ଜାତୀୟ

ବେଆଇନ ଖାଦାନ ଭୁଶୁଡିି ୩ ମୃତ, ଅନେକ ଫସିରହିଥିବା ଆଶଙ୍କା

ରାଞ୍ଚି,୯।୬: ଝାଡଖଣ୍ଡର ଭୌରା କୋଲିୟରୀ ଅଞ୍ଚଳରେ ଶୁକ୍ରବାର ବେଆଇନ ଖନନ ବେଳେ ଖାଦାନ ଭୁଶୁଡିି ଅତି କମରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ, ଆହୁରି ଅନେକ ଲୋକ ଏଥିରେ ଫସିଥିବାର ଆଶଙ୍କା କରାଯାଉଥିବା ଜଣେ ଅଧିକାରୀ ସୂଚନା...

କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ କ୍ଲିନଚିଟ୍‌

ନୂଆଦିଲ୍ଲୀ୯।୬:ଦିଲ୍ଲୀ ପୋଲିସ ପକ୍ଷରୁ କୁସ୍ତିଯୋଦ୍ଧାଙ୍କୁ ମିଳିଛି କ୍ଲିନଚିଟ୍‌।  ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ସମୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ନାରା ଲଗାଇଥିବାର ଏକ ଭିଡିଓ କ୍ଲିପ୍‌ ଦିଲ୍ଲୀ ପୋଲିସକୁ ମିଳିଥିଲା। ଯାହା ମାଧ୍ୟମରେ ପୋଲିସ ସେମାନଙ୍କ ନାଁରେ ମାମଲା...

‘ପାକିସ୍ତାନ ଉପରେ ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିବା ଉଚିତ’, ରାଜ୍ୟପାଳ ପୋରୋହିତ

ଚଣ୍ଡିଗଡ଼,୯।୬: ପାକିସ୍ତାନ ଉପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରାଯିବାକୁ ଦାବି ଉଠିଛି। ପଞ୍ଜାବର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ କହିଛନ୍ତି ପାକିସ୍ତାନ ଦ୍ୱାରା ଲଗାତାର ଡ୍ରୋନ ମାଧ୍ୟମରେ ଭାରତକୁ ଡ୍ରଗ୍ସ, ନିଶା ଔଷଧ ପଠାଯାଉଛି। ଯଦି ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ...

ରାହୁଲଙ୍କୁ ସମାଲୋଚନା ପରେ ଜୟଶଙ୍କରଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୯।୬: ରାହୁଲ ଗାନ୍ଧୀ ଆମେରିକାରେ ଦେଇଥିବା ମନ୍ତବ୍ୟକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କଂଗ୍ରେସକୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାହୁଲ ଗାନ୍ଧୀ ବିଦେଶରେ ଭାରତକୁ ସମାଲୋଚନା କରିବା ଏବଂ ରାଜନୀତିକ ମନ୍ତବ୍ୟ ଦେବା ତାଙ୍କର ଏକ ଅଭ୍ୟାସ।...

ଗ୍ୟାଙ୍ଗଷ୍ଟର ସଞ୍ଜୀବଙ୍କ ପତ୍ନୀ ପାୟଲଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୬: ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କ ପତ୍ନୀ ପାୟଲ ମହେଶ୍ୱରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଲକ୍ଷ୍ନୌ କୋର୍ଟ ପରିସରରେ ସଞ୍ଜୀବଙ୍କୁ ହତ୍ୟା କରାଯିବା ପରେ ଶବ ସଂସ୍କାର ପାଇଁ ତାଙ୍କ ପତ୍ନୀ କୋର୍ଟଙ୍କୁ କିଛିଦିନ ପାଇଁ ଜାମିନ କରିବା ଲାଗି...

ମଣିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ ବିରୋଧରେ ମାମଲାର ଶୀଘ୍ର ଶୁଣାଣି କରିବାକୁ ମନା କଲେ ଏସ୍‌ସି

ନୂଆଦିଲ୍ଲୀ,୯।୬: ସୁପ୍ରିମକୋର୍ଟ ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଜାରି ହୋଇଥିବା ଇଣ୍ଟରନେଟ୍‌ ନିଷେଧାଦେଶ ବିରୋଧରେ ରାଜ୍ୟରୁ ୨ ଜଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବେସ ଏବଂ ଜଷ୍ଟିସ...

କୁସ୍ତିଯୋଦ୍ଧାଙ୍କ ମାମଲାରେ ନୂଆ ମୋଡ: ପୋଲିସ ସୁରକ୍ଷାରେ ବ୍ରିଜ୍‌ଭୂଷଣଙ୍କ ଘରେ ପହଞ୍ଚିଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୯।୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫଆଇ) ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ତଦନ୍ତ ମାମଲାରେ ଏକ ନୂଆ ମୋଡ଼ ଆସିଛି। କୁସ୍ତିଯୋଦ୍ଧାଙ୍କ ଧାରଣାରେ ସାମିଲ ଥିବା ଜଣେ ମହିଳା କୁସ୍ତିଯୋଦ୍ଧା ପୋଲିସ ସୁରକ୍ଷା ଅଧୀନରେ...

ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି: ଇଭିଏମ ଏବଂ ପେପରଟ୍ରେଲ୍‌ ମେଶିନର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୯।୬: ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୫ଟି ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ପର୍ଯ୍ୟାୟକ୍ରମେ ଦେଶରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ଏବଂ ପେପରଟ୍ରେଲ୍‌ ମେଶିନର ପ୍ରାଥମିକ ସ୍ତରର ଯାଞ୍ଚ...

ଭଗଓ୍ବନ୍ତ ମାନ ସର୍କସର ସିଂହ: ସୁଖବିର ସିଂ ବାଦଲ

ଛଣ୍ଡିଗଡ଼,୯।୬: ଶିରୋମଣି ଅକାଳି ଦଳର ମୁଖିଆ ସୁଖବିର ସିଂ ବାଦଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଉପରେ ଖୁବ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ମାନ ବିରୋଧୀ ଦଳର ନେତାଙ୍କୁ ଜଙ୍ଗଲର ପଶୁ ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ନେଇ ପାଲଟା...

ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

ମୁମ୍ବାଇ,୯।୬: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତଙ୍କୁ ମିଳିଲା ହତ୍ୟା ଧମକ । ସଞ୍ଜୟଙ୍କ ବିଧାୟକ ଭାଇ ସୁନୀଲ ରାଉତଙ୍କୁ ଅଜଣା ବ୍ୟକ୍ତିଙ୍କଠାରୁ ଏକ କଲ ଆସିଥିଲା, ଯିଏକି ସଞ୍ଜୟଙ୍କୁ ଗୁଳି କରି ହତ୍ୟା କରିବାକୁ...

ରାଜ୍ୟ ସଭା ଯାଇପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୯।୬: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୈତିକ ଯାତ୍ରା ଖୁବଶୀଘ୍ର ରାଜ୍ୟ ସଭା ଆଡକୁ ଗତି କରିପାରେ। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାର ସମସ୍ତ ପ୍ରସ୍ତୁତି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ନୂଆ ମାନଦଣ୍ଡ ସୃଷ୍ଟି କରିବ: ପେଣ୍ଟାଗନ ଅଧିକାରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତରୁ ଭାରତ ଏବଂ ଆମେରିକାର ଲୋକମାନେ ବହୁତ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କରେ ନୂଆ ମାନଦଣ୍ଡ ସୃଷ୍ଟି କରିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri