ଜାତୀୟ

ଆଲୋଚନା ପାଇଁ ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରିଛନ୍ତି ସରକାର: ଅନୁରାଗ ଠାକୁର

ନୂଆଦିଲ୍ଲୀ, ୭।୬: ସରକାର ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ଟୁଇଟ କରି କହିଛନ୍ତି, କୁସ୍ତିଯୋଦ୍ଧାମାନଙ୍କ ସହିତ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ...

ନିର୍ବାଚନ ପାଇଁ ହାତ ପତାଇବୁ ନାହିଁ: ଓମାର

ଶ୍ରୀନଗର, ୭ା୬(ଆଇଏଏନ୍‌ଏସ୍‌): ନିର୍ବାଚନ ଜନସାଧାରଣଙ୍କ ଅଧିକାର। ଜମ୍ମୁ-କଶ୍ମୀରରେ ନିର୍ବାଚନ କରାଇବା ପାଇଁ କାହା ପାଖରେ ହାତ ପତାଇବୁ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି। ନିର୍ବାଚନ କମିଶନଙ୍କୁ ଏହି ପ୍ରଶ୍ନର...

ପ୍ରଧାନମନ୍ତ୍ରୀ ହେବାକୁ ଆଶା ବାନ୍ଧିଛନ୍ତି ନୀତୀଶ: ପ୍ରଶାନ୍ତ କିଶୋର

ପାଟନା,୭।୬; ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶଙ୍କ ବିରୋଧୀ ଏକତାର ପଦକ୍ଷେପକୁ ନାପସନ୍ଦ କରିବା ସହ ତାଙ୍କୁ ଦୃଷ୍ଟି ବାଧିତଙ୍କ ମଧ୍ୟରେ ଶ୍ରବଣ ବାଧିତ ରାଜା ବୋଲି କହି...

ନିର୍ବାଚନ ପୂର୍ବରୁ ନୂଆ ଦଳ ଗଢ଼ିପାରନ୍ତି ପାଇଲଟ୍‌

ଜୟପୁର, ୭ା୬: ରାଜସ୍ଥାନ କଂଗ୍ରେସରେ ଏକତା ରକ୍ଷା ପାଇଁ ଦଳୀୟ ନେତୃତ୍ୱ ଉଦ୍ୟମ ଚଳାଇଥିବାବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ସଚିନ ପାଇଲଟ୍‌ ବାରମ୍ବାର ଏହାକୁ ଚ୍ୟାଲେଞ୍ଜ କରିଆସୁଛନ୍ତି। ନିର୍ବାଚନ ପୂର୍ବରୁ ସେ ନିଜର ଦଳ ଗଢ଼ି କଂଗ୍ରେସକୁ...

ଡାର୍କ ନେଟ୍‌ରେ ଡ୍ରଗ୍ସ କାରବାର

ନୂଆଦିଲ୍ଲୀ,୭ା୬: ନାର୍କୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଡ୍ରଗ୍ସ ଚାଲାଣ କରୁଥିବା ଏକ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରାଯାଇଛି। ଚଢ଼ାଉ ବେଳେ ୧୫,୦୦୦ ବୋଲ୍ଟସ ଲାଇସେର୍ଜିକ ଏସିଡ୍‌ ଡାଇଥିଲାମାଇଡ୍‌ (ଏଲ୍‌ଏସ୍‌ଡି) ଜବତ କରାଯାଇ ୬ ଛାତ୍ରଙ୍କୁ ଗିରଫ କରାଯାଇଛି।...

ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତରୁ ୧୫

ନୂଆଦିଲ୍ଲୀ, ୭ା୬: ୨୦୨୨ର ବାୟୁ ପ୍ରଦୂଷଣ ସୂଚକାଙ୍କରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ଏହି ତାଲିକାରେ ଚାଦ୍‌, ଇରାକ, ପାକିସ୍ତାନ, ବାହାରିନ ଏବଂ ବାଂଲାଦେଶ ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର। ସୁଇଜରଲାଣ୍ଡର ଏୟାର କ୍ୱାଲିଟି ଟେକ୍‌ନୋଲୋଜି କମ୍ପାନୀ ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ...

ରୁଷିଆ ଗଲା ଦିଲ୍ଲୀ-ସାନ୍‌ଫ୍ରାନ୍ସିସ୍କୋ ବିମାନ

ନୂଆଦିଲ୍ଲୀ, ୭ା୬: ନୂଆଦିଲ୍ଲୀରୁ ସାନ୍‌ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନର ଇଞ୍ଜିନ୍‌ରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ରୁଷିଆ ନିଆଯାଇଛି। ୨୧୬ ଯାତ୍ରୀ ଓ ୧୬ କର୍ମଚାରୀଙ୍କୁ ନେଇ ଯାଇଥିବା ଉକ୍ତ ବିମାନ ରୁଷିଆର ମାଗାଡାନ୍‌ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ...

ଡିସେମ୍ବର ସୁଦ୍ଧା ଖୋଲିବ ୨୦୦୦ ଜନ ଔଷଧୀ କେନ୍ଦ୍ର…

ନୂଆଦିଲ୍ଲୀ,୬।୬ : ଦୁଇ ହଜାର ପ୍ରାଥମିକ କୃଷି କ୍ରେଡିଟ ସୋସାଇଟିକୁ ପ୍ରଧାନ ମନ୍ତ୍ର ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସମବାୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ନୂଆଦିଲ୍ଲୀରେ ରାସାୟନିକ ପଦାର୍ଥ...

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲେ ଛାଡିଦେବି ରାଜନୀତି: ଅଜିତ ପାଓ୍ବାର…

ମୁମ୍ବାଇ,୬।୬ : ମହାରାଷ୍ଟ୍ରରେ ଏବେ ରାଜନୀନୈତିକ ଆରୋପପ୍ରତ୍ୟାରୋପ ଜାରି ରହିଛି। ଶିବସେନାର ଲୋକସଭା ଏମପି କୃପାଲ ତୁମାନେ ମଙ୍ଗଳବାର ଏନସିପି ନେତା ଅଜିତ ପାୱାରଙ୍କୁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଏହା ପରେ ବିରୋଧୀ ଦଳର ନେତା ଅଜିତ...

ଦିଲ୍ଲୀ ଏମ୍ସରେ ପୁଣି ସାଇବର ଆକ୍ରମଣ…

ନୂଆଦିଲ୍ଲୀ,୬।୬ : ନୂଆଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ପୁଣି ସାଇବର ଆକ୍ରମଣ ହୋଇଛି। ଏମ୍ସ ନୂଆଦିଲ୍ଲୀ ପକ୍ଷରୁ ଏନେଇ ଟୁଇଟ କରାଯାଇଛି। ଏମ୍ସ ପ୍ରଶାସନ ଦ୍ୱାରା ଅଂଶୀଦାର ହୋଇଥିବା ସୂଚନାରେ ଦର୍ଶାଯାଇଛି ହସ୍ପିଟାଲର...

ଆଇପିଏସ ଅଧିକାରୀ କୃଷି ଗ୍ରାମୀଣ ବିକାଶରେ ନେବେ ତାଲିମ, ଆଇଏଏସ-ଆଇଏଫଓଏସ ଜିଓପଲିଟିକ୍ସରେ ହେବେ ପାରଙ୍ଗମ…

ନୂଆଦିଲ୍ଲୀ,୬।୬ : କେନ୍ଦ୍ର ସରକାର ନିଜର ଅଧିକାରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ କରିବାକୁ ଚାହୁଁଛନ୍ତି। ସେହି ଅଧିକାରୀମାନେ ହେଉଛନ୍ତି ଆଇଏଏସ, ଆଇପିଏସ ଏବଂ ଆଇଏଫଓଏସ। ବର୍ତ୍ତମାନ ଆଇପିଏସ ଏବଂ ବୈଦେଶିକ ସେବା ଅଧିକାରୀମାନେ ମଧ୍ୟ କୃଷି ଏବଂ ଗ୍ରାମାଞ୍ଚଳର ବିକାଶ...

ଏନଇଆରଏଫ ତାଲିକାରେ ଏହି ସ୍ଥାନରେ ରହିଲା ଜେଏନୟୁ, ପୂର୍ବଭଳି ମାଡ୍ରାସ ଆଇଆଇଟ ଏକ ନମ୍ବର

ନୂଆଦିଲ୍ଲୀ,୬।୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୋମବାର ନାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଂ ଫ୍ରେମଓ୍ବାର୍କ(ଏନଇଆରଏଫ) ୨୦୨୩ ଘୋଷଣା କରିଛି। ତେବେ ର଼୍ୟାଙ୍କିଂରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି ମାଡ୍ରାସ) ପୁଣିଥରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri