ଜାତୀୟ

ମଣିପୁରରେ ମୈତେଇ-କୁକି-ନାଗା ସମ୍ପ୍ରଦାୟର ସଂଘର୍ଷ କେବେଠାରୁ ହୋଇଥିଲା ଆରମ୍ଭ, ଜାଣନ୍ତୁ ତା’ର ଇତିହାସ

ଇମ୍ଫାଲ,୩୧।୫:ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ସେନା କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୪୦ଉଗ୍ରପନ୍ଥୀ ନିହତ ହେବା ନେଇ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ କୁକି ଜାତୀୟ...

ପହଁରିବା ମତେ ବି ଜଣା ଅଛି, ଗଙ୍ଗାରେ ମେଡାଲ ବିସର୍ଜନ କଲେ ମତେ ମିଳିବନି ଫାଶୀ: ବ୍ରିଜ ଭୂଷଣ…

ନୂଆଦିଲ୍ଲୀ,୩୧।୫ : ରେସଲିଂ ଫେଡେରେଶନର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ଗଙ୍ଗାରେ କୁସ୍ତିଯୋଦ୍ଧାଙ୍କ ମେଡାଲ ବିସର୍ଜନ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଂ କହିଛନ୍ତି, ଗଙ୍ଗାରେ ପଦକ ଫିଙ୍ଗିଥିବାରୁ ବ୍ରିଜ ଭୂଷଣଙ୍କୁ ଫାଶୀ ଦିଆଯିବ ନାହିଁ। ସେ...

ଓଟିଟି ପ୍ଲାଟର୍ଫମରେ ତମାଖୁ ନେଇ ଚେତାବନୀ ଜାରି କରିବା ଅନିବାର୍ଯ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିୟମରେ ସଂଶୋଧନ…

ନୂଆଦିଲ୍ଲୀ,୩୧।୫ : ବିଶ୍ୱ ତମାଖୁ ନିରୋଧୀ ଦିବସରେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ ଅନୁଯାୟୀ ସଂଶୋଧିତ ନିୟମାବଳୀ ଏବଂ ଓଟିଟି (ଓଭର ଦ ଟପ) କାର୍ଯ୍ୟକ୍ରମ ପାଇଁ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଉପରେ...

ବିରୋଧୀ ଏକତାରେ ଫାଟ: କଂଗ୍ରେସ-ଟିଏମସି ମୁହାଁମୁହିଁ …

କୋଲକାତା,୩୧।୫ : ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକତା ଅଭିଯାନରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ଏକମାତ୍ର କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ପରେ ଉଭୟ ଦଳ...

ସରକାରଙ୍କୁ ଘାରିଛି ଭୋଟ ଚିନ୍ତା, କୁସ୍ତିଯୋଦ୍ଧାଙ୍କ ସମସ୍ୟା ତାଙ୍କ ପାଇଁ ନୁହେଁ ଗୁରୁତ୍ୱପୂର୍ଣ୍ଣ: ସିବଲ…

ନୂଆଦିଲ୍ଲୀ,୩୧।୫ : ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଉପରେ ରାଜ୍ୟସଭା ଏମପି କପିଲ ସିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି...

ଆଜି ରାଜସ୍ଥାନ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜସ୍ଥାନର ଅଜମୈର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବଡ଼ କାର୍ଯ୍ୟକ୍ରମ। ଗତ ୮ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ...

କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ରଘୁରାମ ରାଜନ: ଏଥର ପିଏଲଆଇ ଯୋଜନା ଉପରେ ପ୍ରଶ୍ନ…

ନୂଆଦିଲ୍ଲୀ,୩୧।୫ : ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣି ଥରେ ଭାରତ ସରକାରଙ୍କ ଆର୍ଥିକ ନୀତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି ଏବଂ କିଛି ପ୍ରଶ୍ନ ଉଠାଇଛନ୍ତି। ଏଥର ତାଙ୍କ ଲକ୍ଷ୍ୟ କେନ୍ଦ୍ର ସରକାରଙ୍କ ପ୍ରଡକ୍ସନ ଲିଙ୍କ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

ଗେହଲୋଟଙ୍କୁ ଦୁର୍ଯ୍ୟୋଧନଙ୍କ ସହ ତୁଳନା କଲେ ପାଇଲଟଙ୍କ ସମର୍ଥକ ଆଚାର୍ଯ୍ୟ ପ୍ରମୋଦ…

ଜୟପୁର,୩୧।୫ : ପାଇଲଟଙ୍କ ନିକଟତର ବିବେଚନା କରାଯାଉଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା ହୋଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିତ ପାଇଲଟଙ୍କ ମଧ୍ୟରେ ସମନ୍ବୟର ସୂତ୍ର ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସଚିନ ଏବଂ...

ପାଠପଢ଼ା ଅବା ଗର୍ଭଧାରଣ ଉଭୟ ମହିଳାଙ୍କ ଅଧିକାର, କୌଣସି ଗୋଟିଏକୁ ଚୟନ କରିବା ନୁହେଁ ବାଧ୍ୟତାମୂଳକ: ହାଇକୋର୍ଟ …

ନୂଆଦିଲ୍ଲୀ,୩୧।୫ : କୌଣସି ନାଗରିକଙ୍କୁ ତାଙ୍କର ଶିକ୍ଷା ଅଧିକାର କିମ୍ବା ପ୍ରଜନନ ସ୍ବାଧୀନତା ଅଧିକାର ମଧ୍ୟରେ ବାଛିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଜଣେ ପୁରୁଷ ନିଜର ଉଚ୍ଚଶିକ୍ଷା ଅନୁସରଣ କରୁଥିବାବେଳେ ତାଙ୍କ ପିତା ହେବାର ଆନନ୍ଦ ଉପଭୋଗ କରିପାରୁଛନ୍ତି। ଯେତେବେଳେ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଗିରଫ…

ଶ୍ରୀନଗର,୩୧।୫ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଏଲଓସି ନିକଟରେ ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ ଚୋରା ଚାଲାଣର ଏକ ବଡ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଏହି ଘଟଣାରେ ତିନି ଜଣଙ୍କୁ ଭାରତୀୟ ଯବାନ ଗିରଫ କରିଛି। ଅଧିକାରୀମାନେ ଏହି...

ଷ୍ଟାଲିନ, ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଜିକାଲି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ବିରୋଧୀ ଦଳଙ୍କୁ ଭେଟି ସମର୍ଥନ ହାସଲ କରିବାରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ କେଜ୍‌ରିଓ୍ବାଲ ଜୁନ୍‌ ୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଏବଂ ଝାଡଖଣ୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri