ଜାତୀୟ

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ବ୍ୟାପିଲା ଧୂଆଁ, ୩ ମୃତ

ପୁଣେ,୧୦।୨: ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଭଧାନ ବୁଡ୍ରୁକ ଗ୍ରାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗ୍ରାମବାସୀ ହିଞ୍ଜେୱାଡି ପୋଲିସ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଇଥିଲେ। ପୋଲିସ ଏବଂ...

ରାସ୍ତାରୁ ହଟିବ ମନ୍ଦିର, ମସ୍‌ଜିଦ

ନୂଆଦିଲ୍ଲୀ,୨ା୧୦(ପି.ଟି.):ଦେଶବାସୀଙ୍କ ସ୍ବାର୍ଥ ସର୍ବୋପରି ହୋଇଥିବାରୁ ରାସ୍ତା, ରେଳଲାଇନ ଏବଂ ଜଳଉତ୍ସକୁ ଅବରୋଧ କରି ନିର୍ମାଣ ହୋଇଥିବା ମନ୍ଦିର, ଦରଘା ଆଦି ଧର୍ମୀୟ ଢାଞ୍ଚାକୁ ହଟାଇବାକୁ ହେବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତ ସାରା ଦେଶ ନିମନ୍ତେ...

ଏମବିବିଏସ ଫେଲ୍ ଛାତ୍ର କଲେ ଚିକିତ୍ସା, ହୃଦଘାତ ରୋଗୀଙ୍କ ଚାଲିଗଲା ଜୀବନ

କେରଳ,୧ା୧୦: ଭାରତର ଏଙ୍କ ସ୍ଥାନରୁ ଦୈନିକ ଡାକ୍ତରଙ୍କ ଅବହେଳାରୁ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି। ଏହାରି ମଧ୍ୟରେ କେରଳରେ ଜଣେ ଏମବିବିଏସ୍ (ବ୍ୟାଚେଲର୍ ଅଫ୍ ମେଡିସିନ୍ ଏବଂ ସ୍ନାତକୋତ୍ତର ସର୍ଜରୀ)ର ଦ୍ୱିତୀୟ ବର୍ଷ ଛାତ୍ର ଚିକିତ୍ସା କରିବାରୁ ହୃଦଘାତର...

ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ଲୁଟିଛନ୍ତି, ଏମିତି କହି ସମସ୍ତଙ୍କୁ ଚମକାଇ ଦେଲେ ଗିରିରାଜ

ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଅଭିଭାଷଣ ଉପରେ ଦୃଢ ଆପତ୍ତି ଜଣାଇ ଗାନ୍ଧୀ ପରିବାରର ଇତିହାସକୁ ମନେ ପକାଇ ଦେଇଛନ୍ତି। ଏହା ବ୍ୟତୀତ ମହାରାଷ୍ଟ୍ର ସରକାରଙ୍କୁ ଗୋମାତାକୁ ରାଜ ମାତା...

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜନସାଧାରଣଙ୍କ କ୍ଷତି ପହଞ୍ଚାଉଥିବା ଧାର୍ମିକ କୋଠାକୁ…

ନୂଆଦିଲ୍ଲୀ,୧ା୧୦: ମଙ୍ଗଳବାର ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନ ମାମଲାର ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ  ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜନସାଧାରଣଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସଡ଼କ, ଜଳରାଶି କିମ୍ବା ରେଲଓ୍ବେ ଟ୍ରାକ୍‌ରେ କୌଣସି ଧାର୍ମିକ...

ରାଜ ଘାଟରେ ତାଲା, କୃଷକଙ୍କ ଏଣ୍ଟ୍ରି ବ୍ୟାନ, ମୋଦି ସରକାର କରୁଛନ୍ତି ପାପ, କାହିଁକି ଏମିତି କହିଲା କଂଗ୍ରେସ

ନୂଆଦିଲ୍ଲୀ,୧।୧୦: ଦିଲ୍ଲୀ ପୋଲିସ ସିନ୍ଧୁ ସୀମାରୁ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି। ୭୦୦ କିଲୋମିଟର ଲମ୍ବା ‘ଦିଲ୍ଲୀ ୱାଲୋ ପଦଯାତ୍ରା’ ସମୟରେ ସେ ଦିଲ୍ଲୀ ପ୍ରବେଶ କରୁଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟ ପରିଦର୍ଶନ କରିବାକୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ପୁଣିଥରେ ଧର୍ମଘଟକୁ ଓହ୍ଲାଇଲେ ଜୁନିଅର ଡାକ୍ତର

କୋଲକାତା,୧।୧୦: ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରମାନେ ପୁଣି ଥରେ ଧର୍ମଘଟ କରିଛନ୍ତି। ସୁରକ୍ଷା ସୁନିଶ୍ଚିତ କରିବାକୁ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଆଠ ଘଣ୍ଟିଆ ବୈଠକ ପରେ ପଶ୍ଚିମବଙ୍ଗ ଜୁନିଅର...

ଚିରାଗ ପାସଓ୍ବାନଙ୍କ ବୟାନକୁ ନେଇ ରାଜନୀତି ସରଗରମ, ମନେ ପଡୁଛି ୨୦୨୦ କଥା

ପାଟନା,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଲାସ ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ଏକ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ସେ କହିଛନ୍ତି ଯେ ମୁଁ...

କେବଳ ଭାରତରେ ନୁହେଁ, ଏହି ଦେଶରେ ମଧ୍ୟ ବ୍ୟବହୃତ ହୁଏ ହିନ୍ଦୀ ଭାଷା

ନୂଆଦିଲ୍ଲୀ,୧।୧୦: ପୃଥିବୀର ସମସ୍ତ ଦେଶର ସଂସ୍କୃତି, ପରମ୍ପରା, ଭାଷା ଏବଂ ଖାଦ୍ୟ ଅଭ୍ୟାସ ଭିନ୍ନ ଅଟେ। ଯେପରି ଭାରତରେ ଏକ ବଡ଼ ବର୍ଗ ଅଛି, ଯେଉଁଠି ହିନ୍ଦୀ ଭାଷାର ବ୍ୟବହାର ହେଉଛି। କିନ୍ତୁ ଭାରତ ବ୍ୟତୀତ ଦୁନିଆର ଅନେକ ଦେଶରେ...

ଯଦି ଏଭଳି ହୁଏ ତା’ହେଲେ ମନ୍ତ୍ରୀପଦକୁ ପାଦରେ ଆଡେଇଦେବି, ଚିରାଗଙ୍କ ଏଭଳି ବୟାନକୁ ନେଇ…

ନୂଆଦିଲ୍ଲୀ,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଚିରାଗ କହିଛନ୍ତି ଯେ ମୁଁ ଯେ କୌଣସି ବି ଗଠବନ୍ଧନରେ ରୁହେ, କିମ୍ବା...

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ପିଏମ ଜନମନ ଯୋଜନାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି। ଦେବଗଡ, ଗଜପତି,...

ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ,୧।୧୦: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ। ସୋମବାର ବିଳମ୍ବିତ ରାତିରେ ୭୩ବର୍ଷୀୟ ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri