ଜାତୀୟ

ସ୍ବାଧିନତାର ପ୍ରତିକ ଭାବେ ସଂସଦ ଭବନରେ ସ୍ଥାପନ ହେବ ଐତିହାସିକ ସେଂଗୋଲ

ନୂଆଦିଲ୍ଲୀ,୨୪।୫: ଦେଶର ନୂଆ ସଂସଦ ଭବନର କାର୍ଯ୍ୟ ଶେଷ ହୋଇଛି ଏବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମେ ୨୮ରେ ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ପ୍ରକାର...

ଅଷ୍ଟ୍ରେଲିଆରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ମୋଦି, ଟୁଇଟ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ସିଡନୀ,୨୪।୫: ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି କି ୩ ଦେଶର ସଫଳ ଯାତ୍ରା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ ଯାତ୍ରା କରିବା...

ମହାରାଷ୍ଟ୍ର କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ

ମୁମ୍ବାଇ,୨୪।୫: ଦଳ ବିରୋଧି ଟିପ୍ପଣିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ସେ କଟୋଲର ପୂର୍ବତନ ବିଧାୟକ। ଆଶିଷ ଦେଶମୁଖ କହିଥିଲେ ଯେ କଂଗ୍ରେସ ନେତା ରାହୁଲ...

ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦିଙ୍କୁ ଟକ୍କର ଦେଉଛନ୍ତି ରାହୁଲ: ମୋଦି ୪୩ ପ୍ରତିଶତଙ୍କ ପସନ୍ଦ, ରାହୁଲଙ୍କୁ ୩୪ ପ୍ରତିଶତ…

ନୂଆଦିଲ୍ଲୀ,୨୪।୫ : ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ପ୍ରାୟ ୧୯ ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ପଦବୀ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଉଭୟ ଭାଜପା ଏବଂ କଂଗ୍ରେସ ପାଇଁ ଏକ ଖୁସି ଖବର। ବାସ୍ତବରେ ଏହି ସର୍ଭେରେ...

‘ଉଦ୍ଧବ ଠାକରେ ମୋତେ କଥା ଦେଇଛନ୍ତି…’ ମାତୋଶ୍ରୀରେ ସାକ୍ଷାତକାର ପରେ ଏମିତି କହିଲେ କେଜରିଓ୍ବାଲ

ମୁମ୍ବାଇ,୨୪।୫: ମହାରାଷ୍ଟ୍ରର ମୁମ୍ବାଇରେ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ସେଠାରେ ସେ ଶିବସେନା ନେତାଙ୍କୁ ବି ଭେଟିଛନ୍ତି। ସାକ୍ଷାତକାର ପରେ ଏକ ମିଳିତ ପ୍ରେସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ...

ପାକିସ୍ତାନର ପର୍ଦ୍ଦାଫାଶ କଲା ଆରଟିଆଇ: ଦଣ୍ଡାଦେଶ ଶେଷ ପରେ ୫୦୦ ଭାରତୀୟ ପାକିସ୍ତାନ ଜେଲରେ ବନ୍ଦୀ…

ନୂଆଦିଲ୍ଲୀ,୨୪।୫ : ପାକିସ୍ତାନୀ ସାମୁଦ୍ରିକ ସୀମାରେ ବେଆଇନ ମାଛ ଧରିବା ଅଭିଯୋଗରେ କରାଚିର ଏକ ଜେଲରେ ଥିବା ୧୯୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଏକ ଦଳ ମେ ୧୩ରେ ୱାଘା ସୀମାରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ପ୍ରକାଶ ଥାଉକି,...

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ନୁହେଁ ଲୋକସଭା ବାଚସ୍ପତି କରନ୍ତୁ ସଂସଦ ଭବନର ଉଦଘାଟନ: ଓୱାଇସି…

ନୂଆଦିଲ୍ଲୀ,୨୪।୫ : ନୂତନ ସଂସଦ ଭବନର ଉଦଘାଟନକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ନୂଆ ପରାମର୍ଶ ଦେଇଛନ୍ତି। ଓୱାଇସି କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ନୂତନ ସଂସଦ ଗୃହର ଉଦଘାଟନ କରିବା...

ସଂସଦ ଅହଂକାରର ଇଟାରେ ନୁହେଁ, ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମିତ ହେବା ଜରୁରୀ,ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅପମାନ: ରାହୁଲ…

ନୂଆଦିଲ୍ଲୀ,୨୪।୫ : ୨୮ ମେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଲଗାତାର ସମାଲୋଚନା ଜାରି ରହିଛି। କଂଗ୍ରେସ, ଟିଏମସି, ଏଏପି ସମେତ ୧୯ଟି ବିରୋଧୀ ଦଳ ବୁଧବାର ଉଦଘାଟନ...

ଉଦ୍‌ଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରାଯିବା ଅପମାନ: ରାହୁଲ

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୮ରେ ନୂତନ ସଂସଦ ଭବନର ଉଦ୍‌ଘାଟନ କରିବେ। ଏହି ସମୟରେ କଂଗ୍ରେସ ସମେତ ୧୯ଟି ଦଳ ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ ରାହୁଲ...

ଆଜମ ଖାନ ଦୋଷମୁକ୍ତ…

ରାମପୁର,୨୪।୫ : ସମାଜବାଦି ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ନିମ୍ନ ଅଦାଲତ ଘୃଣା ଭାଷଣ ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଆଦେଶକୁ ଖାରଜ କରିଛନ୍ତି। ଘୃଣା ଭାଷଣ...

ଉଦ୍ଧବଙ୍କୁ ଭେଟି କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ଲୋଡ଼ିଲେ କେଜ୍‌ରିଓ୍ବାଲ

ମୁମ୍ବାଇ,୨୪।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ମୁମ୍ବାଇସ୍ଥିତ ବାସଭବନରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହି ସମୟରେ, କେଜ୍‌ରିଓ୍ବାଲ ଜାତୀୟ ରାଜଧାନୀ ଅଞ୍ଚଳରେ ସେବା ନିୟନ୍ତ୍ରଣ ଉପରେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି (ଏଏପି)ର...

ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ, ତାଙ୍କ ପ୍ରତି ଅପମାନ ଗଣତନ୍ତ୍ର ଉପରେ ପ୍ରତ୍ୟକ୍ଷ ଆକ୍ରମଣ: ବିରୋଧୀ…

ନୂଆଦିଲ୍ଲୀ,୨୪।୫ : ଦେଶର ନୂତନ ସଂସଦ ଭବନକୁ ଚଳିତ ମାସ ୨୮ ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। କିନ୍ତୁ ଏହାପୂର୍ବରୁ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ବୁଧବାର ୧୯ ଟି ବିରୋଧୀ ଦଳ ମିଳିତ ବିବୃତ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri