ଜାତୀୟ

ଆଲ୍ଲାହାବାଦ ହାଇକୋର୍ଟକୁ ଗଲା କୃଷ୍ଣ ଜନ୍ମଭୂମି ମାମଲା

ଆଲ୍ଲାହାବାଦ, ୨୭ା୫: ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସମ୍ପର୍କିତ ସମସ୍ତ ମାମଲାକୁ ଆଲ୍ଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ମଥୁରା ଜିଲା କୋର୍ଟରେ ଶୁଣାଣି ହେଉଥିବା ଉକ୍ତ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟ ଶୁଣାଣି କରିବେ। ଶାହି ମସ୍‌ଜିଦ ଇଦ୍‌ଗା ନିର୍ମାଣ ହୋଇଥିବା ଜମି ଉପରେ...

ଉତ୍ତରାଖଣ୍ଡରେ ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ, ୨୭ା୫: ସୀମା ବିବାଦକୁ ନେଇ ଭାରତ ସହ ଦୀର୍ଘଦିନ ମୁହାଁମୁହିଁ ସ୍ଥିତି ଲାଗିରହିବା ପରେ ଚାଇନା ଏବେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଠାରୁ ୧୧ କିଲୋମିଟର ଭିତରକୁ ଅର୍ଥାତ୍‌ ଉତ୍ତରାଖଣ୍ଡ ନିକଟରେ ସୀମା ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଛି।...

ମୋଦିଙ୍କ ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ନୂଆଦିଲ୍ଲୀ,୨୭ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ୯ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦରଦାମ ବୃଦ୍ଧି, ବେରୋଜଗାରି, କୃଷକଙ୍କ ଆୟ ଆଦି ନେଇ ୯ଟି ପ୍ରଶ୍ନ କରାଯାଇଛି। ମୋଦି ନିଜ ଶାସନ କାଳରେ ଦେଶବାସୀଙ୍କ...

ଭିଏଟ୍‌ଜେଟ୍‌ ବିମାନ ବିଳମ୍ବ: ମୁମ୍ବାଇ ଏୟାରପୋର୍ଟରେ ୩୦୦ ଯାତ୍ରୀ ୧୦ ଘଣ୍ଟା ଅଟକିଲେ

ମୁମ୍ବାଇ, ୨୬ା୫: ପରିଚାଳନାଗତ କାରଣରୁ ଭିଏଟ୍‌ଜେଟ୍‌ ବିମାନ ବିଳମ୍ବ ଯୋଗୁ ପାଖାପାଖି ୩୦୦ ଯାତ୍ରୀଙ୍କୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିବାକୁ ପଡ଼ିଛି। ଭିଏଟ୍‌ନାମର ହୋ ଚି ମିନ୍‌ ସିଟି ଯିବାକୁ ଥିବା ଭିଏଟ୍‌ଜେଟ୍‌...

ଛାଡପତ୍ର ପରେ ସ୍ତ୍ରୀଙ୍କୁ ଦେବାକୁ ପଡିଲା ବଡ଼ ଆକାରରେ କ୍ଷତିପୂରଣ, ଭରିଲେ ଏତେ ଟଙ୍କା…

ନୂଆଦିଲ୍ଲୀ,୨୬।୫: ଛାଡପତ୍ର ପରେ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ କ୍ଷତିପୂରଣ ଦେବାକୁ ପଡିଥାଏ ବୋଲି ଆପଣ ଶୁଣିଥିବେ। କିନ୍ତୁ ଏହାର ବିପରୀତ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛିି। ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପରେ ସ୍ତ୍ରୀଙ୍କୁ ଦେବାକୁ ପଡ଼ିଛି ମୋଟା ଅଙ୍କର କ୍ଷତିପୂରଣ। ଏପରି...

ଫୋନ୍‌ ପାଇଁ ଜଳଭଣ୍ଡାର ଶୁଖାଇଦେଲେ ସରକାରୀ ବାବୁ

ରାୟପୁର, ୨୬ା୫: ଛତିଶଗଡ଼ର ଜଣେ ସରକାରୀ ବାବୁଙ୍କ ମୋବାଇଲ୍‌ ଫୋନ୍‌ ଜଳଭଣ୍ଡାରରେ ଖସିପଡ଼ିବାରୁ ଚାଷଜମିକୁ ଜଳସେଚନ ପାଇଁ ଉଦ୍ଦିଷ୍ଟ ଲକ୍ଷାଧିକ ଗ୍ୟାଲୋନ୍‌ ପାଣିକୁ ଶୁଖାଇ ଦିଆଯାଇଛି। ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ୩ ଦିନ ଲାଗିଯାଇଛି। ଉକ୍ତ ପାଣିରେ...

କର୍ନାଟକରେ ୨୦ ନେତା ହୋଇପାରନ୍ତି ମନ୍ତ୍ରୀ, କାଲି ଶପଥ ଗ୍ରହଣ

ବେଙ୍ଗାଲୁରୁ,୨୬।୫: କର୍ନାଟକ ସରକାରଙ୍କର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶନିବାର ହେବ। ଏଚକେ ପାଟିଲ, ରହିମ ଖାଁ, ବି ସୁରେଶଙ୍କ ସମେତ ୨୦ ଜଣ ନେତା ସରକାରରେ ସାମିଲ ହେଇପାରନ୍ତି। ଶନିବାର ଏହି ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ...

ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତିକୁ ସ୍ମୃତି କରି ରଖିବାକୁ ଭାଜପାର ମେଗା ପ୍ଲାନ, ମୋଦି ଆଜମେରରେ କରିବେ କ୍ୟାମ୍ପେନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୬।୫: ନରେନ୍ଦ୍ର ମୋଦି ଆଜିର ଦିନରେ ଅର୍ଥାତ୍‌ ୨୮ ମେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ୯ ବର୍ଷର ଯାତ୍ରାକୁ ଅଭୁଲା କରି ରଖିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ମେଗା ପ୍ରଚାରର ଯୋଜନା କରିଛି।...

କଂଗ୍ରେସର ୯ ପ୍ରଶ୍ନର ଉତ୍ତର ରଖିଲା ଭାଜପା

ନୂଆଦିଲ୍ଲୀ,୨୬।୫: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରର ୯ ବର୍ଷ ପୂରଣ ହେବା ପରେ କଂଗ୍ରେସ ୯ଟି ପ୍ରଶ୍ନ କରିଛି। ଏହି ପ୍ରଶ୍ନର ଉତ୍ତର ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ...

ଜୁନରେ ଆସିବ ମୌସୁମୀ

ନୂଆଦିଲ୍ଲୀ,୨୬।୫: ଉତ୍ତର ଭାରତ ସମେତ ଦେଶର ପ୍ରାୟ ସବୁ ରାଜ୍ୟରେ ଖୁବଶୀଘ୍ର ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ। ନିକଟରେ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାରୁ ତାପମାତ୍ରା କମ ହୋଇଯାଇଛି। ହେଲେ କିଛିଦିନ ମଧ୍ୟରେ ପାଣିପାଗରେ ଆହୁରି ପରିବର୍ତ୍ତନ ହେବ। ତେବେ...

ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୬ସପ୍ତାହ ପାଇଁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ପୂର୍ବତନ ସ୍ବାସ୍ଥମନ୍ତ୍ରୀ ତଥା ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। ସୁପ୍ରିମକୋର୍ଟ ଜୈନଙ୍କୁ ୬ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇ କହିଛନ୍ତି, ସେ ଘରୋଇ...

ନୂଆ ପାସପୋର୍ଟ ପାଇଁ ରାହୁଲଙ୍କୁ ମିଳିଲା ଅନୁମତି, ୩ ବର୍ଷ ପାଇଁ ଦିଆଗଲା ଏନଓସି

ନୂଆଦିଲ୍ଲୀ,୨୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଉଜ ଏଭେନ୍ୟୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି। ତାଙ୍କୁ ବିଶେଷ ଅଦାଲତ ଫ୍ୟେସ ପାସପୋର୍ଟ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କୁ ମିଳିଥିବା ଏହି ଏନଓସି ୩ ବର୍ଷ ପାଇଁ ଭ୍ୟାଲିଡ ରହିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri