ଜାତୀୟ

‘ମୁଁ ମୋଗଲଙ୍କୁ ଭଲପାଏ ନାହିଁ’,ଓଓ୍ବାଇସି କହିଲେ ଲାଗୁଛି ଯେମିତି ଲାଲକିଲା ମୋଦି ନିର୍ମାଣ କରିଛନ୍ତି

ନୂଆଦିଲ୍ଲୀ,୧୨।୬: ଔରଙ୍ଗଜେବ ଓ ଟିପୁ ସୁଲତାନଙ୍କୁ ନେଇ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଅଲ ଇଣ୍ଡିଆ ମଜଲିସ ଏ ଇନ୍ତେହାଦୁଲ ମୁସଲିମନ(ଏଆଇଏମଆଇଏମ) ନେତା ତଥା ଏମପି ଅସଦୁଦ୍ଦିନ ଓଓ୍ବାଇସି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓୱାଇସି କହିଛନ୍ତି...

ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ବିପଦ: ବିମାନ ଉଡ଼ାଣରେ ବିଳମ୍ବ, ସୌରାଷ୍ଟ୍ର-କଚ୍ଛର ୬ ଜିଲାରେ ହାଇ ଅଲର୍ଟ…

ଅହମଦାବାଦ,୧୨।୬ : ପୁଣି ଥରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନିକ ଝଡ ବିପର୍ଯ୍ୟୟର ବିପଦ ଦେଖାଦେଇଛି। ପାଣିପାଗ ବିଭାଗ ଅନୁସାରେ ବିପର୍ଯ୍ୟୟ ଆହୁରି ଭୟଙ୍କର ରୂପ ନେଇଛି। ଏ ସମ୍ପର୍କରେ ସୌରାଷ୍ଟ୍ର-କଚ୍ଛର ୬ ଟି ଜିଲାରେ ହାଇ ଅଲର୍ଟ ଜାରି କରାଯାଇଛି।...

ଅନ୍ୟ ରାଜ୍ୟ ପାଇଁ କେନ୍ଦ୍ର ଆଣିବ ଅଧ୍ୟାଦେଶ

ନୂଆଦିଲ୍ଲୀ, ୧୨ା୬ : ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା...

ଭବିଷ୍ୟତରେ ତାମିଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ: ଶାହା

ଚେନ୍ନାଇ/ଭେଲୋର,୧୨ା୬: ଭବିଷ୍ୟତରେ ଜଣେ ତାମିଲ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ। ଅତୀତରେ ଡିଏମ୍‌କେ ଯୋଗୁ ଏପରି ସୁଯୋଗ ଦୁଇଥର ହାତଛଡ଼ା ହୋଇଛି ବୋଲି ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଚେନ୍ନାଇରେ ଆୟୋଜିତ ଭାଜପାର ଏକ ରୁଦ୍ଧଦ୍ୱାର ବୈଠକରେ ଶାହା...

ନୂଆ ଦଳ ଗଢ଼ିବେନି ସଚିନ ପାଇଲଟ

ଦାଉସା, ୧୨ା୬(ପି.ଟି.) : ରାଜସ୍ଥାନର ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ନୂଆ ଦଳ ଗଢ଼ିବେ ନାହିଁ। ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରବିବାର ନିଜ ନିର୍ବାଚନ ମଣ୍ଡଳୀ...

ନୀତୀନ ଅଗ୍ରଓ୍ବାଲ ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ,୧୨ା୬: କେରଳ କ୍ୟାଡର ୧୯୮୯ ବ୍ୟାଚ୍‌ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ନୀତୀନ ଅଗ୍ରଓ୍ବାଲଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ମୁଖ୍ୟାଳୟରେ...

ଆତଙ୍କବାଦୀ ନେଟ୍‌ଓ୍ବର୍କରେ ମହିଳା, ନାବାଳିକାଙ୍କୁ ସାମିଲ କରିଛି ଆଇଏସ୍‌ଆଇ

ଶ୍ରୀନଗର, ୧୨ା୬(ପି.ଟି.) : ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଆତଙ୍କବାଦୀ ସଂଗଠନର ମୁଖ୍ୟମାନେ କଶ୍ମୀରରେ ଥିବା ଆତଙ୍କବାଦୀମାନଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ତଥା ବାର୍ତ୍ତା ପ୍ରେରଣ ଲାଗି ମହିଳା, ନାବାଳିକା ଓ ନାବାଳକମାନଙ୍କୁ ସାମିଲ କରୁଥିବା ସାମ୍‌ନାକୁ ଆସିଛି। ଏହା...

ଯବାନଙ୍କ ସ୍ତ୍ରୀଙ୍କୁ ୪୦ ଜଣଙ୍କ ଆକ୍ରମଣ

ଚେନ୍ନାଇ, ୧୨ା୬ : ତାମିଲନାଡୁର ଥିରୁଭାନ୍ନମଲାଇ ଜିଲାରେ ଜଣେ ସେନା ଯବାନଙ୍କ ସ୍ତ୍ରୀଙ୍କୁ ପ୍ରାୟ ୪୦ ଜଣ ଲୋକ ଆକ୍ରମଣ କରିବା ସହ ଅର୍ଦ୍ଧଉଲଗ୍ନ କରିଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ମହିଳାଙ୍କ ଛାତି ଓ ତଳିପେଟକୁ ଗୋଇଠା ମାରିବା ସହ...

ମନ୍ଦିର ଆନ୍ଦୋଳନର ମୁଖ୍ୟ ଦେବକୀ ନାମ୍ବିସାନ୍‌ଙ୍କ ପରଲୋକ

ଥ୍ରିଶୂର୍‌, ୧୨ା୬: ୧୯୫୬ରେ ମନ୍ଦିର ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇ ଦଳିତ ମହିଳାମାନଙ୍କ ଅଧିକାର ପାଇଁ ଲଢ଼ିଥିବା ଦେବକୀ ନାମ୍ବିସାନ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଭେଲୁର ନିକଟ ମନିମଲାରକାଭୁ ମନ୍ଦିର ବାର୍ଷିକ ଉତ୍ସବରେ ନାୟାର...

ପାଇଖାନା ପାଣି ପିଇବାକୁ ବାଧ୍ୟ କରାଯାଇଥିଲା

କୋଚି, ୧୨ା୬(ଆଇଏଏନ୍‌ଏସ୍‌): ନାଇଜେରିଆ ଜେଲରେ ୧୦ ମାସ ରହିବା ପରେ ଶନିବାର ଘରକୁ ଫେରିଥିବା କେରଳର ୩ ଜଣ ନାବିକ ଗଣମାଧ୍ୟମ ଆଗରେ ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। ବନ୍ଦୀ ଥିବାବେଳେ ସେମାନଙ୍କୁ ଶୌଚାଳୟ ପାଣି ପିଇବାକୁ ବାଧ୍ୟ...

ଜଳବାୟୁ ପରିବର୍ତ୍ତନ ଯୋଗୁ ଅସୁରକ୍ଷିତ ଭାରତ

କୋଏମ୍ବାଟୁର, ୧୨।୬: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ଅସୁରକ୍ଷିତ। ଏହା ପଛର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି ବୋଲି ଜାତିସଂଘ ଏନ୍‌ଭାଇରୋନମେଣ୍ଟାଲ ପ୍ରୋଗ୍ରାମ (ୟୁଏନ୍‌ଇପି) ଏକ୍‌ଜିକ୍ୟୁଟିଭ୍‌ ଡିରେକ୍ଟର ଏରିକ୍‌ ସୋଲହେମ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ୱରେ ପଡ଼ୁଥିବାବେଳେ...

ବିଳାସପୁରରେ ଟଳିଲା ବାଲେଶ୍ୱର ଭଳି ଟ୍ରେନ୍‌ ଦୁର୍ଘଟଣା

ବିଳାସପୁର, ୧୨ା୬ : ବାଲେଶ୍ୱରର ବାହାନଗା ବଜାର ରେଳଷ୍ଟେଶନ ନିକଟରେ ମର୍ମନ୍ତୁଦ ଟ୍ରିପଲ୍‌ ଟ୍ରେନ୍‌ ଧକ୍କା ପରେ ଦୁର୍ଘଟଣା ରେଲ୍‌ଓ୍ବେର ପିଛା ଛାଡ଼ୁନାହିଁ। ଶନିବାର ସନ୍ଧ୍ୟାରେ ଛତିଶଗଡ଼ର ବିଳାସପୁର ଜିଲାରେ ଦୁଇଟି ଟ୍ରେନ୍‌ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମେମୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri