ଜାତୀୟ

ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଲେ ବଜରଙ୍ଗ ପୁନିଆ, ରାକେଶ ଟିକାଏତ୍‌

ନୂଆଦିଲ୍ଲୀ,୭।୬: ରେସଲର ବଜରଙ୍ଗ ପୁନିଆ କୃଷକ ନେତା ରାକେଶ ଟିକାଏତ୍‌ଙ୍କ ସହ ବୁଧବାର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଛନ୍ତି। ବଜରଙ୍ଗ ପୁନିଆ ଏବଂ ରାକେଶ ଟିକାଇଟଙ୍କ କିଛି ସମୟ ପରେ ସାକ୍ଷୀ ମଲିକ ଏବଂ ତାଙ୍କ ସୱାମୀ...

ରାହୁଲଙ୍କୁ ଟାର୍ଗେଟ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, କହିଲେ ‘ରିୟର ଭ୍ୟୁ ମିରର୍‌’ ଦେଖିବା କାହିଁକି ଜରୁରୀ…

ନୂଆଦିଲ୍ଲୀ,୭।୬:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ବିଦେଶରେ ଥାଇ ସେ ଲଗାତାର ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ଭାଜପା ଏବଂ ଆରଏସଏସ ସଂଘ ଭବିଷ୍ୟତକୁ ଦେଖିବାକୁ ଅକ୍ଷମ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

ଧର୍ମରାଜ ଦ୍ରୌପଦୀ ଅମ୍ମନ ମନ୍ଦିରରେ ପୂଜାପାଠକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା, ମନ୍ଦିର ସିଲ…

ଚେନ୍ନାଇ,୭।୬ : ତାମିଲନାଡୁର ଏକ ମନ୍ଦିରରେ ପ୍ରବେଶକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପରିସ୍ଥିତି ଦେଖି ଭିଲୁପୁରମ ଜିଲା ରାଜସ୍ବ କମିଶନର ରବିଚନ୍ଦ୍ରନ ମନ୍ଦିରକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅଧିକାରୀମାନେ...

ଧର୍ମର ଉପହାସ ଠିକ ନୁହେଁ: ମହାକାଳ ଲୋକ,ମୂର୍ତ୍ତି ଭାଙ୍ଗିବା ଉପରେ ଭିଡିଓ ପୋଷ୍ଟ କରି ଅଡୁଆରେ କଂଗ୍ରେସ..

.ନୂଆଦିଲ୍ଲୀ,୭।୬ : ଉଜ୍ଜୟନୀରେ ମହାକାଳ ଲୋକରେ ମୂର୍ତ୍ତିଗୁଡ଼ିକର ଭାଙ୍ଗିବା ସହ ଜଡିତ ଏକ ଭିଡିଓ ସାଧୁମାନଙ୍କୁ ଅସନ୍ତୁଷ୍ଟ କରିଛି। ଏହି ଭିଡିଓରେ ମହାକାଳ ଲୋକରେ ମୂର୍ତ୍ତିଗୁଡିକର ପତନ ବିଷୟରେ ଭଗବାନ ଶିବ ଏବଂ ନାରଦ ମୁନିଙ୍କ ଚରିତ୍ରମାନଙ୍କ ମଧ୍ୟରେ ଏକ...

ମୃତଦେହ ଗଦାରେ ହଜି ଯାଉଛି ମାନବିକତା, ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି, ଏବେ ଅସଲି ପ୍ରିୟପରିଜନଙ୍କ ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ…

ବାହାନଗା,୭।୬ : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ମୃତଦେହ ଗଦାରେ ମାନବିକତା, ହଜି ଯାଉଛି। ଟଙ୍କା ଲୋଭରେ ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି। ଏଭଳି ସମ୍ବେଦନଶୀଳ ଘଟଣାରେ କିଏ ଅସଲି...

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ ଭାରତ ଆସିବେ ଆମେରିକା ଏନ୍‌ଏସ୍‌ଏ

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାରତ ଆସିବେ ବୋଲି ସୂଚନା ମିଳିଛି। ଆମେରିକୀୟ...

ଭାରତରେ ୪୦ କୋଟିର ଆୟକର ଚୋରି କରିଥିବା ସ୍ବୀକାର କଲା ବିବିସି…

ନୂଆଦିଲ୍ଲୀ,୭।୬ : ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେଶନ (ବିବିସି) ଭାରତରେ ୪୦ କୋଟି ଟଙ୍କା କମ ଆୟକର ଦେଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) କୁ ପଠାଯାଇଥିବା ଚିଠିରେ ବିବିସି ଏହି ଚୋରିକୁ ସ୍ବୀକାର...

ଭାଜପାର ମିଶନ ୨୦୨୪: କେନ୍ଦ୍ର,ରାଜ୍ୟ ପାଇଁ ହେବ ନୂଆ ଟିମ୍‌…

ନୂଆଦିଲ୍ଲୀ,୭।୬ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଭାଜପା ଏହାର କେନ୍ଦ୍ରୀୟ ଏବଂ ରାଜ୍ୟ ଟିମରେ ଆବଶ୍ୟକ ପରିବର୍ତ୍ତନ ଆଣିବ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଓ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ...

ସରକାରଙ୍କ ସହ ଆଲୋଚନା ପାଇଁ ଆଜି ଦିଲ୍ଲୀ ଆସିପାରନ୍ତି କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୭।୬: ସରକାରଙ୍କ ସହ ଆଲୋଚନା କରିବା ପୂର୍ବରୁ କୁସ୍ତିଯୋଦ୍ଧାମାନେ ଏକ ବୈଠକ ଡାକିଛନ୍ତି। ପାରସ୍ପରିକ ସମ୍ମତି ପରେ, ସ୍ଥିର କରିବେ କି କେବେ ସରକାରଙ୍କୁ ଭେଟିବେ। ସମସ୍ତ ଖେଳାଳି ଏବେ ସୋନିପତରେ ଥିବା ବେଳେ ଆଜି ଦିଲ୍ଲୀ ଆସିପାରନ୍ତି। ଏକ...

କେଜ୍‌ରିଓ୍ବାଲଙ୍କ ସହ ସାକ୍ଷାତ ପୂର୍ବରୁ ସାମ୍ନାକୁ ଆସିଲା ଅଖିଳେଶଙ୍କ ବୟାନ, ବୈଠକକୁ ନେଇ କହିଲେ ଏଭଳି…

ଲକ୍ଷ୍ନୌ, ୭।୬: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛି। ବୁଥ ସ୍ତର ପର୍ଯ୍ୟନ୍ତ ଦଳକୁ ମଜବୁତ କରିବା ପାଇଁ ଏସପିର ପ୍ରଶିକ୍ଷଣ ଶିବିର ଚାଲିଛି, ଯେଉଁଥିରେ ବୁଥ ମ୍ୟାନେଜମେଣ୍ଟ ଠାରୁ ଆରମ୍ଭ...

ବିଧାନ ପରିଷଦର ୩ ଆସନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ବେଙ୍ଗାଲୁରୁ, ୭।୬: କର୍ନାଟକ ବିଧାନ ପରିଷଦର ୩ଟି ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି। ଏହି ଆସନଗୁଡିକ ପାଇଁ ଜୁନ ୩୦ରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ସେହି ଦିନ ବାହାରିବ। ଜୁନ ମାସରେ...

ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ: ହରଦୀପ ସିଂ

ନୂଆଦିଲ୍ଲୀ,୭।୬: ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ବିରୋଧୀ ଦଳ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ। ସେ କହିଛନ୍ତି, ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ପୀଡିତଙ୍କ ପର୍ଯ୍ୟନ୍ତ ପହଞ୍ଚିବା ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri