ଜାତୀୟ

ଆଇନ ବ୍ୟବସ୍ଥା ଦେଖିବା ଆପଣଙ୍କ ଦାୟିତ୍ୱ: ଶାହାବାଦ ହତ୍ୟା ଘଟଣା ଉପରେ ଏଲ୍‌ଜିଙ୍କୁ ଏଭଳି କହିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଲେଫ୍ଟନାଣ୍ଟ ଗଭର୍ନର (ଏଲ୍‌ଜି)ଭି.କେ ସାକ୍ସେନାଙ୍କୁ ଶାହାବାଦ ଡେୟରୀ ଅଞ୍ଚଳରେ ନାବାଳିକା ହତ୍ୟା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏଲଜିଙ୍କୁ କହିଛନ୍ତି, ସହରରେ ଆଇନଶୃଙ୍ଖଳା ବଜାୟ...

ଭାରତରେ ପହଞ୍ଚିଲେ କମ୍ବୋଡିଆ ରାଜା

ନୂଆଦିଲ୍ଲୀ,୨୯।୫: କମ୍ବୋଡିଆ ରାଜା ନୋରୋଦମ ସିହମୋଣି ଭାରତ ଗସ୍ତରେ ଆସିଛନ୍ତି। ସୋମବାର ନୋରୋଦମ ସିହମୋଣି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ଏବଂ କମ୍ବୋଡିଆ ମଧ୍ୟରେ କୂଟନୈତିକ ସମ୍ପର୍କ ଗଠନର ୭୦ତମ ବାର୍ଷିକୀ ଅବସରରେ ସେ ଏହି ଯାତ୍ରା କରିଥିବା ଜଣାପଡିଛି। ୧୯୫୨ରେ...

ଗେହଲଟ-ପାଇଲଟ ବିବାଦ ମଧ୍ୟରେ ଦଳର ଅଧ୍ୟକ୍ଷଙ୍କୁ ଭେଟିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ସୂଚନାନୁସାରେ, ଏହି ସାକ୍ଷାତ ସମୟରେ ପାର୍ଟି ହାଇକମାଣ୍ଡ ରାଜସ୍ଥାନରେ ପାଇଲଟ ଏବଂ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଶେଷ କରିବା ଉପରେ ଆଲୋଚନା...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିପାରେ କଂଗ୍ରେସ

ଭୋପାଳ,୨୯।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏବେ ଆଗାମୀ ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଦଳ ପ୍ରସ୍ତୁତ ଆରମ୍ଭ କରିଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସ ୧୫୦ଟି ଆସନ ଜିତିବାକୁ ଯାଉଛି। ଏଥି ସହିତ...

କାର୍‌- ବସ୍‌ ଧକ୍କା: ୨ ଶିଶୁ ସମେତ ୧୦ ମୃତ

ବେଙ୍ଗାଲୁରୁ,୨୯।୫: କର୍ନାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ମୈଶୁର ନିକଟ ତନରାସିଂହପୁରଠାରେ କାର୍‌- ବସ୍‌ ଧକ୍କା ହୋଇଛି। ଫଳରେ ୧୦ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ଜଣାପଡିଛି। ଏଥିସହ ଜଣେ ଗୁରୁତର ଆହତ...

ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ ଝଟକା, ଜଣେ ମାତ୍ର ବିଧାୟକ ବାୟରନ ବିଶ୍ୱାସ ଧରିଲେ ଟିଏମସିର ହାତ

କୋଲକାତା,୨୯।୫: ଗୋଟିଏ ପଟେ ଦେଶର କିଛି ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିଥିବା ବେଳେ ଏବେ କିନ୍ତୁ ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ ଝଟକା ଲାଗିଛି। ସାଗରଦିଘିର ଏକମାତ୍ର କଂଗ୍ରେସ ବିଧାୟକ ବାୟରନ ବିଶ୍ୱାସ ତ୍ରୁଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଛନ୍ତି। ସେ ବିଜୟୀ...

‘ଟେରର ଫଣ୍ଡିଂ ମାମଲାରେ ହେଉ ଫାଶୀ’, ଏନଆଇଏର ଦାବିକୁ ନେଇ ୟାସିନ ମଲିକଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ହାଇକୋର୍ଟ ସୋମବାର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନୋଟିସ ଜାରି କରିଛନ୍ତି। ଆତଙ୍କବାଦୀ ସଙ୍ଗଠନ ଜେକେଏଲଏଫର ନେତା ୟାସିନ ମଲିକଙ୍କୁ ଟେରର ପଣ୍ଡିଂ ମାମଲାରେ ଫାଶୀ ଦଣ୍ଡ ଦେବାକୁ ଏନଆଇଏ ପକ୍ଷରୁ ବାଦି କରାଯାଇଥିବାରୁ ଏହି ନୋଟିସ...

ନାବାଳିକା ହତ୍ୟାକାରୀ ସାହିଲ ଗିରଫ, ୪୦ଥର ଛୁରୀ ଭୁଷି ଗର୍ଲଫ୍ରେଣ୍ଡଙ୍କୁ କରିଥିଲେ ହତ୍ୟା

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀର ଶାହବାଦ ଡେୟରି ଅଞ୍ଚଳରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାର ଅଭିଯୁକ୍ତ ସାହିଲଙ୍କୁ ପୋଲିସ ଗିରଫ କରିଛି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଛାତ୍ର ମୃତ

ଗୁଆହାଟୀ,୨୯।୫: ଆସାମର ଗୁଆହାଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଆହାଟିର ଜଳକୁବାରୀ ଅଞ୍ଚଳରେ ରବିବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଏହି ସଡ଼କ ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକ...

‘କର୍ନାଟକ ଭଳି ମଧ୍ୟପ୍ରଦେଶରେ ମଧ୍ୟ…’ବୈଠକ ପରେ ପ୍ରତିକ୍ରିୟା ରଖିଲେ ରାହୁଲ

ନୂଆଦିଲ୍ଲୀ,୨୯।୫: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

କେବେ ଲଞ୍ଚ ହେବ ଚନ୍ଦ୍ରାୟନ -୩? ଇସ୍ରୋ ମୁଖ୍ୟ ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୫: ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରାୟନ -3 ଲଞ୍ଚ ହେବ। ଏନେଇ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ମୁଖ୍ୟ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ମହାକାଶ କ୍ଷେତ୍ରରେ ଏହା ଭାରତର ଆଉ ଏକ ବଡ଼ ସଫଳତା ହେବ ବୋଲି ସେ...

ଆସାମକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୯।୫: ଦେଶର ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବା ପରେ ସୋମବାର ଉତ୍ତର-ପୂର୍ବ ଆସାମ ରାଜ୍ୟ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସବୁଜ ପତାକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri