ଜାତୀୟ

ରାହୁଲ ଗାନ୍ଧୀଙ୍କ ବିଦେଶରେ ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି: ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୮।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଗୁରୁବାର କହିଛନ୍ତି , କଂଗ୍ରେସ ନେତାଙ୍କ ବିଦେଶରେ ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି, କିନ୍ତୁ ବିଶ୍ୱ ସାମ୍ନାରେ ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଇବା...

ହୋଇପାରେ ଭାଜପା-ଜେଡିଏସ୍‌ ମେଣ୍ଟ

ନୂଆଦିଲ୍ଲୀ,୮ା୬: ୨୦୨୪ ସାଧାରଣ ନିର୍ବାଚନରେ ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌) ଏବଂ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ୨୦୧୯ ଲୋକ ସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ଦଳ କର୍ନାଟକର ୨୮ ଆସନରେ ନିର୍ବାଚନ...

କୋହ୍ଲାପୁର ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ଶରଦ ପାୱାର, କହିଲେ ଏହାର ମୂଲ୍ୟ ଦେବାକୁ ପଡିବ

ମୁମ୍ବାଇ,୮।୬: କୋହ୍ଲାପୁରରେ ହୋଇଥିବା ହିଂସାକୁ ନେଇ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ, କିଛି ଲୋକ ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି। ଏହା ସମାଜ ପାଇଁ ଠିକ୍‌ ନୁହେଁ। ସାଧାରଣ ଲୋକଙ୍କୁ ଏହାର ମୂଲ୍ୟ...

ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍‌ ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ

ନୂଆଦିଲ୍ଲୀ,୮।୬: ଦୂରଦର୍ଶନର କ ଆଙ୍କର୍‌ ଗୀତାଞ୍ଜଳି ଆୟରଙ୍କ ବୁଧବାର ଦେହାନ୍ତ ହୋଇଛି। ବ୍ରେନ୍‌ ହାମ୍ରେଜ୍‌ ଯୋଗୁ ଗୀତାଞ୍ଜଳିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗୀତାଞ୍ଜଳି ଦୂରଦର୍ଶନରେ ପ୍ରଥମେ ଇଂରାଜୀ ଆଙ୍କର୍‌ ଥିଲେ। ତାଙ୍କ ମୃତ୍ୟୁ...

କେରଳ ଛୁଇଁଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କିନ୍ତୁ ଏହା ଓଡ଼ିଶା ଛୁଇଁବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତରୁ ପ୍ରକାଶ। ଆଇଏମ୍‌ଡି କହିଛି, ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଆସନ୍ତା ଦୁଇ...

ହେବନି ମୃତକଙ୍କ ଦଶାହ କର୍ମ: ଖର୍ଚ୍ଚ ଟଙ୍କାରେ ପାଠ ପଢ଼ିବେ ପିଲା, ରୋପଣ ହେବ ଚାରା…

ବାରାଣସୀ,୮।୬ : ମୃତକଙ୍କର ଦଶାହ କର୍ମରେ ହେଉଥିବା ଅଯଥା ଖର୍ଚ୍ଚ ରୋକିବା ପାଇଁ ବାରାଣାସୀର ୱାଜିଦପୁରର ଲୋକମାନେ ଏକଜୁଟ ହୋଇଛନ୍ତି। ଗାଁରେ କାହାର ମୃତ୍ୟୁରେ ଦଶାହ କର୍ମ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଶାହ କର୍ମରେ ହେଉଥିବା ଖର୍ଚ୍ଚରେ ପିଲାମାନଙ୍କର...

୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି, ମୋଟ ପରିମାଣ ୧.୮ ଲକ୍ଷ କୋଟି…

ନୂଆଦିଲ୍ଲୀ,୮।୬ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି। ସେ କହିଛନ୍ତି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କାରବାର ହେଉଥିବା ମୋଟ...

କଂଗ୍ରେସର ପ୍ରତିଶ୍ରୁତି କେବଳ ପାଣିର ଗାର: ଭାଜପାର କଟାକ୍ଷ…

ଭୋପାଳ,୮।୬ : ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ପୁଣି ଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ସବୁବେଳେ ପ୍ରତିଶ୍ରୁତି ପୂରଣରେ ବିଫଳ ରହିଆସିଛି ଏବଂ ପୁଣି ଥରେ ସମାନ କାର୍ଯ୍ୟ କରିଛି। କର୍ନାଟକରେ ବିଦ୍ୟୁତ...

ସଞ୍ଜିବ ଜିଭା ହତ୍ୟା ମାମଲା: ଟ୍ରମା ସେଣ୍ଟରରେ ଆହତ ଶିଶୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୮।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଲକ୍ଷ୍ନର ଟ୍ରମା ସେଣ୍ଟରରେ ପହଞ୍ଚି ସେଠାରେ ଗୁଳି ବିନିମୟରେ ଆହତ ହୋଇଥିବା ଝିଅଙ୍କୁ ଭେଟିଛନ୍ତି। ଏସସି-ଏସଟି କୋର୍ଟ ମଧ୍ୟରେ ହୋଇଥିବା ହତ୍ୟାକାଣ୍ଡରେ ଦେଢ ବର୍ଷର ବାଳିକା ଆହତ ହୋଇଥିଲେ। ଏହି...

ବିବାଦ ମଧ୍ୟରେ କେଜରିଓ୍ବାଲ-ଏଲଜି କ୍ୟାମ୍ପସ ୧ର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର କେଜରିଓ୍ବାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାହ ବଢିବାରେ ଲାଗିଛି। ହେଲେ ଏବେ ମିଳିଥିବା ତାଜା ଖବର ଅନୁଯାୟୀ, ଆଇପି ୟୁନିଭର୍ସିଟିର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉଭୟ ମିଶି ଉଦଘାଟନ କରିଛନ୍ତି। ବିବାଦ...

ନିଶ୍ଚିତ ବିଜୟ ଆସନରୁ ଲଢ଼ିବା ଜରୁରୀ: ଶରଦ ପାଓ୍ବାର…

ମୁମ୍ବାଇ,୮।୬ : ଏନସିପି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ଔରଙ୍ଗାବାଦରେ କହିଛନ୍ତି ରାଜନୈତିକ ଦଳମାନେ ପ୍ରଥମେ କେଉଁ ଆସନ ଜିତିବେ ସେନେଇ ନିଶ୍ଚିତ ହେବା ପରେ ନିବ;ାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆକଳନ କରିବା ଉଚିତ। କିନ୍ତୁ...

ସୁପ୍ରମକୋର୍ଟ ପହଞ୍ଚିଲେ ଉତ୍ତର ପ୍ରଦେଶରେ ମୃତ ଗାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କ ପତ୍ନୀ, ନିଜ ପାଇଁ ମାଗିଲେ ସୁରକ୍ଷା

ଲକ୍ଷ୍ନୌ,୮।୬: ଲକ୍ଷ୍ନୌ କୋର୍ଟ ପରିସରରେ ବୁଧବାର ମୃତ୍ୟୁ ହୋଇଥିବା ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କ ପତ୍ନୀ ପାୟଲ ମାହେଶ୍ୱରୀ ସୁପ୍ରିମକୋର୍ଟ ପହଞ୍ଚି, ସେଠାରେ ସେ ନିଜ ସୁରକ୍ଷା ଭିକ୍ଷା କରିଛନ୍ତି। ସେ କହିଛନ୍ତି କି ତାଙ୍କ ସ୍ବାମୀଙ୍କୁ ଲକ୍ଷ୍ନୌ କୋର୍ଟରେ ଗୁଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri