ଜାତୀୟ

ସେଙ୍ଗୋଲ ବିଷୟରେ ଚିନ୍ତା କରି ସିଗନାଲ ବିଷୟରେ ଭୁଲିଗଲେ: ଭାଜପାକୁ ଟାର୍ଗେଟ କରି ଏଭଳି କହିଲେ ଡିଏମକେ ନେତା

ନୂଆଦିଲ୍ଲୀ,୫।୬: ଓଡିଶା ଟ୍ରେନ ଦୁର୍ଘଟଣାକୁ ନୂଆ ସଂସଦର ଉଦ୍‌ଘାଟନ ସହ ଯୋଡି ଡିଏମକେ ନେତା ଭାଜପାକୁ ଟାର୍ଗେଟ କରିଛନ୍ତି। ଡିଏମକେ ମୁଖପାତ୍ର ସାଇଦାଇ ସାଦିକ ସୋମବାର ରେଳ ଟ୍ରାକ୍‌ରେ ପଡ଼ିଥିବା ମୃତଦେହ ଗୁଡିକର ଏକ ଗ୍ରାଫିକ ଫଟୋ ଶେୟାର କରି...

ଆହତଙ୍କୁ ଭେଟିବା ପାଇଁ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ ମମତା

ଭୁବନେଶ୍ୱର/କୋଲକାତା,୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ। ବାହାନଗା ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ହୋଇ କଟକରେ ଚିକିତ୍ସାଧିନ ଅଛନ୍ତି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଆସନ୍ତା କାଲି ଆସିବେ ବୋଲି...

ଆଣ୍ଟିଲିଆ ମାମଲାରେ ପୂର୍ବ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ମିଳିଲା ୩ ସପ୍ତାହ ପାଇଁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୫।୬: ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ତଥା ଏନକାଉଣ୍ଟର ବିଶେଷଜ୍ଞ ପ୍ରଦୀପ ଶର୍ମାଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାନୁସାରେ, ସୁପ୍ରିମକୋର୍ଟ ପ୍ରଦୀପ ଶର୍ମାଙ୍କୁ ୩ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କର ଅସୁସ୍ଥ ସ୍ତ୍ରୀଙ୍କୁ...

ଦୁଇ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ,୫।୬: ଦକ୍ଷିଣ ପୂର୍ବ ଆରବ ସାଗରରେ ନିମ୍ନ ଚାପ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେଶନ ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ତୀବ୍ର ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ କେରଳରେ...

ଭାରତ-ଆମେରିକା ମଧ୍ୟରେ ବଢୁଛି ସହଭାଗିତା, ରାଜନାଥଙ୍କ ସହ ବୈଠକ ପରେ କହିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୫।୬: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଅଷ୍ଟିନ  ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି।  ଏହା ହେଉଛି ତାଙ୍କର ଦ୍ୱିତୀୟ ଭାରତ ଗସ୍ତ। ରବିବାର ଭାରତରେ ପହଞ୍ଚିବା ପରେ ଅଷ୍ଟିନ ଦିଲ୍ଲୀର ମାନେକଶା କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ...

ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ, ଏକ ଲକ୍ଷ ଟଙ୍କା ଜରିମାନା

ବାରାଣସୀ,୫।୬: ବାରାଣସୀର ଏମପି-ଏମଏଲଏ କୋର୍ଟ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ବାରାଣସୀର ଏକ ୩୨ ବର୍ଷ ପୁରୁଣା ମାମଲାରେ ସୋମବାର ଏମପି-ଏମଏଲଏ କୋର୍ଟ ଏହି ସଜା ଶୁଣାଇଛନ୍ତି। ବାରାଣସୀ କୋର୍ଟ ସୋମବାର ଅବଧେଶ ରାୟ ହତ୍ୟାକାଣ୍ଡରେ ଏହି...

‘ହଁ ମୁଁ ଅମିତ ଶାହାଙ୍କୁ ଭେଟିଛି…’ ବିରୋଧ ପ୍ରଦର୍ଶନ ଛାଡିବା ଖବର ଉପରେ ଏଭଳି ଜବାବ ଦେଲେ ସାକ୍ଷୀ ମଲିକ

ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା କୁସ୍ତିଯୋଦ୍ଧା ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସାକ୍ଷୀ ମଲିକ କହିଛନ୍ତି ଆମେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଛୁ।...

ଦୁବାଇ ବାହାରିଥିବା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ବିମାନବନ୍ଦରରେ ଅଟକ

କୋଲକାତା,୫।୬: ଦୁବାଇ ଯିବାକୁ ବାହାରିଥିବା ତୃଳମୂଳ କଂଗ୍ରେସ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ପୁଣି ଥରେ କୋଲକାତା ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଇଡି ସୂତ୍ର ଅନୁଯାୟୀ, ରୁଜିରାଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି, ଯେଉଁଥିପାଇଁ ନେତାଜୀ...

ସିସୋଡିଆଙ୍କୁ ଝଟକା: ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୫।୬: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଡିଆଙ୍କୁ ଆଉ ଏକ ଝଟକା। ଦିଲ୍ଲୀ ହାଇକୋର୍ଟ ସୋମବାର ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସିସୋଡିଆ ଦିଲ୍ଲୀ ହାଇକୋର୍ଟରୁ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ ଯାହାକୁ ହାଇକୋର୍ଟ ଖାରଜ...

ପରଲୋକରେ ମହାଭାରତର ଶକୁନି: ବିଭିନ୍ନ ମହଲରେ ଶୋକ

ମୁମ୍ବାଇ,୫।୬: ଲୋକପ୍ରିୟ ପୌରାଣିକ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଗୁଫି ପେଣ୍ଟାଲ(୭୯)ଙ୍କ ସୋମବାର ପରଲୋକ ହୋଇଯାଇଛି। ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା...

ମୋଦିଙ୍କୁ ପତ୍ର ଲେଖିଲେ ଖାର୍ଗେ, କେବଳ ଖବରରେ ଦେଖାଯାଉଛି ଚମକୁଥିବା ରେଲଓ୍ବେ, ଗ୍ରାଉଣ୍ଡ ଲେବଲରୁ ହେଉ କାମ

ନୂଆଦିଲ୍ଲୀ,୫।୬: ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କ ଠାରୁ ରେଲଓ୍ବେରେ ସଂସ୍କାର...

ବିଜାପୁରରେ ଆଇଇଡି ବିସ୍ଫୋରଣ ୪ ସିଆରପିଏଫ ଯବାନ ଆହତ

ବିଜାପୁର,୫।୬: ଛତିଶଗଡ଼ର ବିଜାପୁରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ।ସୋମବାର ସକାଳେ ବିଜାପୁରରେ ଆଇଇଡି ବିସ୍ଫୋରଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଏହି ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ତିନି ଜଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri