ଜାତୀୟ

କଂଗ୍ରେସ ସହିତ ମିଶିବୁନି: ୨୦୨୪ ନିର୍ବାଚନ ପୂର୍ବରୁ ଅକାଳୀଦଳ-ଜେଡିଏସ ଏନଡିଏରେ ଯୋଗଦେବା ସଙ୍କେତ…

ଅମୃତସର,୬।୬ : ଦୀର୍ଘ ଦିନ ଧରି ପଞ୍ଜାବରେ କ୍ଷମତାରେ ଥିବା ଶିରୋମଣି ଅକାଳୀ ଦଳ (ଏସଏଡି) ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)କୁ ଫେରିପାରେ ବୋଲି ଚର୍ଚ୍ଚା ହେଉଛି। ଅପରେଶନ...

ବିଦେଶରେ ଭାରତ ଯୋଡୋର ବିପରୀତ କରୁଛନ୍ତି ରାହୁଲ: ଅଶ୍ୱିନୀ ଚୌବେ…

ବକ୍ସାର,୬।୬ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ରାହୁଲ ଗାନ୍ଧୀଙ୍କୁ ପରିବାରବାଦକୁ ବଢ଼ାଉଥିବା ବୋଲି କହିଛନ୍ତି। ଗୋଟିଏ ପଟେ ସେ ଦେଶରେ ଭାରତ ଯୋଡୋ ଯାତ୍ରା କରୁଥିବାବେଳେ ଅନ୍ୟ ପଟେ ସେ ବିଦେଶ ଯାଇ ଏହାର ବିପରୀତ ଭାରତ ଭାଙ୍ଗିବା...

ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୬।୬ : ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଗୁଜରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଲଘୁଚାପ ଅଞ୍ଚଳ ଉତ୍ତର-ପଶ୍ଚିମ...

୯୪ ଲକ୍ଷ ୟୁଡିଆଇଡି କାର୍ଡ ଦିବ୍ୟାଙ୍ଗଙ୍କ ପାଇଁ ଜାରି, ପଶ୍ଚିମବଙ୍ଗ ଭାଗରେ ମାତ୍ର ୯…

ନୂଆଦିଲ୍ଲୀ,୬।୬ : ସାରା ଦେଶରେ ଦିବ୍ୟାଙ୍ଗଙ୍କ ପାଇଁ ଦିଆଯାଉଥିବା ୟୁଡିଆଇଡି କାର୍ଡକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ସରକାରୀ ଆକଳନରୁ ଜଣାପଡିଛି ସମଗ୍ର ଦେଶରେ ଜାରି କରାଯାଇଥିବା ମୋଟ ୯୪ ଲକ୍ଷ ୟୁଡିଆଇଡ କାର୍ଡ ମଧ୍ୟରୁ ପଶ୍ଚିମବଙ୍ଗରୁ...

ଭାରତ ଏକ ସଫଳ ବିକାଶୀଳ ଘରୋଇ ଫାର୍ମା ଇଣ୍ଡଷ୍ଟ୍ରିର ଉଦାହରଣ: ୟୁନିସେଫ…

ନୂଆଦିଲ୍ଲୀ,୬।୬ : ୟୁନିସେଫର ଜଣେ ବରିଷ୍ଠ ଅଧିକାରୀ ଭାରତର ଘରୋଇ ଫାର୍ମା ଶିଳ୍ପରେ ଘଟୁଥିବା ବିକାଶକୁ ପ୍ରଶଂସା କରିଛନ୍ତି। ୟୁନିସେଫର ସ୍ବାସ୍ଥ୍ୟ ଜରୁରୀକାଳୀନ କୌଶଳ ଏବଂ ଭାଗିଦାରୀ କେନ୍ଦ୍ରର ବରିଷ୍ଠ ପରିଚାଳକ ତାରା ଏଲ ପ୍ରସାଦ କହିଛନ୍ତି ଘରୋଇ ଫାର୍ମା...

ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଲେ ମମତା

ଭୁବନେଶ୍ୱର,୬।୬(ବ୍ୟୁରୋ) ବାଲେଶ୍ୱର ଜିଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଓଡ଼ିଶା ଆସିଥିଲେ। ଆହତମାନଙ୍କୁ ଭେଟି ଫେରିବା ବେଳେ ମମତା ଗଣମାଧ୍ୟମକୁ...

ରେଳ ବଜେଟକୁ କେନ୍ଦ୍ର ବଜେଟ ସହ ଯୋଡ଼ିବା ଏକ ବଡ଼ ଭୁଲ: ବୀରପ୍ପା ମୋଇଲି…

ନୂଆଦିଲ୍ଲୀ,୬।୬ : ଓଡିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ଜାରି ରଖିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିସାରିଥିବା ବେଳେ ବର୍ତ୍ତମାନ ବରିଷ୍ଠ କଂଗ୍ରେସ ନେତା ବୀରପ୍ପା...

ବୋରୱେଲରେ ଖସିପଡିଲା ଅଢେଇ ବର୍ଷର ଶିଶୁ

ଭୋପାଳ,୬।୬: ମଧ୍ୟପ୍ରଦେଶର ସିହୋର ଜିଲାର ବାଡି ମୁଙ୍ଗାଓ୍ବଲି ଗ୍ରାମରେ ଜଣେ ଅଢେଇ ବର୍ଷର ବାଳିକା ଏକ ବୋରୱେଲରେ ଖସିପଡିଥିବା ଖବର ସାମ୍ନାକୁ ଆସିଛି। ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସିହୋର କଲେକ୍ଟର ପ୍ରବୀଣ ସିଂ, ଏସପି ମୟଙ୍କ ଆୱସ୍ତି ଏବଂ...

ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ନୀତୀଶ: ପିକେଙ୍କ କଟାକ୍ଷ…

ପାଟନା,୬।୬ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧୀ ଏକତାର ପଦକ୍ଷେପକୁ ଖଣ୍ଡନ କରିଛନ୍ତି। ସେ ନୀତୀଶଙ୍କୁ ଦୃଷ୍ଟି ବାଧିତମାନଙ୍କ ମଧ୍ୟରେ ଶ୍ରବଣ ବାଧିତ...

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ଭୁଲ ପଦକ୍ଷେପ: ଦେବ ଗୌଡା…

ନୂଆଦିଲ୍ଲୀ,୬।୬ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ମଙ୍ଗଳବାର ଭାଜପା ସରକାରଙ୍କ ଦ୍ୱାରା ଓଡ଼ିଶାର ଟ୍ରେନ ଦୁର୍ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଟ୍ରେନ ଦୁର୍ଘଟଣା ପରେ କରାଯାଇଥିବା ଉଦ୍ଧାର କାର୍ଯ୍ୟ ପାଇଁ ସେ ରେଳ...

କିଏ ହେବେ କଂଗ୍ରେସର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଲୋକଙ୍କ ଜନାଦେଶ ଏହା ସ୍ଥିର କରିବ, ଜବାବ ଦେଲେ କମଲନାଥ…

ଭୋପାଳ,୬।୬ : ଭେଟେରାନ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ୟୁନିଟ ମୁଖ୍ୟ କମଲ ନାଥ କହିଛନ୍ତି ବିଧାନସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଲୋକଙ୍କ ଜନାଦେଶ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସ୍ଥିର କରିବ। ତାଙ୍କର ମନ୍ତବ୍ୟ ଏପରି ଏକ...

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଜୁନ ୧୧ରେ ମେଗା ରାଲି କରିବ ଏଏପି

ନୂଆଦିଲ୍ଲୀ,୬।୬: ଦିଲ୍ଲୀ ସରକାରଙ୍କ କ୍ଷମତା ସଂପର୍କରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି) ଜୁନ ୧୧ରେ ଦିଲ୍ଲୀର ରାମଲିଲା ମଇଦାନରେ ଏକ ବଡ ରାଲି କରିବାକୁ ଯାଉଛି। ଦଳର କହିବାନୁସାରେ, ଏହି ରାଲିରେ ଏକ ଲକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri