ଜାତୀୟ

ଜ୍ଞାନବାପି ମାମଲାରୁ ଓହରି ଗଲେ ହିନ୍ଦୁ ଆବେଦନକାରୀ

ବାରାଣସୀ, ୪ା୬: ଜ୍ଞାନବାପି ମସ୍‌ଜିଦ ପ୍ରସଙ୍ଗ ସହ ଜଡ଼ିତ ସମସ୍ତ ମାମଲାରୁ ଅନ୍ୟତମ ହିନ୍ଦୁ ପକ୍ଷ ଜିତେନ୍ଦ୍ର ସିଂ ଭିସେନ ଓ ତାଙ୍କ ପରିବାର ଓହରିଯିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ତାଙ୍କୁ ହଇରାଣ କରାଯାଉଥିବା ଜିତେନ୍ଦ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ...

ମୃତ ଆନ୍ଧ୍ରପ୍ରଦେଶ ଯାତ୍ରୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଜଗନ

ଅମରାବତୀ,୪ା୬: ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆନ୍ଧ୍ରପ୍ରଦେଶ ଯାତ୍ରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଉପରେ...

ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ଟ୍ରେନ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷାଦାନ…

ନୂଆଦିଲ୍ଲୀ,୪।୬ : ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ଏକ ଟୁଇଟରେ ଆଦାନୀ କହିଛନ୍ତି ଆଦାନୀ ଗ୍ରୁପ୍‌ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କର ଶିକ୍ଷାଦାନର ବ୍ୟବସ୍ଥା କରିବେ। ଓଡିଶା...

ପଶ୍ଚିମବଙ୍ଗର ୬୨ ଜଣଙ୍କ ଜୀବନ ଯାଇଛି, କେନ୍ଦ୍ର ସରକାର ଲୋକଙ୍କ ପାଇଁ କିଛି କରୁ ନାହାନ୍ତି…

କୋଲକାତା,୪।୬ : ଓଡ଼ିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ସହାୟତାର ଆବଶ୍ୟକତା ରହିଛି ନା ଏହା ଝଗଡ଼ାର ସମୟ। ରେଳ ମନ୍ତ୍ରୀ ମୋ ପାଖରେ ଛିଡା ହୋଇଥିଲେ। କିନ୍ତୁ ସେ କିଛି...

ଟ୍ରେନ ଦୁର୍ଘଟଣାସ୍ଥଳରେ ୩ ମନ୍ତ୍ରୀ: ମାଣ୍ଡବ୍ୟ-ବୈଷ୍ଣବ-ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ବାହାନଗା/ଭୁବନେଶ୍ୱର,୪।୬ : ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଯନ୍ତ୍ରଣାଦାୟକ ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଯତ୍ନ ନେବା ଏବଂ ରେଳ ଲାଇନର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ...

ଟ୍ରେନ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ସୋସିଆଲ ମିଡ଼ିଆରେ ଷଡ଼ଯନ୍ତ୍ର, ଇସକନ ମନ୍ଦିରକୁ ଦର୍ଶାଯାଇଛି ମସଜିଦ୍‌: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କହିଲା ପ୍ରଶାସନ…

ନୂଆଦିଲ୍ଲୀ,୪।୬ : ବାହନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଗୁଜବକୁ ଏଡ଼ାଇବାକୁ ଓଡିଶା ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି। ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି, ଏହା ଦେଖିବାକୁ ମିଳିଛି କିଛି ସୋସିଆଲ ମିଡିଆ ୟୁଜରମାନେ ଏହି ଯନ୍ତ୍ରଣାଦାୟକ ଟ୍ରେନ...

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ,୪।୬: ଓଡ଼ିଶା ବାଲେଶ୍ୱର ବାହାନଗାରେ ଶୁକ୍ରବାର ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ହୋଇଥିବା ବେଳେ ୧୧୭୫ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୭୯୫ଜଣଙ୍କୁ ଛୁଟି ଦିଆଯାଇଥିବା ବେଳେ ୩୮୨ ଜଣଙ୍କ ଚିକିତ୍ସା ଚାଲିଛି।...

କରୋନା ଟିକା ନେଇ ନ ଥିବା ଲୋକଙ୍କୁ ପ୍ରମାଣପତ୍ର ଜାରି କରୁଛନ୍ତି ପ୍ରଶାସନ…

ଭୋପାଳ,୪।୬ : ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ସୋନିର ଉପ-ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ଦୁଇମାସ ଧରି କରୋନା ଟିକା ଶେଷ ହୋଇଯାଇଛି। କିନ୍ତୁ ଏହା ସତ୍ତ୍ୱେ ପ୍ରଶାସନ କରୋନା ଟିକା ନେଇଥିବା ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଯେତେବେଳେ ବରିଷ୍ଠ ଅଧିକାରୀମାନେ ଏହି...

‘ପ୍ରଥମେ ବ୍ରିଜ ଭୂଷଣଙ୍କୁ ହଟାଇବୁ ପରେ ୨୦୨୪ରେ ତାଙ୍କର ସମର୍ଥକଙ୍କୁ’,ସତ୍ୟପାଲ ମଲିକ

ନୂଆଦିଲ୍ଲୀ,୪।୬: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଗିରଫ ହେତୁ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ଜାମ୍ମୁ କାଶ୍ମୀରର ପୂର୍ବତନ...

ଓଡ଼ିଶା ଟ୍ରେନ ଦୁର୍ଘଟଣା: ଗତବର୍ଷ ଅଡିଟ ରିପୋର୍ଟରେ ଚିନ୍ତା ବ୍ୟକ୍ତ କରାଯାଇଥିଲା…

ନୂଆଦିଲ୍ଲୀ,୪।୬ : ଓଡିଶା ହୋଇଥିବା ଟ୍ରେନ ଦୁର୍ଘଟଣାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର କହିଛନ୍ତି ଟ୍ରିପଲ ଟ୍ରେନ ମୁହାଁମୁହିଁ ହେବାର ମୂଳ କାରଣ ଚିହ୍ନଟ ହୋଇଛି ଏବଂ ଖୁବ ଶୀଘ୍ର ଯାଞ୍ଚ କରାଯିବ ଏବଂ ଏହାର ରିପୋର୍ଟରେ ପ୍ରକାଶ ପାଇବ।...

ଜ୍ଞାନେଶ୍ୱରୀ ଟ୍ରେନ ଦୁର୍ଘଟଣାରେ ମମତା କ’ଣ ଇସ୍ତଫା ଦେଇଥିଲେ : ଶୁଭେନ୍ଦୁ 

କୋଲକାତା,୪।୬ :ଓଡିଶାର ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ବିରୋଧୀଦଳର ଆରୋପକୁ  ଭାଜପା  ସମାଲୋଚନା କରିଛି। ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କଡ଼ା ଜବାବ ଦେଇଛନ୍ତି। ୨୦୧୦ରେ...

ଦୈନିକ ସଂକ୍ରମଣ ୨୦୨ …

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri