ଜାତୀୟ

‘ଆଜି ବିଶ୍ୱ ଭାରତକୁ ଶୁଣୁଛି’, ତିନି ଦେଶର ଯାତ୍ରାରୁ ଫେରି ମୋଦି କହିଲେ, ଏହା ୟଶ ମୋଦିଙ୍କର ନୁହେଁ

ନୂଆଦିଲ୍ଲୀ,୨୫।୫: ତିନୋଟି ଦେଶର ଯାତ୍ରା ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସେ ଦିଲ୍ଲୀର ପାଲମ ଏୟାରପୋର୍ଟରେ ପହଞ୍ଚିବା ପରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଭାଜପାର ନେତା ଓ କର୍ମୀ...

‘…ତେବେ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ସଂସଦ ଭବନର ଉଦଘାଟନ’, କଂଗ୍ରେସ ନେତାଙ୍କ ବିରୋଧୀଙ୍କୁ ଉପଦେଶ

ନୂଆଦିଲ୍ଲୀ,୨୫।୫: ଦେଶର ନୂଆ ସଂସଦ ଭବନ ଭାବେ ଲୋକତନ୍ତ୍ରକୁ ନୂଆ ମନ୍ଦିର ମିଳିବାକୁ ଯାଉଛି। ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ। ଏବେ ପ୍ରାୟ ସମସ୍ତ ବିରୋଧୀ ଦଳ ଏହାର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ...

୨୦୪୭ ସୁଦ୍ଧା ଭାରତ ହେବ ବିଶ୍ୱ ନେତା: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୫।୫ : ଉପରାଷ୍ଟ୍ରପତି ଜଗଦୀପ ଧନଖର କହିଛନ୍ତି ଦେଶ ବର୍ତ୍ତମାନ ଦ୍ରୁତ ବିକାଶ ପଥରେ ଆଗକୁ ବଢୂଛି। ଦେଶରେ ଯେଉଁ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି ତାହା ପୂର୍ବରୁ କରାଯାଇ ନ ଥିଲା। ଅଭିବୃଦ୍ଧି ହାରର ଏହି ଆକଳନ ଅନୁସାରେ...

ଜନସାଧାରଣ ନିରାଶ, ସରକାର ଦେଉଛନ୍ତି ମିଥ୍ୟା ପ୍ରତିଶ୍ରୁତି: ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୨୫।୫ : କଂଗ୍ରେସର ବରିଷ୍ଠ ନେତା ଅଧୀ ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଇଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। ହଠାତ ମୋଦି ଜାଣିଶୁଣି...

ତିହାର ଜେଲର ବାଥରୁମରେ ପଡି ଗୁରୁତର ହେଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୫।୫: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗୁରୁବାର ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟ ଖରାପ ଥିବା ଅଭିଯୋଗ ଆସିବା ପରେ ତାଙ୍କୁ ପଶ୍ଚିମ ଦିଲ୍ଲୀ ସ୍ଥିତ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ମୁଣ୍ଡ...

ରାହୁଲଙ୍କୁ ଘୋଷଣା କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ମଣିକମ ଟାଗୋର…

ନୂଆଦିଲ୍ଲୀ,୨୫।୫ : ଆସନ୍ତା ଲୋକସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବା ସଂଗ୍ରାମ ମଧ୍ୟରେ କଂଗ୍ରେସ ଏମପି ମଣିକମ ଟାଗୋର ଦଳକୁ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳ ପକ୍ଷରୁ...

ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ, କହିଲେ ଜଣେ ଅହଂକାରୀ ବ୍ୟକ୍ତିଙ୍କ ଯୋଗୁ…

ନୂଆଦିଲ୍ଲୀ,୨୫।୫: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ନୂଆ ସଂସଦ ଭବନ ଉଦଘାଟନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଖୁବ ବର୍ଷିଛନ୍ତି। ଜୟରାମ ରମେଶ କହିଛନ୍ତି, ଏହା ଜଣେ ବ୍ୟକ୍ତିଙ୍କ ଅହଂକାର ଓ ଆତ୍ମ...

ମଣିପୁରରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୭୧କୁ ବୃଦ୍ଧି

ଗୁଆହାଟୀ,୨୪ା୫: ମଣିପୁରରେ ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜାତି(ଏସ୍‌ସି) ବର୍ଗରେ ସାମିଲ କରାଯିବା ନେଇ ହାଇକୋର୍ଟଙ୍କ ରାୟ ଆସିବା ପରଠୁ ଉତ୍ତରପୂର୍ବ ରାଜ୍ୟରେ ହିଂସା ଥମିବାର ନାଁ ନେଉନାହିଁ। ମେ’ ୩ରୁ ଚାଲିଥିବା ସଂଘର୍ଷରେ ଅଦ୍ୟାବଧି ୭୧ ଜଣଙ୍କ ମୃତ୍ୟୁ ଘଟିଲାଣି।...

ବିରୋଧୀଙ୍କ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୪ା୫: ଆସନ୍ତା ୨୮ ତାରିଖରେ ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସଂସଦର ନୂଆ କୋଠାକୁ ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦ୍‌ଘାଟନ କରିବା ଉଚିତ ବୋଲି କଂଗ୍ରେସ ସମେତ ବିରୋଧୀ...

ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବ ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫(ବ୍ୟୁରୋ): ଦିଲ୍ଲୀରେ ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ବିଜେଡି ଯୋଗ ଦେବ। ମେ’ ୨୮ରେ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବରେ ବିଜେଡି ସାମିଲ ହେବ ବୋଲି ବୁଧବାର ଏକ ପ୍ରେସ୍‌...

ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଟିନା ଡାବି

ଜୟପୁର,୨୪ା୫: ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେରର ମୋଲ ସାଗର ଗ୍ରାମରେ ପାକିସ୍ତାନରୁ ହିନ୍ଦୁ ପ୍ରବାସୀମାନେ ବର୍ତ୍ତମାନ ୪୦ ବିଘା ଜମି ପାଇବେ। ଜିଲା ପ୍ରଶାସନ...

ସ୍ବାଧିନତାର ପ୍ରତିକ ଭାବେ ସଂସଦ ଭବନରେ ସ୍ଥାପନ ହେବ ଐତିହାସିକ ସେଂଗୋଲ

ନୂଆଦିଲ୍ଲୀ,୨୪।୫: ଦେଶର ନୂଆ ସଂସଦ ଭବନର କାର୍ଯ୍ୟ ଶେଷ ହୋଇଛି ଏବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମେ ୨୮ରେ ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ପ୍ରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri