ଜାତୀୟ

ଘରକୁ ଫେରିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୧।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ପ୍ରତିବାଦରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାଘରକୁ ଫେରି ଆସିଥିବା ଜଣାପଡିଛି। ଆନ୍ଦୋଳନକାରୀ ଭାବେ କେବଳ ସାକ୍ଷୀ ମଲ୍ଲିକ ଦିଲ୍ଲୀରେ ରହିଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନକାରୀମାନେ ନୀରବ ପ୍ରତିବାଦ କରୁଥିବାରୁ ଗଣମାଧ୍ୟମକୁ କୌଣସି...

ଏହି ରାଜ୍ୟରେ ବଢ଼ିଲା ବିଜୁଳି ଦର

ରାଞ୍ଚି,୧ା୬: ଝାଡ଼ଖଣ୍ଡରେ ନୂତନ ବିଦ୍ୟୁତ ଶୁଳ୍କ ଆଂଶିକ ବୃଦ୍ଧି କରାଯାଇଛି। ତେବେ ନୂତନ ଶୁଳ୍କରେ ବିଦ୍ୟୁତ ଦର ବର୍ତ୍ତମାନ ୪ ଦିନରେ ୨୫ରୁ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ବିଦ୍ୟୁତର ସ୍ଥିର ହାର ୨୬ ଟଙ୍କାରୁ ୫୦...

ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ହଜମ କରିପାରୁନି କଂଗ୍ରେସ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧।୬: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହଜମ କରିପାରୁନାହିଁ। ଏଥିସହ ସହ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ଏମକେ ଷ୍ଟାଲିନଙ୍କୁ ଭେଟିଲେ କେଜରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ

ନୂଆଦିଲ୍ଲୀ,୧।୬: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ଇତି ମଧ୍ୟରେ କେଜରିଓ୍ବାଲ ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ତାଙ୍କ ଘରେ ଚେନ୍ନାଇରେ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ପଞ୍ଜାବ...

ରାଜଧାନୀରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା, ଗରମ ଦିନରେ ମାଘ ମାସର ଶୀତ ଅନୁଭୂତ

ନୂଆଦିଲ୍ଲୀ,୧ା୬: ସାଧାରଣତଃ ମେ’ ଆଉ ଜୁନ୍‌ରେ ପ୍ରବଳ ଗରମ ହୋଇଥାଏ। ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବି ସବୁଠାରୁ ଏହି ଦୁଇ ମାସକୁ ଗରମ ମାସ ବୋଲି ବିବେଚନା କରାଯାଏ। ମାତ୍ର ଜଳବାୟୁ ପରିବର୍ତ୍ତନ ହେତୁ ଏଥର...

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ମହାପଞ୍ଚାୟତ, ଟିକାଏତ କହିଲେ-ନିଷ୍ପତ୍ତି ସୁରକ୍ଷିତ, ହେଲେ…

ନୂଆଦିଲ୍ଲୀ,୧।୬: କୁସ୍ତିଯୋଦ୍ଧା ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ମଧ୍ୟରେ ଚାଲିଥିବା କଳହକୁ ନେଇ ଗୁରୁବାର ମୁଜାଫରନଗରର ଶୋରାମ ଗ୍ରାମରେ ଏକ ଖାପ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କୃଷକ...

ବିରୋଧୀ ଏକତାକୁ ନେଇ କଥା ହେବାକୁ ନୀତୀଶ ଡାକିଥିବା ବୈଠକରେ ଯୋଗ ଦେବ କଂଗ୍ରେସ, ହେଲେ…

ନୂଆଦିଲ୍ଲୀ,୧।୬: ଆସନ୍ତା ବର୍ଷରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା ଜାରି ରହିଛି। ବିରୋଧୀ ଦଳର ଆଗକୁ ଥିବା ରାଜନିତିକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର୧୨ ଜୁନରେ...

ଭଗବନ୍ତ ମାନଙ୍କୁ ପଞ୍ଜାବ, ଦିଲ୍ଲୀରେ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷାର ଆବଶ୍ୟକତା ନାହିଁ

ଚଣ୍ଡିଗଡ,୧।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପଞ୍ଜାବ ଏବଂ ଦିଲ୍ଲୀରେ କେନ୍ଦ୍ରର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷାର ଆବଶ୍ୟକତା ନାହିଁ। ପଞ୍ଜାବ ଏବଂ ଦିଲ୍ଲୀରେ ଭଗବନ୍ତ ମାନଙ୍କର ସୁରକ୍ଷା ପାଇଁ ପଞ୍ଜାବ ପୋଲିସ ଏବଂ ମୁଖ୍ୟମନ୍ତ୍ରୀ ସୁରକ୍ଷାର ସ୍ବତନ୍ତ୍ର ଟିମ ଯଥେଷ୍ଟ।...

ଭାରତ-ନେପାଳ ସମ୍ପର୍କ ସୁପରହିଟ୍‌ ପାଇଁ ନିଷ୍ପତ୍ତି: ମୋଦି

ନୂଆଦିଲ୍ଲୀ,୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ)ଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନେ ପକାଇ ଦେଇଛନ୍ତି ଯେ, ୯ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ରେ କାର୍ଯ୍ୟଭାର ଗ୍ରହଣ କରିବାର ତିନିମାସ ମଧ୍ୟରେ ସେ...

ହୋମଗାର୍ଡଙ୍କୁ ଲୁହାପାଇପ୍‌ରେ ପିଟିଲେ ଆଇଏଏସ୍‌ ଅଧିକାରୀ

ପାଟନା,୧।୬: ବିହାରର ଛପ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଆଇଏଏସ୍‌ ଅଧିକାରୀ ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କୁ ଲୁହାପାଇପରେ ପିଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଛପ୍ରାର ଡେପୁଟି ଡେଭ୍‌ଲପମେଣ୍ଟ କମିଶନର(ଡିଡିସି) ପ୍ରିୟଙ୍କା ରାଣୀ ହୋମଗାର୍ଡ ଅଶୋକ...

ଭାଜପା ନେତା ପଙ୍କଜାଙ୍କ ବିଦ୍ରୋହୀ ମନୋଭାବ, କହିଲେ ମୁଁ ଭାଜପାରେ ଅଛି, ହେଲେ ପାର୍ଟି ମୋର ହେବ ନାହିଁ

ମୁମ୍ବାଇ,୧।୬: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ପଙ୍କଜା ମୁଣ୍ଡେ ପୁଣିଥରେ ଦଳ ଉପରେ ରାଗିଛନ୍ତି। ତାଙ୍କ ଅସନ୍ତୋଷର ସ୍ବର ପୁଣିଥରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ରାଷ୍ଟ୍ରୀୟ ସମାଜ ପାର୍ଟି ପକ୍ଷରୁ ଅହିଲ୍ୟା ଦେବୀ ହୋଲକରଙ୍କ ଜୟନ୍ତି ଅବସରରେ ଆୟୋଜିତ...

ମଣିପୁର ହିଂସାର ଯାଞ୍ଚ ପାଇଁ ଗଠନ ହେବ ନ୍ୟାୟିକ ଆୟୋଗ : ଶାହା

ନୂଆଦିଲ୍ଲୀ,୧।୬: ମଣିପୁର ହିଂସା ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ମୁଁ ତିନି ଦିନ ଧରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛି। ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ପ୍ରତ୍ୟେକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri