ଜାତୀୟ

ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା କୋର୍ଟଙ୍କର କାମ ନୁହେଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୭।୫ : ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା ଅବା ଏହାର ପ୍ରଚାର କରିବା କୋର୍ଟଙ୍କର କାମ ନୁହେଁ। ଏହା ସେପରି ଏକ ଅନୁଷ୍ଠାନ ନୁହେଁ। ନିଷ୍ପତ୍ତି ନେବାବେଳେ ଏହା ଆଇନର ନିୟମ ଦ୍ୱାରା ବନ୍ଧା। ଦୁଇ ଶିଶୁଙ୍କୁ ହତ୍ୟା...

ମଣିପୁର ଗସ୍ତ କରିବେ ସେନା ମୁଖ୍ୟ: ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ,୨୭।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର ହିଂସା ପ୍ରଭାବିତ ମଣିପୁର ଗସ୍ତ କରି ରାଜ୍ୟର ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ପୂର୍ବ କମାଣ୍ଡର ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ରାଣା ପ୍ରତାପ କାଲିତା ମଧ୍ୟ...

ଡାଇବେଟିସ ଚିକିତ୍ସାରେ ଔଷଧୀୟ ଉଦ୍ଭିଦ: ୨୧ ଉଦ୍ଭିଦ ଉପରେ ଗବେଷଣା…

ନୂଆଦିଲ୍ଲୀ,୨୭।୫ : ଔଷଧୀୟ ଉଦ୍ଭିଦ ସାହାଯ୍ୟରେଡାଇବେଟିସକୁ ମଧ୍ୟ ପରାସ୍ତ କରାଯାଇପାରେ। ୱାଲର୍‌ଡ ଜର୍ନାଲ ଅଫ ଡାଇବେଟିସ ରେ ପ୍ରକାଶିତ ଅଧ୍ୟୟନରେ ଜଡିତ ଜିପମରର ସିନିୟର ଡାକ୍ତରସୋମଦତ୍ତ ଗିରି କହିଛନ୍ତି ଏହି ଔଷଧୀୟ ଉଦ୍ଭିଦଗୁଡିକ ମାନବ ରକ୍ତରେ ଶର୍କରା ପରିମାଣ ହ୍ରାସ...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସିସୋଡିଆଙ୍କ ସମେତ ୪ ଜଣଙ୍କୁ ସମନ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀ ମଦ ଦୁର୍ନୀତିରେ ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ୪ ଜଣଙ୍କ ବିରୋଧରେ ସମନ ଜାରି କରାଯାଇଛି। ସେମାନେ ହେଲେ ଏଏପି ମନୀଷ ସିସୋଡିଆ, ଅର୍ଜୁନ ପାଣ୍ଡେ, ବୁଚି ବାବୁ ଏବଂ ଅମାନଦୀପ ଧଳ। ତେବେ ଦାଖଲ...

ଭାରତୀୟ ସଂସ୍କୃତି ଉପରେ ଜ୍ଞାନ ଆହରଣ ପାଇଁ ୧୩ ଦେଶର ୩୧ ଛାତ୍ରୀଛାତ୍ରଙ୍କ ବିଶ୍ୱ ହିନ୍ଦୀ ଯାତ୍ରା…

ନୂଆଦିଲ୍ଲୀ,୨୭।୫ : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ (ଆଇସିସିଆର) ଦ୍ୱାରା ୧୩ ଟି ଦେଶର ୩୧ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱ ହିନ୍ଦୀ ଯାତ୍ରା ଆୟୋଜିତ ହୋଇଛି। ଏହି ଯୋଜନା ଅଧୀନରେ ସେମାନଙ୍କୁ ହିନ୍ଦୀ ଭାଷା ବିଷୟରେ ସୂଚନା ଦେବା ସହିତ...

ଆମ ସହିତ ବୈମାତୃକ ବ୍ୟବହାର କରୁଛି ଭାଜପା: ଶିନ୍ଦେଙ୍କ ସମର୍ଥକ…

ମୁମ୍ବାଇ,୨୭।୫ : ମହାରାଷ୍ଟ୍ରର ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସମର୍ଥକ ମଧ୍ୟରେ ଥିବା ମିଳିତ ମେଣ୍ଟ ସରକାରର ଫାଟ ବଢୂଥିବା ଚର୍ଚ୍ଚା ହେଉଛି। ଶିନ୍ଦେଙ୍କ ଶିବସେନା ଏମପି ଗଜାନନ କୀର୍ତ୍ତିକର ଭାଜପା ସେମାନଙ୍କ ପ୍ରତି ସାବତ ମା ଭଳି...

ମିଶନ ୨୦୨୪: ଭାଜପା ୪୫୦ ସିଟ ପାଇଁ ଗଠନ କରିବ ୧୧୬ ଗୋଷ୍ଠୀ…

ନୂଆଦିଲ୍ଲୀ,୨୭।୫ : ଆସନ୍ତା ଲୋକସଭା ନିବାଚନରେ କ୍ଷମତାର ହ୍ୟାଟ୍ରିକ କରିବାକୁ ଭାଜପା ଏକ ମେଗା ଯୋଜନା ପ୍ରସ୍ତୁତ କରିଛି। ଦଳ ଲୋକସଭାରେ ତିନିରୁ ପାଞ୍ଚଟି ଆସନ ବିଶିଷ୍ଟ ଏକ କ୍ଲଷ୍ଟର ଗଠନ କରିବାକୁ ଏବଂ ନିର୍ବାଚନ ପର୍ଯ୍ୟନ୍ତ ଏହାର ତିନି...

ବ୍ରିଜ ଭୂଷଣ ଶରଣ ସିଂ ମାମଲା: କୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୭।୫: ଯୌନ ନିର୍ଯ୍ୟାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମାମଲା ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏହି ମାମଲାରେ ଦିଲ୍ଲୀ ପୋଲିସ ରୌଜ୍‌ ଏଭିନ୍ୟ କୋର୍ଟରେ ଷ୍ଟାଟସ୍‌...

ଦୈନିକ ସଂକ୍ରମଣ ୫ ଶହରୁ କମ୍‌, ସୁସ୍ଥତା ହାର ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଉଭୟ ଭବନରେ ସେବା କରିବାର ସୁଯୋଗ ପାଇ ନିଜକୁ ଭାଗ୍ୟବାନ ମନେ କରୁଛି: ଶାହା

ନୂଆଦିଲ୍ଲୀ, ୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ମେ ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ତେବେ ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ଐତିହାସିକ ବୋଲି କହିଛନ୍ତି...

ନୂଆ ସଂସଦ ଭବନର ଉଦ୍‌ଘାଟନକୁ ବର୍ଜନ କରିବା ପ୍ରସଙ୍ଗ: ରାହୁଲଙ୍କ ଉପରେ ବର୍ଷିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନର ଉଦ୍‌ଘାଟନ ନେଇ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଅନୁରାଗ ଠାକୁର ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।...

ସଂସଦ ଭବନ, ନୀତି ଆୟୋଗ ବୈଠକ ସମ୍ପର୍ଣ୍ଣ ଅର୍ଥହୀନ: ନୀତିଶ କୁମାର…

ନୂଆଦିଲ୍ଲୀ,୨୭।୫ : ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ଜନତା ଦଳ ୟୁନାଇଟେଡ(ଜେଡିୟୁ) ବର୍ତ୍ତମାନ ପ୍ରତି ପ୍ରସଙ୍ଗରେ ମୁହାଁମୁହିଁ ହେବାରେ ଲାଗିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) କେବଳ ଜେଡିୟୁକୁ ସମର୍ଥନ କରୁଥିବା ଦେଖାଯାଉଛି। ସଂସଦର ନୂତନ ଭବନର ଉଦଘାଟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri