ଜାତୀୟ

ବିଜାପୁରରେ ଆଇଇଡି ବିସ୍ଫୋରଣ ୪ ସିଆରପିଏଫ ଯବାନ ଆହତ

ବିଜାପୁର,୫।୬: ଛତିଶଗଡ଼ର ବିଜାପୁରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ।ସୋମବାର ସକାଳେ ବିଜାପୁରରେ ଆଇଇଡି ବିସ୍ଫୋରଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଏହି ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ତିନି ଜଣ...

୧୦୦ ଲିଭ ଇନ ଯୋଡ଼ା କଲେ ସୁରକ୍ଷା ଆବେଦନ: ହାଇକୋର୍ଟଙ୍କ ବଢ଼ିଲା ଚିନ୍ତା…

ଚଣ୍ଡିଗଡ଼,୫।୬ : ମଣିଷର ଆବଶ୍ୟକତା ତାଙ୍କୁ ଏପରି ସ୍ଥିତିରେ ପହଞ୍ଚାଇଛି ଯେଉଁଠାରେ କିଛି ଯୁବବର୍ଗମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା କଷ୍ଟକର ହୋଇପଡିଛି। ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ସମ୍ପର୍କର ପରିବର୍ତ୍ତନ ଯୋଗୁ ଲିଭ୍‌ ଇନରେ ରହୁଥିବା ଶହ ଶହ ଯୁବବର୍ଗଙ୍କ...

ଭାଜପା-ଶିନ୍ଦେ ମେଣ୍ଟ ଲଢ଼ିବେ ନିର୍ବାଚନ…

ମୁମ୍ବାଇ,୫।୬ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଭାଜପା ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ଲଢ଼ିବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏହି ସୂଚନା ଦେଇଛନ୍ତି। ରବିବାର ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ମୁଖତାର ଅଂସାରୀ ଦୋଷୀ ସାବ୍ୟସ୍ତ, ୩୨ ବର୍ଷ ପରେ ଆସିଲା ରାୟ

ନୂଆଦିଲ୍ଲୀ,୫।୬: ବାରାଣସୀର ଏମପି-ଏମଏଲ କୋର୍ଟ ମୁଖତାର ଅଂସାରୀଙ୍କ ସହ ଜଡିତ ୩୨ ବର୍ଷ ପୁରୁଣା ମାମଲାର ଶୁଣାଣି ସୋମବାର କରିଛନ୍ତି। ବାରାଣସୀ କୋର୍ଟ ସୋମବାର ରାୟ ପ୍ରକାଶ କରି ଅଂସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଓ୍ବାଧେଶ ରାୟ ହତ୍ୟାକାଣ୍ଡରେ ସୋମବାର...

ପୋଲ ଭୁଷୁଡିବା ପରେ ତୁରନ୍ତ ପଠାଯାଇଛି ଏସଡିଆରଏଫ ଟିମ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି ୪ ଡଙ୍ଗା

ପାଟନା,୫।୬: ବିହାରର ଭାଗଲପୁରରେ ନିର୍ମାଣାଧିନ ଅଗୁୱାନି-ସୁଲତାନଗଞ୍ଜ ବ୍ରିଜ ଭୁଶୁଡ଼ିବା ପରେ ଏହି ଖବର ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଯାଇଛି। ଏହା ସହ ନୀତୀଶ ସରକାର ଭାରତୀୟ ଜନତା ପାର୍ଟି(ଭାଜପା)ର ଟାର୍ଗେଟକୁ ଆସିଯାଇଛନ୍ତି। ବିହାରରେ ମଧ୍ୟ ଏହି ପ୍ରସଙ୍ଗରେ ରାଜନୈତିକ ବୟାନବାଜି...

ଏସିଆର ଧନୀ ତାଲିକାରେ ତଳକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୫।୬: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଏବେ ଧନୀ ତାଲିକାରେ କିଛି ପଛକୁ ଆସିଯାଇଛନ୍ତି। ଏବେ ସେ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଆଖ୍ୟା ହରାଇଛନ୍ତି। ବ୍ଲୁମବର୍ଗ...

ପ୍ରଧାନମନ୍ତ୍ରୀଙ୍କ ପାଇଁ ରେଲଓ୍ବେ ହେଉଛି ଖେଳନା, ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ସଞ୍ଜୟ

ନୂଆଦିଲ୍ଲୀ,୫।୬: ଜୁନ ୨ରେ ଓଡ଼ିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଦେଶକୁ ଥରାଇ ଦେଇଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରଠାରୁ ବିରୋଧୀମାନେ ନିରନ୍ତର କେନ୍ଦ୍ର ସରକାରଙ୍କୁ...

୨ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୫।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

ବ୍ରିଜ ଭୂଷଣଙ୍କ ଉପରେ ଯୌନ ଅଭିଯୋଗ ଆଣିଥିବା ନାବାଳିକା ଫେରାଇ ନେଲେ ନିଜର ଅଭିଯୋଗ

ନୂଆଦିଲ୍ଲୀ,୫।୬: ଦେଶର ଜଣାଶୁଣା କୁସ୍ତିଯୋଦ୍ଧାମାନେ ଗତ କିଛି ମାସ ଧରି ଭାରତୀୟ ଜନତା ପାର୍ଟି(ଭାଜପା)ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଏଥି ସହିତ...

ଥାନାରେ ପହଞ୍ଚିଲେ ଶାଶୁ, ସାର୍‌ ବୋହୂ ମୋ ପାଦ ଛୁଇଁବାକୁ କରୁଛି ମନା…

ଲକ୍ଷ୍ନୌ,୫।୬ : ଉତ୍ତରପ୍ରଦେଶର ଆଗ୍ରାରେ ବୋହୂ ତାଙ୍କ ପାଦ ଛୁଇଁ ନ ଥିବାରୁ ଶାଶୁ ରାଗିଗଲେ। ସେ ସିଧା ଯାଇ ଥାନାରେ ପହଞ୍ଚିଲେ। ଥାନା ଅଧିକାରୀ ଶାଶୁଙ୍କ କଥା ଶୁଣିବା ପରେ ମାମଲା କାଉନସେଲିଂ ସେଣ୍ଟରକୁ ପଠାଇଥିଲେ। ପରାମର୍ଶଦାତା ଉଭୟ...

ଅମିତ ଶାହାଙ୍କୁ ଭେଟି ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଦାବି କଲେ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା ଅଲିମ୍ପିୟାନ କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଓ ଭିନେଶ ଫୋଗାଟ ସ୍ବରାଷ୍ଟ୍ର ମନ୍ତ୍ରୀ...

ମୃତଦେହ ଭିତରୁ ମିଳିଲା ପ୍ରେମ କବିତା ନୋଟ୍‌ ବୁକ୍‌…

ବାହାନଗା,୫।୬ : ବାହାନଗା ରେଲଳ ଦୁର୍ଘଟଣାରେ ଯାତ୍ରୀମାନଙ୍କ ଜୋତା ଚପଲ, ଖାଇବା ସାମଗ୍ରୀ, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଟ୍ରାକ ଏବଂ ଏହାର ଚାରିପାଖରେ ପଡ଼ି ରହିଛି। ଏହି ସମୟରେ, ଟ୍ରାକରୁ ଏକ ନୋଟବୁକ ମଧ୍ୟ ମିଳିଛି। ଏଥିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri