ଜାତୀୟ

ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ

ମୁମ୍ବାଇ,୯ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୁରୁବାର କ୍ରମାଗତ ଦ୍ୱିତୀୟ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ଆଣିନାହିଁ। ଗତ ୬ ତାରିଖରୁ ଚାଲିଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ରିପର୍ଚେଜ୍‌...

ଉତ୍ତରପ୍ରଦେଶ ଗୋହତ୍ୟା ପ୍ରତିକାର ଆଇନ ରାଜ୍ୟ ଭିତରେ ଗୋରୁ ପରିବହନ ଅପରାଧ ନୁହେଁ: ହାଇକୋର୍ଟ

ଲକ୍ଷ୍ନୌ, ୮ା୬: ଉତ୍ତରପ୍ରଦେଶ ଗୋହତ୍ୟା ପ୍ରତିକାର ଆଇନ ଅନୁଯାୟୀ ରାଜ୍ୟ ଭିତରେ ଗୋରୁ ରଖିବା ଓ ପରିବହନ ଅପରାଧ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଛନ୍ତି। କୁନ୍ଦନ ଯାଦବ ନାମକ ବ୍ୟକ୍ତି ଏକ ଗାଡ଼ିରେ ୬ଟି ଗାଈ ନେଉଥିଲେ।...

ମହାରାଷ୍ଟ୍ରର ସବୁ ଲୋକ ସଭା, ବିଧାନସଭା ସିଟ୍‌ ଉପରେ ଭାଜପାର ବଡ଼ ନିଷ୍ପତ୍ତି

ମୁମ୍ବାଇ, ୮।୬: ମହାରାଷ୍ଟ୍ରରେ ଭାଜପା ଗୁରୁବାର ରାଜ୍ୟର ୪୮ ଲୋକ ସଭା ଏବଂ ୨୮୮ବିଧାନସଭା ଆସନ ପାଇଁ ‘ ନିର୍ବାଚନ ମୁଖ୍ୟ’ଙ୍କ ଘୋଷଣା କରିଛି। ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେ ଏଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ...

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା,୮।୬: ତୃଳମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗୁରୁବାର ସମନ ଜାରି କରିଛି। ସୂତ୍ରରୁ ପ୍ରକାଶ ଯେ, ଇଡି ଅଭିଷେକ ବାନାର୍ଜୀଙ୍କ ଆସନ୍ତା ୧୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।...

ବଜରଙ୍ଗ ଦଳକୁ ବ୍ୟାନ୍‌ କରିବେ କି ସିଦ୍ଦାରମାୟା ସରକାର? ସ୍ପଷ୍ଟ କଲା କଂଗ୍ରେସ

ବେଙ୍ଗାଲୁରୁ,୮।୬: କର୍ନାଟକରେ କଂଗ୍ରେସ ସରକାର ବର୍ତ୍ତମାନ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବାର କୌଣସି ମନୋବଳରେ ନାହାନ୍ତି। କଂଗ୍ରେସ ସୂତ୍ର ଅନୁଯାୟୀ, ସିଦ୍ଦାରମାୟା ସରକାର ବଜରଙ୍ଗ ଦଳ ଉପରେ କୌଣସି ପ୍ରତିବନ୍ଧକ ଲଗାଇବେ ନାହିଁ। ସୂତ୍ରରୁ ପ୍ରକାଶ ଯେ, ପିଏଫଆଇ ଏବଂ...

‘ମାମଲା ସିବିଆଇକୁ କାହିଁକି ଦିଆଗଲା’, ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ପ୍ରଶ୍ନ କଲେ ମମତା

କୋଲକାତା,୮।୬: ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା ଘଟଣାର ଯାଞ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି। ଗୁରୁବାର ସେ କହିଛନ୍ତି, ତିନି ଟ୍ରେନ ମଧ୍ୟରେ ଏକା ସମୟରେ...

ସମୀର ୱାଖେଡେଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୮।୬: ଏନସିବି ମୁମ୍ବାଇର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଖେଡେଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଚୋରା ଚାଲାଣ ଏବଂ ଲାଞ୍ଚ ମାମଲାରେ କୋର୍ଟ ବର୍ତ୍ତମାନ ତାଙ୍କର ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ଜୁନ...

କାନାଡାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଜ୍ଞାପନ ମେଢକୁ ନେଇ ଜୟଶଙ୍କର କହିଲେ, ନା ଏହା ସମ୍ପର୍କ ପାଇଁ ଠିକ ନା ସେମାନଙ୍କ ପାଇଁ ଠିକ

ନୂଆଦିଲ୍ଲୀ,୮।୬: ବର୍ହିବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଗୁରୁବାର କାନାଡାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡର ଏକ ପ୍ରଜ୍ଞାପନ ମେଢ ବାହାର କରିବା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ବଡ...

ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କର ହେଲା ପୋଷ୍ଟ ମର୍ଟମ, ଶରୀର ଭେଦ କରିଛି ୬ ଗୁଳି

ଲକ୍ଷ୍ନୌ,୮।୬: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କର ହତ୍ୟା ପରେ ଏବେ ପୋଲିସ ସବୁ ଆଙ୍ଗଲରୁ ଯାଞ୍ଚ କରୁଛି। ଲକ୍ଷ୍ନୌ କୋର୍ଟ ପରିସର ମଧ୍ୟରେ ସଞ୍ଜିିବ ଜଭାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଗ୍ୟାଙ୍ଗଷ୍ଟରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।...

ମୌସୁମୀ ବିଳମ୍ବ ହେଲେ ବି ବର୍ଷା ସ୍ବଭାବିକ ହେବ: ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୮।୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ସପ୍ତାହ ବିଳମ୍ବରେ ମୌସୁମୀ ଗୁରୁବାର କେରଳ ଛୁଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯଦିଓ ଦେଶରେ ମୌସୁମୀ ବିଳମ୍ବ ହୋଇଛି ଏହା ବର୍ଷା ଉପରେ ପ୍ରଭାବ ପକାଇବ ନାହିଁ...

ଜୁନ ୨୩ରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବାକୁ ଏହି ବିରୋଧୀ ଦଳମାନେ ଦେଇଛନ୍ତି ସହମତି

ପାଟନା,୮।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଡକାଇଥିବା ବିରୋଧୀ ଦଳ ବୈଠକ ଜୁନ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦେଶର ଅନେକ ରାଜନୈତିକ ଭେଟେରାନଙ୍କ ସମାବେଶ ହେବ। ଏହି...

କେଜ୍‌ରିଓ୍ବାଲଙ୍କ ଭାଷଣ ସମୟରେ ମୋଦି-ମୋଦି ନାରା, ମୁଖ୍ୟମନ୍ତ୍ରୀ ହାତଯୋଡି କହିଲେ…

ନୂଆଦିଲ୍ଲୀ,୮।୬: ଦେଶର ରାଜଧାନୀ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ (ଜିଜିଏସ୍‌ଆଇପିୟୁ)ର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକାଠି ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏହି ଉଦ୍‌ଘାଟନୀ ସମାରୋହରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri