ଜାତୀୟ

ସ୍ବାଦର ଅନନ୍ୟ ପରମ୍ପରା ଗୁଡ଼

ଗୁଡ଼ ଆମ ସଂସ୍କୃତି, ପରମ୍ପରା ସହ ବେଶ୍‌ ନିବିଡଭାବେ ଜଡ଼ିତ। ତା’ର ମିଠାପଣ କେବଳ ପାଟିକୁ ମିଠା କରେନା ବରଂ ଆମ ପର୍ବପର୍ବାଣିକୁ ଖାସ୍‌ କରାଏ। ସେ ପଞ୍ଚାମୃତ ହେଉକି ରଜପର୍ବର ଆକର୍ଷଣ ପୋଡ ପିଠା, ଏ ସବୁ ତ...

ପଞ୍ଜାବ ସରକାରଙ୍କ ବଡ ନିଷ୍ପତ୍ତି, ପେଟ୍ରୋଲ ଡିଜେଲ ଉପରେ ବଢିଲା ଭାଟ

ଚଣ୍ଡିଗଡ଼,୧୧।୬: ପଞ୍ଜାବ ସରକାର ଏକ ବଡ ନିଷ୍ପତ୍ତି ନେଇ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପଞ୍ଜାବର ଲୋକଙ୍କୁ ଏକ ଲିଟର ପେଟ୍ରୋଲ ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଏଥି...

‘କେନ୍ଦ୍ରର ଅଧ୍ୟାଦେଶ ଜନତାଙ୍କ ମୁହଁରେ ଚାପୁଡା’, ଆତିଶି କହିଲେ ଦିଲ୍ଲୀରେ ଚାଲିଛି ଭାଜପାର ଏକଛତ୍ରବାଦୀ ଶାସନ

ନୂଆଦିଲ୍ଲୀ,୧୧।୬: ରାଜଧାନୀ ଦିଲ୍ଲୀରେ ଆମ ଆଦମି ପାର୍ଟି(ଏଏପି) ରବିବାର ମହାରାଲି କରିବାକୁ ଯାଉଛି। ଏହା ପୂର୍ବରୁ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି କେନ୍ଦ୍ର ସରକାର ଓ ଭାଜପା ଉପରେ ଖୁବ ବର୍ଷିଛନ୍ତି। ସେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଦିଲ୍ଲୀ...

‘ଜାତି ଆଧାରରେ ମିଳିବ ନାହିଁ ସଂରକ୍ଷଣ’,ଅମିତ ଶାହାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ମୁମ୍ବାଇ,୧୧।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ମହାରାଷ୍ଟ୍ରର ନାଂଦେଡ ଗସ୍ତ କରି ଏକ ଜନ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମ୍ବୋଧନରେ ସେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ। ଏବେ ଶିବସେନା(ୟୁବିଟି)ଏମପି ସଞ୍ଜୟ ରାଉତ ଶାହାଙ୍କ ଭାଷଣକୁ ନେଇ...

ମଣିପୁର ପାଇଁ ଶାନ୍ତି କମିଟି ଗଠିତ

ନୂଆଦିଲ୍ଲୀ/ଗୁଆହାଟୀ, ୧୧ ।୬:  ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଶାନ୍ତି କମିଟିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,...

ପୁଣି ପ୍ରଧାନମନ୍ତ୍ରୀ ହେବେ ମୋଦି, ଅଧାରୁ ଇସ୍ତଫା ଦେଇ ହେବେ ରାଷ୍ଟ୍ରପତି: ଟିକାଏତ…

ନୂଆଦିଲ୍ଲୀ,୧୦।୬ : ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ଦଳଗୁଡିକ ସେମାନଙ୍କ ସଂଗଠନର ପରିବର୍ତ୍ତନରୁ କାର୍ଯ୍ୟ କରିବାର ପଥରେ ଆଗେଇଛନ୍ତି । ଏହି ସମୟରେ କୃଷକ ନେତା ରାକେଶ ଟିକାଏତ ମଧ୍ୟ ଏହି...

ଆସନ୍ତା ୧୨ ଘଣ୍ଟାରେ ଭୟଙ୍କର ହେବ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ: ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୬ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଅଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଦିଗରେ ଧୀରେ ଧୀରେ ଗତି...

ରାହୁଲଙ୍କ ଦାଢ଼ି ଲାଡେନ ଭଳି , ନୀତୀଶ ବିହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ: ସମ୍ରାଟ ଚୌଧୁରୀ…

ପାଟନା,୧୦।୬ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ସମେତ ଅନ୍ୟ ଦଳର ନେତାମାନେ ନେଶର ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ଏହି କ୍ରମରେ ବିହାର ଭାଜପା ସଭାପତି ସମ୍ରାଟ ଚୌଧୁରୀ ମଧ୍ୟ...

ରାଜସ୍ଥାନରେ ପୁଣି କ୍ଷମତାକୁ ଫେରିବ କଂଗ୍ରେସ: ଅଶୋକ ଗେହଲୋଟ…

ଜୟପୁର,୧୦।୬ : ରାଜସ୍ଥାନରେ କଂଗ୍ରେସର ଘର କଳି ପଦାରେ ପଡ଼ିଛି। କିନ୍ତୁ ଏସବୁ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପୁଣି ଥରେ ଭାାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଗେହଲୋଟ କହିଛନ୍ତି ନିର୍ବାଚନକୁ ଭାଜପା ସାମ୍ପ୍ରଦାୟିକ ରଙ୍ଗ ଦେଇଥାଏ, କିନ୍ତୁ...

ଗର୍ଭବତୀଙ୍କୁ ପଢ଼ିବାକୁ କୁହାଯିବ ରାମାୟଣ-ଗୀତା: ରାଷ୍ଟ୍ରୀୟ ସେବିକା ସଂଘ…

ନୂଆଦିଲ୍ଲୀ,୧୦।୬ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ରାଷ୍ଟ୍ରୀୟ ସେବିକା ସଂଘ ପକ୍ଷରୁ ରବିବାର ଏକ ନୂତନ ଅଭିଯାନ ଆରମ୍ଭ ହେବ। ଏହା ଅନ୍ତର୍ଗତ ସଂଘ ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାରେ ଧାର୍ମିକ ପୁସ୍ତକ ପାଠ କରିିବାକୁ ଉତ୍ସାହିତ କରିବ। ସେବିକା ସଂଘର...

ଧାରା ୩୭୦ ଉଚ୍ଛେଦ ସମୟରେ କେନ୍ଦ୍ର ସହ ଥିଲେ, ଏବେ ବିରୋଧୀଙ୍କ ସମର୍ଥନ ଲୋଡୁଛନ୍ତି, କେଜରିଓ୍ବାଲଙ୍କୁ ଓମାରଙ୍କ ସମାଲୋଚନା …

ଶ୍ରୀନଗର,୧୦।୬ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ...

ଶାହିଦା ବିକଶିତ କଲେ ସ୍ମାର୍ଟ ଚାବି,ଛୋଟ ପିଲା ଚଳାଇ ପାରିବେନି ଗାଡ଼ି…

ଶ୍ରୀନଗର,୧୦।୬ : ବାରମୁଳାର ଶାହିଦା ବାନୋ ଅଳ୍ପ ବୟସର ଚାଳକଙ୍କ ଦ୍ୱାରା ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ସ୍ମାର୍ଟ ଚାବି ବିକଶିତ କରିଛନ୍ତି। ଶାହିଦା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ, ଫତେହଗଡ ଏବଂ ଶେରି ନରଭା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri