ଜାତୀୟ

ଧାର୍ଯ୍ୟ ତାରିଖ ପୂର୍ବରୁ ଗିରଫ କର: ଖାପ୍‌ ମହାପଞ୍ଚାୟତ

ହରିୟାଣାର କୁରୁକ୍ଷେତ୍ରରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଶୁକ୍ରବାର ଖାପ୍‌ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ବ୍ରିଜ୍‌ଭୂଷଣଙ୍କୁ ଗିରଫ କରା ନ ଗଲେ କୃଷକମାନେ ଜୁନ୍‌ ୯ରେ ବିକ୍ଷୋଭରତ କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀର ଯନ୍ତରମନ୍ତରକୁ ପୁଣି ନେଇଯିବେ। ଏଥିପାଇଁ ସରକାରଙ୍କୁ ମହଲତ ଦିଆଯାଇଛି। ଧାର୍ଯ୍ୟ ତାରିଖ...

ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଟ୍ରେନ ଦୁର୍ଘଟଣାକୁ ନେଇ ଟିଏମସି ନେତାଙ୍କ ଦାବି

କୋଲକାତା,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଶାସକ ଦଳ ତୃଳମୂଳ କଂଗ୍ରେସ (ଟିଏମସି) ଏହି ଟ୍ରେନ ଦୁର୍ଘଟଣା ସମ୍ପର୍କରେ ରେଳ ମନ୍ତ୍ରୀ...

ଯୌନ ଅନୁଗ୍ରହ ମାଗୁଥିଲେ ବ୍ରିଜ୍‌ଭୂଷଣ

ନୂଆଦିଲ୍ଲୀ/କୁରୁକ୍ଷେତ୍ର,୩ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଅଣ୍ଡାଳୁଥିଲେ। ସେମାନଙ୍କୁ ଅନୁପଯୁକ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରୁଥିଲେ। କ୍ୟାରିୟର ପାଇଁ ସୁଯୋଗ ଦେବା ବଦଳରେ ଯୌନ ଅନୁଗ୍ରହ ଦାବି କରୁଥିଲେ। ଏପରି କି ଜଣେ...

ଆଜି ମୁମ୍ବାଇ-ଗୋଆ ବନ୍ଦେ ଭାରତ ଟ୍ରେନର ହେବନାହିଁ ଉଦ୍‌ଘାଟନ, ଟ୍ରେନ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ,୩।୬: ଓଡ଼ିଶାର ବାଲେଶ୍ୱରରେ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦେଶର ଅନେକ ନେତା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ...

ଆମେରିକା ସଂସଦର ମିଳିତ ବୈଠକରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ଜୁନ ୨୨ରେ ଆମେରିକା ସଂସଦର ମିଳିତ ବୈଠକରେ ସମ୍ବୋଧିତ କରିବେ। ମିଳିତ ବୈଠକରେ ସମ୍ବୋଧିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିବା ଆମ ପାଇଁ ଗୌରବର ବିଷୟ ବୋଲି ଆମେରିକା...

ଟ୍ରେନ୍‌ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍‌ ଟ୍ରେନ କରମଣ୍ଡଳ ଏକ୍ସପ୍ରେସ୍‌ ଓ ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ ଭିତରେ ହୋଇଥିବା ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବିଢ଼ିବାରେ ଲାଗିଛି। ଏଯାବତ୍‌ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ୩୫୦ରୁ ଅଧିକ ଆହତଙ୍କୁ ଘଟଣାସ୍ଥଳରୁ...

ରାହୁଲ ବେରୋଜଗାର ଅଛନ୍ତି, ଏହାର ଅର୍ଥ ଦେଶ ବେରୋଜଗାର ନୁହେଁ: ତାମିଲନାଡୁ ଭାଜପା ଅଧ୍ୟକ୍ଷ

ଚେନ୍ନାଇ,୨।୬: ତାମିଲନାଡୁର ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ରାହୁଲ ବେରୋଜଗାର ଅଛନ୍ତି, ଏହାର ଅର୍ଥ ନୁହେଁ ଯେ ସାରା ଦେଶ େରୋଜଗାର ଅଛି। ସେ...

ହାଇକୋର୍ଟରୁ ସିସୋଡିଆଙ୍କୁ ସାମାନ୍ୟ ଆଶ୍ୱସ୍ତି

ନୂଆଦିଲ୍ଲୀ,୨।୬: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଶୁକ୍ରବାର ଅର୍ଥାତ୍‌ ୨ ଜୁନରେ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କୋର୍ଟ...

ମଣିପୁର ହିଂସା : ଅମିତ ଶାହାଙ୍କ ଅପିଲ ପରେ ଫେରାଇଲେ ୧୪୦ ଅସ୍ତ୍ରଶସ୍ତ୍ର

ଇମ୍ଫାଲ,୨।୬: ମଣିପୁରରେ ହିଂସା ପରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ ଜାରି ରହିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ଅପିଲ ପରେ ଜୁନ ୧ରେ ରାଜ୍ୟର ବିଭିନ୍ନ ସ୍ଥାନରେ...

କଂଗ୍ରେସର ୫ ଗ୍ୟାରେଣ୍ଟି ଉପରେ ମୋହର ଲଗାଇଲା କର୍ନାଟକ କ୍ୟାବିନେଟ

ବେଙ୍ଗାଲୁରୁ,୨।୬: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଶୁକ୍ରବାର କହିଛନ୍ତି, କଂଗ୍ରେସ ନିର୍ବାଚନ ପୂର୍ବରୁ ଯେଉଁ ୫ଟି କଥା ଦେଇଥିଲା ଏ ସବୁକୁ ଚଳିତ ଆର୍ଥିକ ବର୍ଷରେ ଲାଗୁ କରାଯିବ। ଜୁନ ୨ ଶୁକ୍ରବାର ସିଦ୍ଦାରାମାୟା କହିଛନ୍ତି, ନିର୍ବାଚନ ସମୟରେ ଓ ଏହା...

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ହେମନ୍ତ ସୋରେନଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ରାଞ୍ଚି,୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ କେଜ୍‌ରିଓ୍ବାଲ କହିଛନ୍ତି, ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ସମସ୍ତ କ୍ଷମତା ଦେଇଥିଲେ ମଧ୍ୟ ୮ ପରେ କେନ୍ଦ୍ର ସରକାର ଏକ...

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ ଅଭିନେତା ଆୟୁଷ୍ମାନଙ୍କ ପତ୍ନୀ ତାହିରା, ବହୁ ଅଭିନେତା କଲେ ନିନ୍ଦା…

ନୂଆଦିଲ୍ଲୀ,୨।୬: ଦୀର୍ଘଦିନ ଧରି କୁସ୍ତିଯୋଦ୍ଧାମାନେ ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଯନ୍ତରମନ୍ତରରେ ଧାରଣା ଦେଉଛନ୍ତି। ତେବେ ଏହାକୁ ବହୁ ବିରୋଧୀ ସମେତ ବହୁ ରାଜନେତା ଏବଂ ଅଭିନେତା ସମର୍ଥନ କରିଛନ୍ତି। ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri