ଜାତୀୟ

ପାକିସ୍ତାନ ବି ହେବ ହିନ୍ଦୁରାଷ୍ଟ୍ର: ବାଗେଶ୍ୱର ବାବା…

ଅହମଦାବାଦ,୨୯।୫ : ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ହେଡ ଲାଇନରେ ରହିଥାନ୍ତି। ଙ୍‌ନିକଟରେ, ବାଗେଶ୍ୱର ବାବାଙ୍କ ପାଗଳ’ଶବ୍ଦର ବ୍ୟବହାରକୁ ନେଇ ବିହାରରେ ଉାତ୍ତଜନା ସୃଷ୍ଟି ହୋଇଥିଲା। ଏଥିସହିତ ବର୍ତ୍ତମାନ ତାଙ୍କର ଆଉ ଏକ ବିବୃତ୍ତି ଭାଇରାଲ...

ଥିଏଟର କମାଣ୍ଡ ପ୍ରତିଷ୍ଠା କରିବାକୁ ନିକଟତର ହେଉଛି ଭାରତ…

ନୂଆଦିଲ୍ଲୀ,୨୯।୫ : ଭାରତୀୟ ସେନା ଏକ ବଡ଼ ସଫଳତା ହାସଲ କରିଛି। ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଦ୍ୱାରା ଯୁଦ୍ଧ ସରଞ୍ଜାମଗୁଡ଼ିକୁ ସଫଳତାର ସହ ଅବତରଣ କରାଯାଇଛି। ଯୁଦ୍ଧ ସମୟରେ ଏହା ସେନା ପାଇଁ ବହୁତ ସାହାଯ୍ୟ କରିବ। ବାସ୍ତବରେ,...

ନାଭିଗେଶନ ଉପଗ୍ରହ ଏନଭିଏସ-୧ର ହେବ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୫ : ନାଭିଗେଶନ ଉପଗ୍ରହ ଏନଭିଏସ-୧ର ସୋମବାର ଉତକ୍ଷେପଣ କରାଯିବ। ଏହା ଦ୍ୱାରା ନାବିକ ଏବଂ ଯବାନମାନଙ୍କର ଶକ୍ତି ବୃଦ୍ଧି ପାଇବ। ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ସୋମବାର ପୂର୍ବାହ୍ନ ୧୦ଟା ୪୨ରେ ଜିଓଷ୍ଟେସନାରୀ ସାଟେଲାଇଟ ଲଞ୍ଚ ଯାନ (ଜିଏସଏଲଭି)...

ଗେହଲଟ୍‌-ପାଇଲଟ୍‌ ଦ୍ୱନ୍ଦ୍ୱର ଅବସାନ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଉଦ୍ୟମ

ଜୟପୁର, ୨୯ା୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଯୋଜନା କରୁଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ...

‘ଭବନ ନୁହେଁ, ଲୋକଙ୍କ ଦ୍ୱାରା ଗଣତନ୍ତ୍ର ଚାଲେ’

ନୂଆଦିଲ୍ଲୀ, ୨୯ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଉତ୍ସବକୁ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ବର୍ଜନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍‌ଘାଟନରୁ ବାଦ୍‌ ଦିଆଯିବା ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ...

ଗଣତନ୍ତ୍ରର ନୂଆ ମନ୍ଦିର

ନୂଆଦିଲ୍ଲୀ, ୨୯ା୫ : ଟାଟା ପ୍ରୋଜେକ୍ଟସ୍‌ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା...

ଭାରତର ବିକାଶ ଯାତ୍ରାରେ ଅବିସ୍ମରଣୀୟ ମୁହୂର୍ତ୍ତ: ମୋଦି

ନୂଆଦିଲ୍ଲୀ, ୨୯ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନରେ ନୂଆ ପାର୍ଲାମେଣ୍ଟ ଭବନର ଉଦ୍‌ଘାଟନ କରିଛନ୍ତି। ଦେଶର ବିକାଶ ଯାତ୍ରାରେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏକ ଆତ୍ମନିର୍ଭର ଏବଂ ବିକଶିତ ଭାରତର ସୂର୍ଯ୍ୟୋଦୟର...

ନ୍ୟାୟ ମାଗି ଦଣ୍ଡିତ

ନୂଆଦିଲ୍ଲୀ,୨୯ା୫ : ରବିବାର ଦେଶକୁ ମିଳିଛି ଗଣତନ୍ତ୍ରର ନୂଆ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଲୋକାର୍ପଣ କରି ସମ୍ବୋଧନ କରୁଥିବାବେଳେ ସେଠାରୁ ଅଳ୍ପ ଦୂରରେ ଦେଶ ପାଇଁ ପଦକ ଜିତି ଗର୍ବ ଓ ଗୌରବ ଆଣିଦେଇଥିବା...

ମଣିପୁରରେ ସଂଘର୍ଷ: ଚାଲିଗଲା ୨ ଜୀବନ

ଇମ୍ଫାଲ, ୨୮ା୫: ମଣିପୁରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ଏବଂ ଉଗ୍ରପନ୍ଥୀ ଓ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଜଣ ଆହତ ହୋଇଛନ୍ତି। କୁକି ଉଗ୍ରପନ୍ଥୀଙ୍କ ଗୁଳିରେ ଇମ୍ଫାଲ ଓ୍ବେଷ୍ଟ ଜିଲାର...

ଉଦଘାଟନୀ ଉତ୍ସବରେ ଶାସକ ଦଳର ରାଜନୀତି, ଆଗଧାଡ଼ିରେ ଦେବଗୌଡ଼ା-ଜଗନମୋହନ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦର ନୂତନ ଭବନକୁ ଉଦଘାଟନ କରିଛନ୍ତି। ଯଦିଓ ଏହିଐତିହାସିକ କାର୍ଯ୍ୟକ୍ରମ ପାର୍ଟି ରାଜନୀତିରୁ ରକ୍ଷା ପାଇପାରି ନାହିଁ ଏବଂ କଂଗ୍ରେସ ସମେତ ୨୧ଟି ରାଜନୈତିକ ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି।...

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନଗଣନା ଆଶା କମ, ପାଣିଠାରୁ ନେଇ ଲ୍ୟାପଟପ ପର୍ଯ୍ୟନ୍ତ ପଚରାଯିବ ୩୧ ପ୍ରଶ୍ନ…

ନୂଆଦିଲ୍ଲୀ,୨୮।୫ : କରୋନା ମହାମାରୀ କାରଣରୁ ସ୍ଥଗିତ ଜନଗଣନା ପ୍ରକ୍ରିୟା ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେବାର ଆଶା କମ ରହିଛି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା...

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ଭାଜପା)ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟଗୁଡିକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri