍ରୀମାନଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡିଲା ଏବଂ...

ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ର ପ୍ରସ୍ତୁତିକୁ ନେଇ ଦିନ ଗୋଟାଏରେ ସମିକ୍ଷା ବୈଠକ କରିବେ ମୋଦି

ନୂଅଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ୧ଟାରେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିବେ। ଏଥିରେ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। କୁହାଯାଇଛି ଯେ ଏନଡିଆରଏଫ ସହ ଜଡିତ ଏଜେନ୍ସି ଏବଂ...

‘କାଶୀ ପର୍ଯ୍ୟନ୍ତ ପହଞ୍ଚିଛି ବିକାଶର ଏଜେଣ୍ଡା’, ଜି-୨୦ ବୈଠକରେ କହିଲେ ମୋଦି- ‘ମଦର ଅଫ ଡେମୋକ୍ରେସି’ର ସବୁଠାରୁ ପୁରୁଣା ସହରକୁ ସ୍ବାଗତ

ନୂଆଦିଲ୍ଲୀ,୧୨।୬: ଉତ୍ତର ପ୍ରଦେଶର ବାରାଣସୀରେ ସୋମବାର ଜି-୨୦ ଦେଶର ଡେଭଲପମେଣ୍ଟ ମିନିଷ୍ଟରଙ୍କ ବୈଠକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରି ପ୍ରତିନିଧିମାନଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣ...

୧୫୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ-ଓ୍ବେବସାଇଟ ବ୍ୟାନ୍‌…

ନୂଆଦିଲ୍ଲୀ,୧୨।୬ : ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୫୦ରୁ ଅଧିକ ୱେବସାଇଟ ଏବଂ ୟୁଟ୍ୟୁବ ଆଧାରିତ ନ୍ୟୁଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛି। ୨୦୨୧ ମସିହାରୁ ଚାଲୁଥିବା ଏହି ୱେବସାଇଟଗୁଡିକ ଉପରେ ନିଷେଧାଦେଶ ସମ୍ପର୍କରେ...

ଏନସିପିରେ ଅଦବଦଳକୁ ନେଇ ସାମନା ଲେଖିଛି, ନିଜ ଉପରେ ଲାଗିଥିବା ଭାଜପାର ଷ୍ଟାମ୍ପକୁ ଅଜିତ ପାଓ୍ବାରଙ୍କୁ କରିବାକୁ ପଡିବ ଦୂର

ମୁମ୍ବାଇ,୧୨।୬: ମହାରାଷ୍ଟ୍ରରେ ଶନିବାର ଏନସିପିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇଁ ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ନିଯୁକ୍ତ କରାଯାଇଛି। ଏନସିପିରେ ଏହି ଅଦଳବଦଳ ପରେ ଉଦ୍ଧବ ଦଳ ଶିବସେନା ତା’ର ମୁଖପତ୍ର ‘ସାମାନା’ରେ ଅଜିତ ପାଓ୍ବାରଙ୍କୁ ଟାର୍ଗେଟ କରିଛି।...

‘ନୀତୀଶ କୁମାର ନେତା ନୁହେଁ ଜଣେ ଲେଖକ’: ସୁଶିଲ ମୋଦି

ପାଟନା,୧୨।୬: ଆସନ୍ତା ବର୍ଷ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୩ ଜୁନରେ ପାଟନାରେ ବିରୋଧୀ ଦଳର ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ବହୁ ଦଳର ନେତା ଯୋଗ ଦେବାର କାର୍ଯ୍ୟକ୍ରମ...

ଅମିତ ଅଗ୍ରଓ୍ବାଲ ଆଧାର ସିଇଓ: ଶାସନର ଶୀର୍ଷ ସ୍ତରରେ କେନ୍ଦ୍ର ସରକାରଙ୍କ ୧୩ ଅଦଳବଦଳ…

ନୂଆଦିଲ୍ଲୀ,୧୨।୬ : ପ୍ରଶାସନର ଶୀର୍ଷ ସ୍ତରରେ କେନ୍ଦ୍ର ସରକାର ୧୩ ଆଇଲଏସ ଅଧିକାରୀଙ୍କ ବଡ଼ ଅଦଳବଦଳ କରିଛନ୍ତି। ଏହା ଅଧୀନରେ ବରିଷ୍ଠ ଆଇଏଏସ ଅଧିକାରୀ ଅମିତ ଅଗ୍ରୱାଲଙ୍କୁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri